
ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମତାଳଚେର, ତାଳଚେର, ୦୨/୦୬ ଦେଉଳବେଡ଼ା ଡିସିଆଇ କ୍ଲବ୍ ପରିସରରେ ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଏମ୍ସିଏଲ୍ ଆମ୍ବୁଲାନ୍ସ ଡିଭିଜନର ମିଳିତ ଆନୁକୂଲ୍ୟରେ ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏମ୍ସିଏଲ୍ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଏକ ସାମାଜିକ ସଚେତନତା ଭିତ୍ତାକ ନାଟକ ‘ଅ-ସିଝା ସୁରକ୍ଷା’ ଅତ୍ୟନ୍ତ ଜୀବନ୍ତ...

ମେଧାବୀ ଛାତ୍ର ଓମ୍ ପ୍ରକାଶଙ୍କ ସତିଶ ଧାୱନ ମହାକାଶ କେନ୍ଦ୍ର ପରିଦର୍ଶନତାଳଚେର, ୦୨/୦୬ ତାଳଚେର ବ୍ଲକ୍ସ୍ଥିତ ପଡ଼ିଆଭଙ୍ଗା ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ବେହେରା ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ମହାକାଶ କେନ୍ଦ୍ର ପରିଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି । ଗତ ବର୍ଷ ଟାଟା ଷ୍ଟିଲ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ...

ଏଆଇଟିୟୁସି ଶ୍ରମିକ ସଂଘ ତରଫରୁ ଭାରତୀୟ ଖଣି ଶ୍ରମିକ ମହାସଂଘର ସହ ସଂପାଦକଙ୍କୁ ସମ୍ବର୍ଦ୍ଧନାତାଳଚେର, ୦୩/୦୬ ତାଳଚେର କୋଇଲା ଖଣି ଅଂଚଳର ବିଶିଷ୍ଟ ଶ୍ରମିକ ନେତା ସୁରେନ୍ଦ୍ର କୁମାର ଶର୍ମା ଭାରତୀୟ ଖଣି ଶ୍ରମିକ ମହାସଂଘର ସହ ସଂପାଦକ ଭାବେ ମନୋତୀତ ହେବା ପରେ ତାଳଚେର କୋଲ୍ ମାଇନସ୍ ଏମ୍ପେ୍ଲାଇଜ୍ ୟୁନିଅନ୍ ଏଆଇଟିୟୁସି ପକ୍ଷରୁ ସାଉଥ୍ ବଲଣ୍ଡା...

ତାଳଚେର ବ୍ଳକରେ ହେଉନି ଉନ୍ନୟନ ମୂଳକକାର୍ଯ୍ୟଗାଦି ମାଡ଼ିବସିଛନ୍ତି ବାବୁଭାୟା!ତାଳଚେର, ୦୩/୦୬ ଶିଳ୍ପନଗରୀ ଭଳି ଏକ ତାଳଚେର ଅଂଚଳରେ ବ୍ଲକ କାର୍ଯ୍ୟାଳୟର ଭୂମିକା ଗୁରୁତ୍ୱପୁର୍ଣ୍ଣ ରହିଥିବା ବେଳେ ଆଜକୁ ଦୁଇବର୍ଷ ହେବ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣଭାବେ ଠପ୍ ହୋଇଯାଇଥିବା ସେହି କାର୍ଯ୍ୟାଳୟକୁ ଦେଖିଲେ ସ୍ପଷ୍ଟବାରି ହୋଇଯାଏ । ବ୍ଲକକୁ ୨ବର୍ଷ ହେବ କଂଟିଜେ଼ନ୍ସି ଟଙ୍କା ଆସୁନଥିବାରୁ ବ୍ଲକ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋସିଆଲ ମିଡିଆରେ ଅପପ୍ରଚାରକୁ ନେଇ ଅନୁଗୋଳ ଭାଜପାର ତୀବ୍ର ନିନ୍ଦା ★ଧର୍ମେନ୍ଦ୍ରଙ୍କ ସ୍ୱଚ୍ଛତା ଓ ଦକ୍ଷତା ବିରୋଧୀଙ୍କ ପାଇଁ ଅସହ୍ୟ ।★ ବିରୋଧୀଙ୍କୁ ଅନୁଗୋଳ ଭାଜପାର ଖୋଲା ଚ୍ୟାଲେଞ୍ଜ – ଦମ୍ ଅଛି ତ ଦସ୍ତାବିଜ୍ ଦେଖାଅ★ ଲେଲିନ ମହାନ୍ତି ଓ ସୁଲତା ଦେଓଙ୍କ ବୟାନ ହାସ୍ୟାସ୍ପଦ। ★ ସୋସିଆଲ ମିଡିଆକୁ ମାଧ୍ୟମ...

