
ଇଟାଭାଟି ର ନିଆଁ ଲିଭାଇଲା ତହସିଲ ପ୍ରଶାସନ ଯାଜପୁର — ଯାଜପୁର ଜିଲ୍ଲା ବରି ବ୍ଳକ ଅନ୍ତର୍ଗତ ମଧୁସୁଦନ ପୁର ପଞ୍ଚାୟତର ବଗମରା ବାଲି ଘାଟରେ ବାରମ୍ବାର ଅଭିଯୋଗ ହେଲା ପରେ ବରି ତହସିଲଦାର ଦିପ୍ତିମୟୀ ବେହେରା ଚଢ଼ାଉ କରି 4 ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ 50 ହଜାର ଟଙ୍କା ଜୋରିମାନା ଆଦାୟ...

ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘର ବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଅନୁଗୋଳ:ବିଭିନ୍ନ ଦାବି ପୂରଣ ଦାବିରେ ଡ୍ରାଇଭର ମହାସଂଘ ପକ୍ଷରୁ ଗୁରୁବାର ଅନୁଗୋଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି। ଶତାଧିକ ଅଟୋଚାଳକ ନିଜ ନିଜ ଗାଡ଼ି ସହ ଯୋଗଦେଇ ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ କରିଥିଲେ। ପରେ ମହାସଂଘ ପକ୍ଷରୁ...

ଚାଷୀ ଙ୍କ ସମସ୍ୟା ନେଇ ଧାନ ମଣ୍ଡି ପରିଦର୍ଶନ କଲେ ଜୁନାଗଡ଼ ବିଧାୟକ ଜୁନାଗଡ଼ : (ବାଲେଶ୍ୱର ସୁନାନୀ )11/5/ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ଚାଷୀ ଙ୍କ ଧାନ ବିକା ସମସ୍ୟା କୁ ନେଇ ଚାଷୀମାନେ ହନ୍ତସନ୍ତ ହୋଇ ଯାଇଛନ୍ତି, ମୁଣ୍ଡ ଝାଳ ତୁଣ୍ଡେ ମାରି 45ଡିଗ୍ରୀ ଉତ୍ତାପରେ ଚାଷ କରି କିଛି ଉପାର୍ଜନ...

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ କନ୍ଧମାଳ, ତା, ୧୧/୦୬:(ସୁଶୀଳ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲା ମାଓମୁକ୍ତ ହେବା ପରେ ମଧ୍ୟ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି, ଏହି ପରିପ୍ରେକ୍ଷୀରେ ଆତ୍ମସମର୍ପଣ କରିଥିବା ନକ୍ସଲ ମାନଙ୍କୁ ନିରନ୍ତର ପଚରାଉଚରା...

ମେଡିକାଲ୍ ରେ ଷ୍ଟାଫ୍ନର୍ସ ନିଯୁକ୍ତିରେ ମହାଦୁର୍ନିତୀର ସିବିଆଇ ତଦନ୍ତକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରଖାସ୍ତ ଦାବୀ(ମହାନଦୀ କୋଇଲା ଶ୍ରମିକ କଂଗ୍ରେସ୍ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ)ତାଳଚେର, ୧୧/୦୬ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ ଷ୍ଟାଫ୍ ନର୍ସ ଓ ସ୍ୱାସ୍ଥ୍ୟ କର୍ମି ନିଯୁକ୍ତିରେ ମହାଦୁର୍ନିତୀର ସିବିଆଇ ତଦନ୍ତ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ଗୃହିଣୀରୁ ସଫଳ କ୍ୟାଟରିଂ ବ୍ୟବସାୟୀ ‘ସୁକାନ୍ତୀ ନାୟକ’ ମେରାମଣ୍ଡଳୀ, ୧୧.୦୬.୨୦୨୬: କ୍ୟାଟେରିଂ ବ୍ୟବସାୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡ଼ା ଗ୍ରାମର ସୁକାନ୍ତି ନାୟକ । ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଗୃହଲକ୍ଷ୍ମୀ ସମବାୟ ସମିତିରୁ ମାତ୍ର ୧୫ ହଜାର ଟଙ୍କାର ପ୍ରାଥମିକ ଋଣ ନେଇ ଆରମ୍ଭ...

