ଫୁଣ୍ଡା ଗ୍ରାମର ଆସହାୟ ବିଧବା ବୃଦ୍ଧା ଉକିଆ କୁ କେବେ ମିଲିବ ଭତ୍ତା ଓ ରାସନ କାର୍ଡ ଚାଉଳ, ଗୋଲାମୁଣ୍ଡା/୧୮/୨/୨୬/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିରୀହ ଅସହାୟ ଅବସ୍ଥାରେ ଗତି କରୁଥିବା ଲୋକଙ୍କ ପ୍ରତି ସରକାରଙ୍କ ଯୋଜନା ରହିଛି ହେଲେ ସେହି ଯୋଜନାରେ ବାଦ ପଡ଼ିଛି ଏକ ଅସହାୟ ବିଧବା ବୃଦ୍ଧା ମହିଳା, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ଗ୍ରାମ ପଞ୍ଚାୟତର ଉକୀଆ ବାଗ, ସ୍ଵର୍ଗତ ସ୍ବାମୀ ଗଣା ଦୀପ ବାଗ, ବୟସ (୭୨) ଅଟେ, ତାଙ୍କର ଭୋଟର କାର୍ଡ କ୍ରମିକ ସଂଖ୍ୟା ୪୯୮ଓ UKD, ୧୮୦୧୦୮୩,ରହିଛି , ହେଲେ ଦୁର୍ଭାଗ୍ୟ...






