
ମହାମାୟୀ ଦେବୀଙ୍କ ୫ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଢେଙ୍କାନାଳ, ୨୮/୧: ଢେଙ୍କାନାଳ ସହର ୧୫ନଂ ୱାର୍ଡ, ଆନନ୍ଦବଜାର ରଗଡିସାହିସ୍ଥିତ ମହାମାୟୀ ଦେବୀଙ୍କ ୫ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସଯାତ୍ରା ସ୍ଥାନୀୟ ଭାଗିରଥୀ ସାଗରରୁ ପୂଜାର୍ଚ୍ଚନା କରି ସଂକୀର୍ତନ ମଣ୍ଡଳୀ ଦ୍ଵାରା ଏକଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରଷମାନେ ସହର ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ସ୍ଥାପନ...

ଶ୍ରୀଶ୍ରୀ ରାମେଶ୍ବର ମହାଦେବ ମନ୍ଦିରର ପଞ୍ଚଦଶ ସ୍ଵର୍ଣ୍ଣକ୍ଷତ୍ର ମହୋତ୍ସବ-୨୦୨୬ ଢେଙ୍କାନାଳ, ୨୮/୧: ଢେଙ୍କାନାଳ ରାମକୃଷ୍ଣ ବିହାର ସାନସାଠିଏବାଟିଆ ହାଇସିଂବୋର୍ଡ କଲୋନୀ ଠାରେ ପରମାରାଧ୍ଯ ଶ୍ରୀଶ୍ରୀ ରାମେଶ୍ଵର ମହାଦେବଙ୍କର ଜନ୍ମବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ସକାଳୁ ଗୁରୁପୂଜା, ସୂର୍ଯ୍ୟପୂଜା, ସାଲା ପ୍ରବେଶ, ଅଗ୍ନିସ୍ଥାପନ, ମହାରୁଦ୍ରାଭିଷେକ, ପୂର୍ଣାହୁତି, ମହାଆଳତୀ, ବାଳଭୋଗ ଅର୍ପଣ ଓ ବିଭିନ୍ନ ଭୋଗ ଲାଗି କରାଯାଇଥିଲା...

ସମାଜସେବୀଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ସଭା ଓ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ଯାଜପୁର _ ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ହଳଦୀଡିହ ପଞ୍ଚାୟତର ଫଳପୁର ଠାରେ ଜନ୍ମ ଗ୍ରହଣ କରିଥିବା ବିଶିଷ୍ଟ ସମାଜସେବୀ ଓ ପରୋପକାରୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ସ୍ବର୍ଗତ ବୃନ୍ଦାବନ ଦାସଙ୍କ ଏକାଦଶହ ଉପଲକ୍ଷେ ସ୍କତିଚାରଣ ସଭା ଓ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ...

ଡେଡବଡି ରହସ୍ୟ – ଡିସିପିଙ୍କି ସାମ୍ବାଦିକ ସମ୍ମିଳନୀ କଟକ: ଡେଡ୍ ବଡ଼ି ଖୋଲିଦେଲା ମୃତ୍ୟୁର ରହସ୍ୟ । ବନ୍ଧା ହେଲେ ଦାଦା ପୁତୁରା । କଟକ ନରାଜ ନିକଟ ମହାନଦୀ ରୁ ଗତକାଲି ରାତି 8ଟା ସମୟରେ ଜଣେ ଯୁବକଙ୍କ ମୃତଦେହ ବସ୍ତାରେ ପଶିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଋଷିକେଶ...

କାଜୁ ଗଛରୁ ନିଖୋଜ ମହିଳାଙ୍କ ଗଳିତ ଶବ ଠାବ ବାଲିଗୁଡ଼ା,ତା, ୨୮/୦୧: (ସୁଶୀଳ କୁମାର ପାଣିଗ୍ରାହୀ): ନିଖୋଜ ମହିଳାଙ୍କ ଗଳିତ ଶବ ଠାବ । ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ମୃତ ମହିଳା ଜଣକ ରାୟଗଡ଼ା ଜିଲ୍ଲାର ଡିମିରିଗୁଡ଼ା ଗ୍ରାମର ସମ୍ବରୀ ମାଝୀ ହେଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଗତ ତିନିବର୍ଷ...

ରାଉରକେଲା ବିମାନବନ୍ଦରର ହେବ ସମ୍ପ୍ରସାରଣ ଭୁବନେଶ୍ବର: ଖୁବଶୀଘ୍ର ରାଉରକେଲା ବିମାନବନ୍ଦର ଓ ଷ୍ଟିଲ୍ ପ୍ଲାଣ୍ଟର ହେବ ସମ୍ପ୍ରସାରଣ। ରାଉରକେଲା ଗସ୍ତ ସମୟରେ ଏହି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମ୍ପ୍ରସାରଣ ନେଇ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଥିବା କହିଲେ ମୁଖ୍ୟମନ୍ତ୍ରୀ। ବିମାନବନ୍ଦରକୁ କାଟାଗୋରୀ- ସି କୁ...









All rights reserved. Designed by Inter Softech