
ଅଦ୍ୟ ତା ୧୨ ଜୁନ୍ 2026 ରିଖ, ବିଶ୍ଵ ଯୁବ କେନ୍ଦ୍ର,ବଣୀନଳୀ, ଅନୁଗୋଳ ଦ୍ୱାରା ପରିଚାଳିତ କାର୍ଯ୍ୟ କ୍ରମ “ଆକ୍ସେସ ଟୁ ଜଷ୍ଟିସ “ଦ୍ୱାରା ଅନୁଗୋଳ ଜିଲ୍ଲାର ବଅଁରପାଳ କଙ୍କିନାଳୀ , ସାନ୍ତରପୂର୍, ଗୋଡସନ୍ତ୍ରି,ଭାଗବତ ପୁର, ଗlଙ୍ଗିଯୋଡ଼ି,ବଉଳିଗୋଡ ପଞ୍ଚାୟତ ର ବଉଳି ଗୋଡ,ଜୁହାର ପୁର,ପୂରିକିଆ , ଅରlହଟ ଗ୍ରାମ ରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ...

ପାନୀୟଜଳ ସମସ୍ୟା ଦୂରୀକରଣ ଓ ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଅଭିଯୋଗ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗିରିଧର ଗ୍ରାମ ପଞ୍ଚାୟତ ବଡବାହାଳ ଗ୍ରାମର ବାସିନ୍ଦା ମାନେ ପାନୀୟ ଜଳ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଏହି ଗ୍ରାମରେ ପ୍ରାୟ ୧୪୦ ଗୋଟି ପରିବାରର...

ଶିଶୁ ଶ୍ରମିକ ନିରାକରଣ ପାଇଁ ୧୨ ଜୁନ୍ ୨୦୨୬ ରୁ ୨୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ୧୫ ଦିନିଆ ଜିଲ୍ଲାସ୍ତରୀୟ ସଚେତନତା ରଥ

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ପ୍ରୟାସ: ଗାଁରୁ ବାହାରି ଜାତୀୟ ସ୍ତରରେ ଚମକୁଛନ୍ତି ଢେଙ୍କାନାଳ ଓ ଆନୁଗୋଳର ଯୁବ ଭଲିବଲ୍ ପ୍ରତିଭା ପ୍ରତିଭା ଗାଁର ହେଉ କି ସହରର, ଯଦି ତାକୁ ସଠିକ୍ ସୁଯୋଗ ମିଳେ, ତେବେ ଗାଁ ଗହଳିର ମାଟି ପଡ଼ିଆରୁ ବାହାରିଥିବା ପିଲାମାନେ ମଧ୍ୟ ଜାତୀୟ ସ୍ତରରେ ନାଁ କରିପାରିବେ ।ଏମିତି ଏକ ବଡ଼ ସ୍ୱପ୍ନର...

‘ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ’ର ଶୁଭାରମ୍ଭ ଅନୁଗୋଳ,୧୨.୦୬: ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁମାନଙ୍କ ଅଧିକାର ସୁରକ୍ଷା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ “ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ”ର ଶୁଭ ଉଦଘାଟନ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ପତାକା ଦେଖାଇ...

ଚାମେଲି ଓଝାଙ୍କୁ ନେଇ ଏବେ ପୁରା ସରଗରମ ଓଡ଼ିଶା ରାଜନୀତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲା ସରପଞ୍ଚ ସଂଘ ସଭାପତି ଚାମେଲି ଓଝାଙ୍କୁ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଗୁଣ୍ଡା ଲଗାଇ ମାଡମାରି ଥାନାରେ ଅଟକ ରଖି ଥିବା ଘଟଣାକୁ ରାଜ୍ୟ ସରପଞ୍ଚ ସଂଘ ନିନ୍ଦା କରିବା ସହ ଏହାର ତଦନ୍ତ...