ବିଜୟୱାଡା: ନକ୍ସଲବାଦକୁ ଦୂର କରିବାର ସମୟସୀମା ଶେଷ ହେବାର ମାତ୍ର ୨୪ ଘଣ୍ଟା ପୂର୍ବରୁ ଆନ୍ଧ୍ର ପ୍ରଦେଶର ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଜଣେ ପ୍ରମୁଖ ମାଓ କମାଣ୍ଡର ସୁରେଶଙ୍କ ସମେତ ନଅ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ମାଓ କମାଣ୍ଡର ଗତ ୩୬ ବର୍ଷ ଧରି ଅଣ୍ଡରଗ୍ରାଉଣ୍ଡରେ ଥିବା ବିଶ୍ୱାସ କରାଯାଏ।...

ଚମ୍ପିଅନ୍ ଷ୍ଟାଇଲରେ ଜିତିଲା ବେଙ୍ଗାଲୁରୁ । ବିଜୟରୁ ଆଇପିଏଲ ଅଭିଯାନ ଆରମ୍ଭ କଲା RCB । ଉଦଘାଟନୀ ମ୍ୟାଚରେ ୬ ୱିକେଟରେ ପରାସ୍ତ ହୋଇଛି ସନରାଇଜର୍ସ ହାଇଦ୍ରାବାଦ । ୨୦୨ ରନର ବିଶାଳ ଟାର୍ଗେଟକୁ RCB ମାତ୍ର ୧୫ ଦଶିମିକ ୪ ଓଭରରେ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଛି । ଟସ୍ ଜିତି ପ୍ରଥମେ...

ନୁଆଦିଲ୍ଲୀ: ପଶ୍ଚିମ ଏସିଆରେ ସ୍ଥିତି ଅତି ଭୟଙ୍କର ରୂପ ନେଇଛି। ରବିବାର ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ତୀବ୍ରତର ହୋଇଥିବା ବେଳେ ହର୍ମୁଜ ପ୍ରଣାଳୀ ନିକଟରେ ବଡ଼ ଧରଣର ଆକ୍ରମଣ ହୋଇଛି। ଆମେରିକା ଓ ଇସ୍ରାଏଲର ମିଳିତ ବାୟୁସେନା ଆକ୍ରମଣରେ ଇରାନର ଏକ ବନ୍ଦର ସହର ଥରି ଉଠିଛି, ଯେଉଁଥିରେ ୫ ଜଣ ପ୍ରାଣ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ସାରା ବିଶ୍ୱରେ ଏକ ସଙ୍କଟ ଦେଖାଦେଉଛି। ଆକାଶବାଣୀରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହି ସମୟ ହେଉଛି ଏକ ଚ୍ୟାଲେଞ୍ଜିଂ ସମୟ...

ଜାଗ୍ରତ ଭାରତ – ଟିଭିକେ ମୁଖ୍ୟ ବିଜୟ ଆଜି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତାଙ୍କ ଦଳର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ବିଜୟ ଘୋଷଣା କରିଛନ୍ତି ଯେ ସେ ବିଧାନସଭା ନିର୍ବାଚନରେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କହିଛନ୍ତି ଯେ ସେ ଚେନ୍ନାଇର ପେରାମ୍ବୁର ଏବଂ ତ୍ରିଚି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।...

ବିମାନ ସେବାକୁ ବଳ । ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୧ ହଜାର ୨୦୦ କୋଟି ଟଙ୍କାରେ ନିର୍ମିତ ଉତ୍ତର ପ୍ରଦେଶରେ ଭାରତର ସର୍ବବୃହତ ଅତ୍ୟାଧୁନିକ ଏୟାରପୋର୍ଟ । ବର୍ଷକୁ ୭ କୋଟି ଲୋକଙ୍କୁ ମିଳିବ ଯାତାୟତ ସୁବିଧା । ଜେୱାରକୁ ଦେଶର ସର୍ବବୃହତ ବିମାନ ଚଳାଚଳ କେନ୍ଦ୍ର କରିବା ଲକ୍ଷ୍ୟ...

