
ନୁଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଆମେରିକା ଦାବି କରିଛି, ଇରାନ ଆକ୍ରମଣ କରିବା ପାଇଁ ହର୍ମୁଜ୍ ପ୍ରଣାଳୀ ଆଡକୁ ଚାରୋଟି ଡ୍ରୋନ୍ ପଠାଇଥିଲା। ଆମେରିକୀୟ ସେନା ଡ୍ରୋନ୍ଗୁଡ଼ିକୁ ଗୁଳି କରି ଖସାଇ ଦେଇଥିଲା। ଏହା ପରେ ଆମେରିକା ସେନା ଇରାନର ଦୁଇଟି ଉପକୂଳ ରାଡାର...

ନୁଆଦିଲ୍ଲୀ: ବିସିସିଆଇ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରିଛି, ଏହା ସହିତ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ମଧ୍ୟ ଘୋଷଣା କରିଛି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ପାଇଁ ଆଇପିଏଲ ଷ୍ଟାର 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତର ସିନିୟର ଟି- ୨୦ ଦଳରେ ସ୍ଥାନ ଦିଆଯାଇଛି। ଶ୍ରେୟାସ ଆୟର ଅଧିନାୟକ...

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଘରେ ଭିଜିଲାନ୍ସର ଚଢାଉ । ସ୍ୱତନ୍ତ୍ର ବିଚାରପତି , ଭିଜିଲାନ୍ସ , ଭୁବନେଶ୍ୱରଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ଏସପି , ୫...

ପାଚିଲା ଆମ୍ବ ଖାଇବାକୁ ଗାଁ ରେ ପଶିଲା ହାତୀ ଲୋକେ ଆତଙ୍କିତ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଥମିବାର ନାଁ ଧରୁନି, ଜଙ୍ଗଲି ହାତୀ ଖାଦ୍ୟ ଅନ୍ୱେଷଣ ରେ ବାରମ୍ବାର ବିଭିନ୍ନ ଗ୍ରାମକୁ ପଶି ଆସୁଥିବା ବେଳେ ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହୁଛନ୍ତି।ପାଚିଲା ଆମ୍ବ ଖାଇବାକୁ...

କେନ୍ଦୁଝର ଜିଲ୍ଲା ରୁଗୁଢିଥାନା ଅନ୍ତର୍ଗତରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଯୁବକ ମୃତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରୁଗୁଢ଼ି ଥାନା ଅନ୍ତର୍ଗତ ରେ ହାଇୱା ଧକ୍କାରେ ଯୁବକ ମୃତ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରଗୁଢ଼ୀ ଥାନା ଅନ୍ତର୍ଗତ ରୁଗୁଢ଼ି ଗୁଆଲି ମୁଖ୍ୟ ରାସ୍ତାରେ ଜଣେ ଯୁବକ ଏକ ମୋଟର ସାଇକେଲ ଯୋଗେ ଯାଉଥିବା...

ଦେବଦୂତ ସାଜି ଯୁବକକୁ ମୃତ୍ୟୁ ମୁଖରୁ ଉଦ୍ଧାର କଲେ ଆଞ୍ଚଳିକ ପ୍ରଶାସନିକ ଅଧିକାରୀ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଓ ଅବିଶ୍ୱନୀୟ ଘଟଣା। ଦେବଦୂତ ସାଜି ଯୁବକକୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଛନ୍ତି ଆଞ୍ଚଳିକ ପ୍ରଶାସନିକ ଅଧିକାରୀ ଏବଂ ଏହାର ସୂତ୍ରଧରସାଜିଥିଲେ ବଡ଼ବିଲ ଥାନା ଅଧିକାରୀ...

ନୂଆଦିଲ୍ଲୀ – ପୁଣି ଥରେ ଅନ୍ତର୍ଜାତୀୟ ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନୀ ଚୋରା ଚାଲାଣକାରୀଙ୍କ ଘୃଣ୍ୟ କାର୍ଯ୍ୟକଳାପକୁ ପଣ୍ଡ କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ବିକାନେର ଜିଲ୍ଲାର ଖାଜୁୱାଲା ସେକ୍ଟରରେ ଏକ ମିଳିତ ଅଭିଯାନ ଚଳାଇ କୋଟି କୋଟି ଟଙ୍କାର ହେରୋଇନ୍ ଜବତ କରିଛନ୍ତି। ସୂଚନା ଅନୁଯାୟୀ, ଭାରତ-ପାକିସ୍ତାନ ସୀମା ନିକଟବର୍ତ୍ତୀ KND ଅଞ୍ଚଳ ନିକଟରେ ଏକ ୫ ବିଡି...

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ମଦୁରାଇରେ ୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପବିତ୍ର ନଗରୀ ମଦୁରାଇରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ତାମିଲନାଡୁର ବିକାଶ ଯାତ୍ରାରେ ଏକ ଗର୍ବର ଅଧ୍ୟାୟ। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ପରିବର୍ତ୍ତନ କରିବା,...

ଭାରତର ସବୁ ରାଜ୍ୟକୁ ହାଇ-ଆଲର୍ଟ! । ଗୃହ ମନ୍ତ୍ରଣାଳୟର ଚେତାବନୀ । ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ବଢ଼ିଲା ଉତ୍ତେଜନା, ସଜାଗ ରହିବାକୁ ନିର୍ଦ୍ଦେଶ । ଖାମେନେଇଙ୍କ ମୃତ୍ୟୁକୁ ନେଇ ଭାରତରେ ହାଇ-ଆଲର୍ଟ । ସବୁ ରାଜ୍ୟକୁ କେନ୍ଦ୍ରର ଚେତାବନୀ । ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ...

ନୁଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପରେ ଟିମ ଇଣ୍ଡିଆ ଚମତ୍କାର ବିଜୟ ହାସଲ କରିଛି। ଆଜି ୫ ୱିକେଟରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତୀୟ ଦଳ ବଡ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ଷଷ୍ଠ ଥର ପାଇଁ ଟି-୨୦ ବିଶ୍ଵକପର ସେମିଫାଇନାଲକୁ ଉନ୍ନୀତ...

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ମଧ୍ୟପ୍ରାଚ୍ୟ ବିବାଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାତି ୯:୩୦ରେ ଦିଲ୍ଲୀରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକର ଅଧ୍ୟକ୍ଷତା କରିବେ। ମୋଦୀ ପ୍ରାୟ ରାତି ୯:୩୦ରେ ତାଙ୍କର ଗସ୍ତ ସାରି ଦିଲ୍ଲୀରେ ଅବତରଣ କରିବେ ବୋଲି ଆଶା କରାଯାଉଛି। ବୈଠକରେ...

ଇରାନର ସର୍ବୋଚ୍ଚ ଶାସନ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଭାରତର ବିଭିନ୍ନ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ ଦେଖା ଦେଇଛି। ଖାମେନେଇଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇଛନ୍ତି ପ୍ରତିବାଦକାରୀ। ଉତ୍ତେଜନା ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ଇରାନର...










All rights reserved. Designed by Inter Softech