ଭାରତୀୟ ଜନତା ପାର୍ଟିର ଅନୁଗୁଳ ଜିଲ୍ଲା ST ମୋର୍ଚ୍ଚା ସଭାପତି ଭାବେ ଅଜିତ୍ କୁମାର ଭୋଇଙ୍କୁ ଗୁରୁଦାୟିତ୍ୱ ଅନୁଗୁଳ: ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଜିତ୍ କୁମାର ଭୋଇଙ୍କୁ ଅନୁଗୁଳ ଜିଲ୍ଲା ଅନୁସୂଚିତ ଜନଜାତି (ST) ମୋର୍ଚ୍ଚାର ସଭାପତି ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଦଳର ଏହି ନିଷ୍ପତ୍ତିକୁ ଅନୁଗୁଳ ଜିଲ୍ଲାର ଜନଜାତି ସମ୍ପ୍ରଦାୟ ଏବଂ ଦଳୀୟ କର୍ମୀମାନଙ୍କ ମଧ୍ୟରେ ସ୍ୱାଗତ କରାଯାଇଛି।ଦୀର୍ଘ ଦିନ ଧରି ଦଳୀୟ ସଂଗଠନକୁ ସୁଦୃଢ଼ କରିବା, ଜନଜାତି ସମାଜର ବିଭିନ୍ନ ସମସ୍ୟା ଉପରେ ସ୍ୱର ଉତ୍ତୋଳନ କରିବା ସହ ସାମାଜିକ ଓ ସଂଗଠନିକ କାର୍ଯ୍ୟକଳାପରେ ସକ୍ରିୟ ଭୂମିକା ନିଭାଇ ଆସୁଥିବା ଅଜିତ୍ କୁମାର ଭୋଇଙ୍କୁ ଏହି...