ନୁଆଦିଲ୍ଲୀ: ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଶୁକ୍ରବାର ୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ହେଭିୱେଟ ନାଁ ମଧ୍ୟରେ ତାମିଲିସାଇ ସୌନ୍ଦରାରାଜଙ୍କୁ ମାଇଲାପୋରରୁ ପ୍ରାର୍ଥୀ କରାଯାଇଛି । ବନଥି ଶ୍ରୀନିବାସ କୋଏମ୍ବାଟୁରରୁ ନିର୍ବାଚନ ଲଢିବେ । କେନ୍ଦ୍ର ମନ୍ତ୍ରୀ ଏଲ ମୁରୁଗାନଙ୍କୁ ଅବନାଶୀ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି...

ନୁଆଦିଲ୍ଲୀ, ୦୨/୦୪ : ସ୍ମାର୍ଟ ମିଟରକୁ ନେଇ ବଢୁଥିବା ଚିନ୍ତା ଦୂର କଲେ କେନ୍ଦ୍ର ମନ୍ତ୍ରୀ । କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲ୍ ସ୍ପଷ୍ଟ କରିଛନ୍ତି ଯେ ଉପଭୋକ୍ତାଙ୍କ ପାଇଁ ପ୍ରିପେଡ୍ ବୈଦ୍ୟୁତିକ ସ୍ମାର୍ଟ ମିଟର ବାଧ୍ୟତାମୂଳକ ନୁହେଁ । ଆଜି ଲୋକସଭାରେ ପ୍ରଶ୍ନକାଳ ସମୟରେ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଲାଲ୍ କହିଛନ୍ତି...

ମାର୍ଚ୍ଚ ୨୦୨୬ରେ GST ସଂଗ୍ରହ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ, ୧୦ ମାସରେ ସର୍ବାଧିକ ଭାରତର ବସ୍ତୁ ଓ ସେବା କର (GST) ସଂଗ୍ରହ ମାର୍ଚ୍ଚ ୨୦୨୬ରେ ଦୃଢ଼ ଗତି ପ୍ରଦର୍ଶନ କରିଛି, ଯାହା ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରି ସ୍ଥିର ଅର୍ଥନୈତିକ କାର୍ଯ୍ୟକଳାପର ସଙ୍କେତକୁ ଦୃଢ଼ କରିଛି। ଏହି ମାସ ପାଇଁ...

ନୁଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାରେ କୋଇଲା ପରିବହନ ଏବଂ ଶିଳ୍ପ ଭିତ୍ତିଭୂମିକୁ ସଦୃଢ଼ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଏହି ସମ୍ପର୍କରେ ଏକ ପତ୍ର ଲେଖି ଶ୍ରୀ ପ୍ରଧାନ ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ (ଏସଏଚ- ୬୩) ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ...

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧ ତାରିଖରୁ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରି ନିଜର ସ୍ୱ-ଗଣନା ସଂପୂର୍ଣ୍ଣ କରିଛନ୍ତି। ଏହି ପର୍ଯ୍ୟାୟରେ ଘର ଘର ଗଣନା ଏବଂ ଗୃହ-ସମ୍ବନ୍ଧୀୟ କାର୍ଯ୍ୟର ସୂଚନା ଦିଆଯାଇଥାଏ। ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ, ଏହି ଜନଗଣନାରେ ତଥ୍ୟ ସଂଗ୍ରହ ପାଇଁ ଡିଜିଟାଲ୍ ମାଧ୍ୟମ...

ନୁଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ଉପରେ ଏବେ ସଂସଦର ଉଭୟ ଗୃହରେ ଆଲୋଚନା ହେବ। ଏଥିପାଇଁ ସରକାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଉଛନ୍ତି। ଏହି ଅଧିବେଶନ ତିନି ଦିନ ଧରି ଚାଲିବ। ଏପ୍ରିଲ ୧୬, ୧୭ ଏବଂ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମହିଳାଙ୍କ ଅଧିକାର ଏବଂ ଦେଶର ଅଧା ଜନସଂଖ୍ୟାର ଅବଦାନ...

