
*( ଜଗତସିଂହପୁର ବ୍ଲକ ଏକ ନମ୍ବର ଜୋନରେ ବିଜୁ ଜନତାଦଳ ର ଯୁବ କର୍ମଶାଳା ଅନୁଷ୍ଠିତ*) ଜଗତସିଂହପୁର ତା =13/8/23 ଜଗତସିଂହପୁର ବ୍ଲକ୍ ଜ଼ିଲ୍ଲା ପରିଷଦ ଏକ ନମ୍ବର ଜୋନ ପାଟେଣୀଗାଁ ପଞ୍ଚାୟତ ଧୁଳେଶ୍ୱର ମହାଦେବଙ୍କ ପ୍ରାଙ୍ଗଣ ରେ ବିଜୁ ଜନତା ଦଳ ପକ୍ଷରୁ ଯୁବ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜଗତସିଂହପୁର ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ | ସାମ୍ନାନୀତ ଅତିଥି ଭାବେ କଣ୍ଟିଲୋ ପଞ୍ଚାୟତ ର ପୂର୍ବତନ ସରପଞ୍ଚ...















