
.. ବାବା ବୁଖାରୀଙ୍କ ପୀଠରେ ଉର୍ତ୍ସ ଉଛବ ପାଳିତ କଟକ : କଟକ ବୁଖାରୀ ବାବାଙ୍କ ପୀଠରେ ପାଳିତ ହୋଇଯାଇଛି ଉର୍ସ ଉତ୍ସବ । କଟକ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରୁ ପାଖାପାଖି 30 ହଜାର ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗ ଦେଇଥିଲେ । ତେବେ କାଇଁ କେଉଁ କାଳରୁ ଏହି ପରମ୍ପରା ରହି ଆସିଥିବା ବେଳେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୁଆଲାଲମ୍ପୁରରେ ତାଙ୍କ ମାଲେସିଆ ପ୍ରତିପକ୍ଷ ଅନ୍ୱାର ଇବ୍ରାହିମ୍ଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ, ସାମୁଦ୍ରିକ ନିରାପତ୍ତା, ଆର୍ଥିକ ଏବଂ ନବସୃଜନ ସହଭାଗିତା ବୃଦ୍ଧି ନେଇ ଆଲୋଚନା ହୋଇଛି । ବିପର୍ଯ୍ୟୟ ପରିଚାଳନା, ଦୃଶ୍ୟ-ଶ୍ରାବ୍ୟ ସହ-ଉତ୍ପାଦନ, ଦୁର୍ନୀତି ମୁକାବିଲା ଓ ନିବାରଣ,...

ଗଜମରା ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଉଦ୍ଯାପିତ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଗଜମରା ଗ୍ରାମରେ ଅନୁଷ୍ଠିତ ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଅଛି। ସ୍ଥାନୀୟ ଗଜମରା ପୋଇଝର ଠାରୁ ପୂଜାର୍ଚ୍ଚନା କରାଯାଇ ସଂକୀର୍ତନ ମଣ୍ଡଳୀ ଦ୍ବାରା ଗ୍ରାମ ପରିକ୍ରମା କରାଯାଇ ପୀଠରେ ସ୍ଥାପନ କରାଯିବା ପରେ ଅଧୁବାସ ପୂଜା ସହିତ ଅଖଣ୍ଡଦୀପ ସ୍ଥାପନ କରାଯାଇଥିଲା । ୭ ତାରିଖ...

କାଙ୍କଡପାଳ ଗ୍ରାମରେ ୨୦ତମ ବାର୍ଷିକ ନାମଯଜ୍ଞ ଢେଙ୍କାନାଳ, ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ପୁରୁଣାସାହିରେ ୨୦ତମ ବାର୍ଷିକ ନାମଯଜ୍ଞ ଗତ ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ ହେଉଅଛି । ଅଦ୍ୟ ନାମଯଜ୍ଞରେ ଉତ୍ସବରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ...

ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ୭ମ ବ୍ଲକ୍ ସମ୍ମିଳନୀ ଅନୁଷ୍ଠିତ ଢେଙ୍କାନାଳ ଏ.ଆଇ.ଟି.ୟୁ.ସି. ସହବନ୍ଧିତ ନିଖୂଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ୭ମ ବ୍ଲକ୍ ସମ୍ମିଳନୀ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ସୁଜାତା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦିକା ହରପ୍ରିୟା ସାଇଁ ଏ.ଆଇ.ଟି.ୟୁ.ସି. ଜିଲ୍ଲା ସଭାପତି ରବି ରଥ...

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଟଲା ଗ୍ରାମପଞ୍ଚାୟତ ତାରିଖ 08/02/2026/ ବିଶାଳ ହିନ୍ଦୁ ସମ୍ମିଳନୀ ସ୍ଥାନ : କାଳୀ ମନ୍ଦିର ପ୍ରାଙ୍ଗଣ ପାରିକୁଳଯୁନ ପାଟଲା ପାଇକ ପୁଣାକୋଟ ମଣ୍ଡଳ ହିନ୍ଦୋଳ ଉପଖଣ୍ଡ ତିଥି : ଫାଲ୍ଗୁନ କୃଷ୍ଣ ସପ୍ତମୀ ରବିବାର ଆୟୋଜକ ସମଗ୍ର ହିନ୍ଦୁ ସମାଜ କରମଳା ମଠ ପୁରୀ ରୁ ଅଭିରାମ ପରମ ହସ ଆଶ୍ରମ...









All rights reserved. Designed by Inter Softech