ଆଜିର ରାଶିଫଳ (୭ ଜୁନ୍, ୨୦୨୬) – ଜାଗ୍ରତ ଭାରତ ନ୍ୟୂଜ୍ ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ଜାଣିନିଅନ୍ତୁ ରାଶିଫଳ ମାଧ୍ୟମରେ: ମେଷ ରାଶି ବୃଷ ରାଶି ମିଥୁନ ରାଶି କର୍କଟ ରାଶି ସିଂହ ରାଶି କନ୍ୟା ରାଶି ତୁଳା ରାଶି ବିଛା ରାଶି ଧନୁ ରାଶି ମକର ରାଶି କୁମ୍ଭ ରାଶି ମୀନ ରାଶି
ଆଜିର ରାଶିଫଳ (୭ ଜୁନ୍, ୨୦୨୬) – ଜାଗ୍ରତ ଭାରତ ନ୍ୟୂଜ୍ ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ଜାଣିନିଅନ୍ତୁ ରାଶିଫଳ ମାଧ୍ୟମରେ: ମେଷ ରାଶି ବୃଷ ରାଶି ମିଥୁନ ରାଶି କର୍କଟ ରାଶି ସିଂହ ରାଶି କନ୍ୟା ରାଶି ତୁଳା ରାଶି ବିଛା ରାଶି ଧନୁ ରାଶି ମକର ରାଶି କୁମ୍ଭ ରାଶି ମୀନ ରାଶି
ବୃ୍ଷରୋପଣ କରି ବିଶ୍ବ ପରିବେଶ ଦିବସ ପାଳିଲେ ସମାଜସେବୀ ବିଭୂତି ସାହୁ ତାଳଚେର,୫/୬: ବଢୁଥିବା ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ କ୍ଷୟ ମଧ୍ୟରେ ପରିବେଶ ସୁରକ୍ଷା ଆଜି ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ତେଣୁ ବ୍ୟାପକ ବୃକ୍ଷରୋପଣ ଆଜିର ସମୟରେ ଜରୁରୀ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଜୁନ ୫ ତାରିଖ ବିଶ୍ଵ ପରିବେଶ ଦିବସ ଅବସରରେ ତାଳଚେର ଷ୍ଟେସନ ସ୍ଥିତ ତାଳେଶ୍ୱର ଶିବ ମନ୍ଦିର ଠାରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ଯକ୍ରମ ବିଜେପି ଯୁବ ନେତା ତଥା ସମାଜସେବୀ ବିଭୂତି ସାହୁଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଖଣି ଖାଦାନ ଭରା ତାଳଚେର ଅଂଚଳରେ ପରିବେଶ ପ୍ରଦୂଷଣ ଦିନକୁ...
ଆଜି ଶନିବାର, ୬ ଜୁନ୍ ୨୦୨୬। ‘ଜାଗ୍ରତ ଭାରତ ନ୍ୟୂଜ୍’ ପାଇଁ ବାରୋଟି ରାଶିର ସମ୍ପୂର୍ଣ୍ଣ ରାଶିଫଳ ନିମ୍ନରେ ପ୍ରଦାନ କରାଗଲା: ମେଷ (Aries) ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବାର ସମ୍ଭାବନା ଅଛି। ବୃଷ (Taurus) ଆର୍ଥିକ କ୍ଷେତ୍ରରେ ସ୍ଥିରତା ଆସିବ। ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ଆଜି ସମ୍ପନ୍ନ ହୋଇପାରେ। ପରିବାର ସହ ସମୟ କଟାଇବାର ସୁଯୋଗ ମିଳିବ। ମିଥୁନ (Gemini) ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ମାନସିକ ଦ୍ୱନ୍ଦ୍ୱ ଦୂର ହେବ। ମିତ୍ରଙ୍କ ସହଯୋଗ ମିଳିବ। କର୍କଟ (Cancer) ଆଜି...
