ରେଙ୍ଗସା ପାଲି ଗ୍ରାମପଞ୍ଚାୟତ ଦୁର୍ନୀତିର ଗନ୍ତାଘର, ସ୍ତ୍ରୀ ସରପଞ୍ଚ ସ୍ୱାମୀ ଠିକାଦାର କଳାହାଣ୍ଡ ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସା ପାଲି ଗ୍ରାମପଞ୍ଚାୟତ ଦୁର୍ନୀତିର ଗନ୍ତାଘର ପାଇଟିଛି,ପଞ୍ଚାୟତର ବିକାଶ ନିମନ୍ତେ ସରକାରଙ୍କ ଦ୍ଵାରା ବହୁ ଅର୍ଥ ପ୍ରଦାନ କରାଯାଉଛି। ଭାତହାଣ୍ଡି ରୁ ଗୋଟାଏ ଭାତ ଚିପଲେ ଜଣାପଡ଼େ ଯେପରି ଏହି ରେଙ୍ଗସା ପାଳି ପଞ୍ଚାୟତରେ କିପରି ସରକାରୀ ଅର୍ଥକୁ ବାଟ ମାରଣା କରାଯାଉଛି ଗୋଟିଏ କାମରୁ ଜଣା ପଡିଛି ସରକାରୀ ଅର୍ଥ କିପରି ବାଟମାରଣା କରାଯାଉଛି। ଏ ସଂପର୍କରେ ଖବର ସଂଗ୍ରହ କରିବାରୁ ଜଣାଯାଏ ଯେ ଏହି ପଞ୍ଚାୟ ପଦବୀ ମହିଳାଙ୍କ ପାଇଁ ଅଟେ ବର୍ତ୍ତମାନ ମଧ୍ୟ ଜଣେ ମହିଳା ଯାହାଙ୍କର...