ବନେଶ୍ବର: ରହୟରେ ଚାଲିଛି ବିଜେପି ଓ ବିଜେଡିର ବାକଯୁଦ୍ଧ। ନେତାମାନେ ଦଳର ନେତୃତ୍ବକୁ ନେଇ ବୟାନବାଜୀ କରୁଥିବାର ଦେଖିବାକୁ ମିଳୁଛି। ଆଜି ଦଳ ବଦଳକୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।ସେ କହିଛନ୍ତି, ବିଜେପିରେ ମିଶିବା ପାଇଁ ବିଜେଡିର ୨୭ ବିଧାୟକ ଆମ ସହ ଯୋଗଯୋଗରେ ଅଛନ୍ତି। ୨୭ ଜଣ ବିଧାୟକ ଆମ...

ନୂଆଦିଲ୍ଲୀ: କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ। ସେ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ୫୦ ରାଜ୍ୟରେ ହେବ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ।ରିପବ୍ଲିକାନ ପ୍ରାର୍ଥୀ...

ଆକ୍ସନ ମୁଡ୍ରେ ଇରାନର ସର୍ବୋଚ୍ଚ ନେତା। ଶନିବାର ଇରାନ ଓ ଏହାର ସହଯୋଗୀଙ୍କ ଉପରେ ହମଲାକୁ ନେଇ ଇସ୍ରାଏଲ ତଥା ଆମେରିକାକୁ କଡ଼ା ଜବାବ ଦେବାକୁ ଧମକ ଦେଇଛନ୍ତି ଅୟାତୁଲ୍ଲା ଅଲୀ ଖାମେନେଇ। ଯେଉଁମାନେ ଇରାନ ଏବଂ ଏହାର ସହଯୋଗୀମାନଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ଜବାବ ଦିଆଯିବ ବୋଲି ଖାମେନି କହିଛନ୍ତି। ଅକ୍ଟୋବର ୨୬ରେ...

ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପାଳଲହଡ଼ା:-▪️କାର୍ଯ୍ୟ କରିଥିଲେ ନବୀନ ସରକାର , ଉଦଘାଟନ କରିବାକୁ ଆସିଥିଲେ ମହୋନ ସରକାର ଙ୍କ ମନ୍ତ୍ରୀ…….▪️ ନ ଥିଲା କୌଣସି ବିଜେଡି ନେତା ଙ୍କ ନାଁ ରାଗିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା…… ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍ଘାଟନ ଫଳକରେ ନାଁ ନଥିବାରୁ ଏହାକୁ ଭାଙ୍ଗି ଦେଇଛନ୍ତି...

ଆଉ ବୁଲ ମାନୁନି ବିଜେଡି ନେତାଙ୍କ ବୟାନ । ଜଣେ ପରେ ଜଣେ ଖୋଲୁଛନ୍ତି ଗୁମର । ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ୍ ଥିବା ବିଜୁ ଜନତା ଦଳର ନେତା ଏବେ ନିଜର ଅସନ୍ତୋଷ ଝାଡ଼ୁଛନ୍ତି। ସଭାମଞ୍ଚ ହେଉ ଅବା ଗଣମାଧ୍ୟମରେ ବୟାନବାଜି କରୁଛନ୍ତି। ୪ ମାସ ପରେ ଦଳୀୟ ନେତାଙ୍କ ଏଭଳି ବୟାନରୁ ଦଳରେ...

ଜିନ୍ଦଲ ଷ୍ଟିଲ କାରଖାନା ବ୍ଲାଷ୍ଟ ଘଟଣାକୁ ନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଛି ଜିଲ୍ଲା ବିଜେଡି ଜନସାଧାରଣ ଙ୍କୁ ଅନ୍ଧାରରେ ନ ରଖି ସ୍ପଷ୍ଟୀକରଣ ପାଇଁ ଦାବି ଅନୁଗୋଳ, 19/10 – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ କାରଖାନା ପରିସରରେ ଫରନେସ୍ ବ୍ଲାଷ୍ଟ ଘଟଣାକୁ ନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଛନ୍ତି...








All rights reserved. Designed by Inter Softech