ଭୂବନେଶ୍ୱର ୨୩/୧୨: ଆମ୍ୱେଦରଙ୍କୁ ଅପମାନ ଗ୍ରହଣୀୟ ନୁହେଁ ସେଥିପାଇଁ ଆସନ୍ତାକାଲି ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ । ପଦଯାତ୍ରା କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପାତ୍ର ପ୍ରଦାନ କରଯିବ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । ସେ କହିଛନ୍ତି ଅମିତ ଶାହା ଦେଇଥିବା ମନ୍ତବ୍ୟ ପାଇଁ ଦେଶବାସୀଙ୍କ ଆଗରେ କ୍ଷମା...

ନୂଆଦିଲ୍ଲୀ: କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ । କୁଏତ୍ ହାଲା ମୋଦି କାର୍ଯ୍ୟକ୍ରମରେ ଓଡ଼ିଶା କଥା ଉଲ୍ଲେଖ କଲେ ପିଏମ୍ ମୋଦି। ଓଡ଼ିଶାର ଗୁଣଗାନ ମଧ୍ୟ କଲେ। ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ ପ୍ରବାସୀ ଭାରତୀୟଙ୍କୁ ଆମନ୍ତ୍ରଣ କରିଛନ୍ତି। ହାଲା ମୋଦି (ସ୍ୱାଗତ ମୋଦି)କାର୍ଯ୍ୟକ୍ରମରେ...

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ କରିଛନ୍ତି। ଏହାର ପ୍ରତିବାଦରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗଣବିକ୍ଷୋଭ କରିବା ସହ...

ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆମ୍ବେଦକର ବିରୋଧୀ ମନ୍ତବ୍ୟ ପାଇଁ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ ଅନୁଗୋଳ ୨୦।୧୨ ଆଜି ସନ୍ଧ୍ୟାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରାରେ କେନ୍ଦ୍ର ସରକାରଙ୍କ ସମ୍ବିଧାନ ବିରୋଧୀ ଆଚରଣ ଓ କେନ୍ଦ୍ର ଗୃହ...

ନୂଆଦିଲ୍ଲୀ: ସରିଲା ସଂସଦର ଲୋୟର ହାଉସ ଲୋକସଭାର ଶୀତକାଳୀନ ଅଧିବେଶନ । ଶେଷ ଦିନରେ ବି ବିରୋଧୀ ଓ ଶାସକଙ୍କ ନାଟକ ପୂର୍ଣ୍ଣ ବିକ୍ଷୋଭ ଦେଖିବାକୁ ମିଳିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସଂସଦ ଭବନ ବାହାରେ ଏକକାଳୀନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତକାଲି ସଂସଦ ପରିସର ଦୁଇ...

ନୂଆଦିଲ୍ଲୀ: ଏବେ ଜାତୀୟ ରାଜଧାନୀରେ ଚାଲିଛି ରୋଚକ ରାଜନୀତି । ଅନନ୍ୟ ଢଙ୍ଗରେ ବିରୋଧ କରୁଛନ୍ତି ବିଭିନ୍ନ ଦଳ । କେତେବେଳେ ଟିସାର୍ଟ,ବ୍ୟାଗ୍, ମାସ୍କରେ ବିରୋଧୀଙ୍କୁ ଆକ୍ଷେପ କରି ରାଜନୈତିକ ସ୍ଲୋଗାନ୍ ଲେଖାହେଲାଣି ତ ଆଉ କେତେବେଳେ ମାସ୍କରେ ମୋଦି ବିରୋଧ ସ୍ବର ଝଲସିଲାଣି । ଯେଉଁଠି ରାଜନୀତିରେ ବଚନ ହିଁ ସବୁବେଳେ ଭାରିପଡେ ସେଠି ଏବେ...








All rights reserved. Designed by Inter Softech