ରଥଯାତ୍ରା ଭଜନ ସନ୍ଧ୍ୟା କମିଟିର ଦ୍ୱିତୀୟ ପ୍ରସ୍ତୁତି ବୈଠକ |•••••••••••••••••••••••••••••••• ତାଳଚେର ତା ୩ -୦୫-୨୦୨୬, ରିଖ ଅମଲାପଡା ସ୍ଥିତ ସଂସ୍କୃତି ଭବନ ଠାରେ ରଥଯାତ୍ରା ଭଜନ ସନ୍ଧ୍ୟା କମିଟି ର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ ଙ୍କ ପ୍ରତିନିଧି...

ନୁଆଦିଲ୍ଲୀ: ଇଣ୍ଡିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଇମ୍ପାକ୍ଟ ସମିଟ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଓର ଏଆଇ ପାଭିଲିଅନ୍ ପରିଦର୍ଶନ କରିଛନ୍ତି। ସେ ଜିଓ ଦ୍ୱାରା ବିକଶିତ ବିଭିନ୍ନ ଏଆଇ ଆଧାରିତ ମଡେଲ୍ ଏବଂ ସମାଧାନ ବିଷୟରେ ଅବଗତ ହୋଇଥିଲେ। ପ୍ରଧାନମନ୍ତ୍ରୀ ଜିଓ ଇଣ୍ଟେଲିଜେନ୍ସ, ଜିଓ ସଂସ୍କୃତି ଏଆଇ, ଜିଓ ଆରୋଗ୍ୟ ଏଆଇ, ଜିଓ ଶିକ୍ଷା ଏବଂ ଜିଓ...

ଭାରତରେ ଫ୍ରାନ୍ସ ରାଷ୍ଟ୍ରପତି । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ତିନି ଦିନିଆ ଗସ୍ତରେ ଭାରତରେ ଆସି ପହଁଚିଛନ୍ତି । ସେ ସୋମବାର ବିଳମ୍ବିତ ରାତ୍ରରେ ମୁମ୍ବାଇ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ଏହା ତାଙ୍କର ୨୦୧୭ ପରଠୁ ଚତୁର୍ଥ ଭାରତ ଗସ୍ତ । ମାକ୍ରୋନ୍ ଏବଂ ତାଙ୍କ ପତ୍ନୀ ବ୍ରିଜିଟି ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇବା ପରେ...

ଆଜି ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଉତ୍ତରାଧିକାରୀ ତାରିକ ରହମାନ ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଗତ ସପ୍ତାହରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତାଙ୍କ ଦଳ ବିପୁଳ ବିଜୟ ହାସଲ କରିବା ପରେ...

ନମସ୍କାର, ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକଙ୍କୁ ସ୍ଵାଗତ। ୨୦୨୬ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣକୁ ନେଇ ପ୍ରସ୍ତୁତ ଏହି ବିଶେଷ ରିପୋର୍ଟ: ୨୦୨୬ର ପ୍ରଥମ ସୂର୍ଯ୍ୟଗ୍ରହଣ: ଜାଣନ୍ତୁ ସମୟ, ସୂତକ ଏବଂ ପ୍ରଭାବ ନୂଆଦିଲ୍ଲୀ/ଭୁବନେଶ୍ୱର: ମହାକାଶ ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ୨୦୨୬ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଚଳିତ ବର୍ଷର ଏହି ପ୍ରଥମ...

ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ । କୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି, କିନ୍ତୁ ଏକ ସର୍ତ୍ତ ସହିତ। ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ସମୟ ଦେଇଥିଲେ। ଏହି ସମୟ ମଧ୍ୟରେ ରାଜପାଲ କୋର୍ଟରେ...

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ଉଦ୍ଘାଟନ କରିବେ। ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଆୟୋଜନ ଫେବୃଆରୀ ୧୬ ରୁ ୨୦ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍ରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖରର ସମ୍ମିଳନୀ ସହିତ ଅନୁଷ୍ଠିତ ହେବ। ଏହି ଏକ୍ସପୋ ଏଆଇର ବ୍ୟବହାରିକ...









All rights reserved. Designed by Inter Softech