ରୁଙ୍ଗଟା କମ୍ପାନୀ ଡ୍ରିଲିଙ୍ଗ ଗାଡି କୁ ବିରୋଧ ସହ କମ୍ପାନୀ ର ସହଯୋଗୀ ଙ୍କ ନାମରେ ଥାନା ରେ ଏତଲା ଦେଲେ ଗ୍ରାମବାସୀ କିଛି ଦିନ ହେବ ରୁଙ୍ଗଟା ପ୍ରାଇଭେଟ୍ କମ୍ପାନୀ ର ଡ୍ରିଲିଙ୍ଗ ଗାଡି ବାରମ୍ବାର କିଛି କୁଚକ୍ରୀ ଲୋକଙ୍କ ସହଯୋଗ ରେ ପଂଚାୟତ ଭିତରପଶିବାକୁ ଚେଷ୍ଟା କରୁଛି। ଯାହାକୁ ନେଇ ପଂଚାୟତ ବାସୀ ଏହାକୁ ବାରମ୍ବାର ତିବ୍ର ବିରୋଧ କରି ଆସିଛନ୍ତି। ଆଜି ତା ୦୫.୦୬.୨୦୨୬ ରିଖ ଶୁକ୍ରବାର ଦିନ ଦିନ ସାଢ଼େ ୨ଟା ସମୟରେ ପୁଣି ରୁଙ୍ଗଟା କମ୍ପାନୀ ର ଡ୍ରିଲିଂ ଗାଡ଼ି କିଛି ଲୋକ ଙ୍କ ସହଯୋଗ ରେ ଜୋର୍ ଜବର୍ଦସ୍ତ୍ ଆସି ପଂଚାୟତ ଭିତରେ...
ତାଳଚେର ପୌରାଞ୍ଚଳ ର ବିଭିନ୍ନ ସମସ୍ୟା ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି ତାଳଚେର :ତା 5/6/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କିଛିଦିନ ପୂର୍ବେ ତାଳଚେର ଗସ୍ତ କରି ପୌରାଞ୍ଚଳ ର କାର୍ଯ୍ୟକର୍ତା ର ଆପତ୍ତି ଅଭିଯୋଗ ଶୁଣିଥିଲେ |ସାଂସଦ ଶ୍ରୀ ପାଣି ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ବାସଭବନ ରେ ପହଂଚିଥିଲେ| ସେଠାରେ ପୌର ପରିଷଦ ର 21 ନମ୍ବର ୱାର୍ଡ କାଉନ ସିଲର ଅନିତା ବିଶ୍ୱାଳ ତାଙ୍କ ୱାର୍ଡ ର ବହୁ ସମସ୍ୟା ଉପରେ ସାଂସଦ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ |ସେହିପରି 8 ନମ୍ବର ୱାର୍ଡ କାଉନ ସିଲର ସନ୍ତୋଷ ବେହେରା...
ଜିନ୍ଦଲ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ-୨୦୨୬ ପାଳିତ ଅନୁଗୋଳ: ୫ ଜୁନ ୨୦୨୬: ଜିନ୍ଦଲ ଷ୍ଟିଲ ଅନୁଗୋଳ ସ୍ଥିତ ଜିନ୍ଦଲ ନଗରରେ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ଏବଂ ପରିବେଶଗତ ସ୍ଥିରତା ପାଇଁ ଗୋଟିଏ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । “ପ୍ରକୃତି ଦ୍ୱାରା ଅନୁପ୍ରାଣିତ । ଜଳବାୟୁ ପାଇଁ । ଆମ ଭବିଷ୍ୟତ ପାଇଁ “। ଏହି ବିଷୟବସ୍ତୁରେ ଅନୁପ୍ରାଣିତ ହୋଇ ଜିନ୍ଦଲ ଷ୍ଟିଲର କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ପରିବେଶଗତ ଜାଗରଣ ସୃଷ୍ଟି କରାଯାଇଥିଲା...
