ଆମ୍ବେଦକର ଭୁବନରେ UGC ବିଲ ସପକ୍ଷରେ ବହୁଜନ ସଂଗଠନ ମାନଙ୍କର ପ୍ରସ୍ତୁତି ବୈଠକ ଭବାନୀ ପାଟଣା/୮/୨/୨୬)କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ଆମ୍ବେଦ କର ଭୁବନରେ ଆଜି AOSCF ସଭାପତି ବୃନ୍ଦାବନ ନାଗ ଙ୍କ ନେତୃତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ସୋଇଥିଲା, ଏହାର ଆଭିମୁଖ୍ୟ ଯେ ବିଦ୍ୟାଳୟ ମାନଙ୍କରେ ଜାତି ଧର୍ମ ଉର୍ଦ୍ଧ୍ଵରେ ଭାଇ ଚାରା ରଖି ସମାନତା ଭାବରେ ଛାତ୍ରଛାତ୍ରୀ ମାନେ ସୁସ୍ଥ ମସ୍ତିଷ୍କରେ ଅଧ୍ୟୟନ କରିବା ପାଇଁ କେନ୍ଦ୍ର ସରକାର UGC ବିଲ ଆଣିଛନ୍ତି,,ଏହି ବିଳକୁ କିଛି ଜାତିବାଦୀ ମାନସିକତାର ବ୍ୟକ୍ତି ମାନେ ବିରୋଧ କରୁଛନ୍ତି,,ଏହି ବିଲ ସପକ୍ଷରେ ଆଜି କଳାହାଣ୍ଡି ଜିଲ୍ଲାରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ...