ଜିଲ୍ଲା ସ୍ତରୀୟ ବାଲ୍ୟବିବାହ ମୁକ୍ତ କର୍ମଶାଳା ଅନୁଷ୍ଠିତ ଅନୁଗୋଳ, ୦୫.୦୬ : ୨୦୩୦ ମସିହା ସୁଦ୍ଧା ଅନୁଗୋଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଏକ ବୃହତ ରଣନୀତି ପ୍ରସ୍ତୁତ ହୋଇଛି। ଏହି ଲକ୍ଷ୍ୟ ହାସଲ ନିମନ୍ତେ ଅନୁଗୋଳ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ (UNICEF) ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ‘ବ୍ଲାକ୍ ଡାଇମଣ୍ଡ’ଠାରେ ଏକ ଜିଲ୍ଲା ସ୍ତରୀୟ ରଣନୀତିମୂଳକ କାର୍ଯ୍ୟଯୋଜନା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ କିଶୋରୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରତ୍ୟେକ...
ଅନୁଗୋଳ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ 2026 ପାଳନ ଅନୁଗୋଳ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ 2026 ପାଳନ ଅନୁଗୋଳ ବନ ବିଭାଗର ସମସ୍ତ ରେଞ୍ଜରେ ବିଶ୍ୱ ପରିବେଶ ଦିବସ 2026 ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଥିଲା। ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ଜୀବନଯାପନକୁ ପ୍ରୋତ୍ସାହିତ କରିବା ପାଇଁ ବନ ଅଧିକାରୀ, ଆଗଧାଡ଼ିର କର୍ମଚାରୀ, ଛାତ୍ର ଏବଂ ସ୍ଥାନୀୟ ସମ୍ପ୍ରଦାୟ ହାତ ମିଳାଇଥିଲେ। ବୃକ୍ଷରୋପଣ ଅଭିଯାନ, ସଚେତନତା କାର୍ଯ୍ୟକ୍ରମ ଏବଂ ସ୍ୱଚ୍ଛତା ଅଭିଯାନ ଜଙ୍ଗଲ ଏବଂ ଜୈବ ବିବିଧତା ସୁରକ୍ଷାର ଗୁରୁତ୍ୱକୁ ଆଲୋକପାତ କରିଥିଲା। ଏକାଠି, ଆମେ ଆଗାମୀ ପିଢ଼ି ପାଇଁ ଏକ ସବୁଜ,...
ଜାଗ୍ରତ ଭାରତ ନ୍ୟୂଜ୍ ର ଅଷ୍ଟମ ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳିତ ଅନୁଗୋଳ,୦୫/୦୬/୨୦୨୬ – ଜାଗ୍ରତ ଭାରତ ନ୍ୟୂଜ୍ ପରିବାର ପକ୍ଷରୁ ଆଜି ଜାଗ୍ରତ ଭାରତ ନ୍ୟୂଜ୍ ତାର ଅଷ୍ଟମ ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳନ କରିଛି। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଆଶା ଟକିଜ୍ ପରିସରରେ ଆଶା କଲ୍ୟାଣ ମଣ୍ଡପ ଠାରେ ଜାଗ୍ରତ ଭାରତ ନ୍ୟୂଜ୍ ତାର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ଅବସରରେ ସଂପାଦକ ପ୍ରକାଶକ ସୁଶୀଲ କୁମାର ଆଇଚ ଜାଗ୍ରତ ଭାରତ ନ୍ୟୁଜ୍ ର ଆଭିମୁଖ୍ୟ ଓ ଅଷ୍ଟମ ବର୍ଷର ପଦାର୍ପଣ ଅବସରରେ କିପରି ଭାବରେ କେଉଁ...
ଆଜିର ରାଶିଫଳ (୫ ଜୁନ୍ ୨୦୨୬, ଶୁକ୍ରବାର) ଜାଗ୍ରତ ଭାରତ ନ୍ୟୂଜ୍ ପାଠକବୃନ୍ଦଙ୍କ ପାଇଁ ଆଜିର ଦିନଟି କିପରି ରହିବ, ଆସନ୍ତୁ ଜାଣିବା: ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ ମକର କୁମ୍ଭ ମୀନ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-18-scaled.jpg)



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-18-scaled.jpg)

All rights reserved. Designed by Inter Softech