
(ପ୍ରସନ୍ନପୂର ଗ୍ରାମରେ ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ କୁ ନେଇ ବିରୋଧି -ଶାସକ ମୁହାଁମୁହିଁ ) ଜଗତସିଂହପୁର ତା =31/3/23 ବାଲିକୁଦା ବ୍ଲକ ରାହଣ ପଞ୍ଚାୟତ ସ୍ଥିତ ପ୍ରସନ୍ନପୁର ଠାରେ ଥିବା ଗ୍ରାମ୍ୟ ପୋଖରୀ ର ପଙ୍କ ପୁନଃଉଦ୍ଧାର କାର୍ଯ୍ୟ ସମିତି ସଭ୍ୟ ପ୍ରତିନିଧି ଙ୍କ ତତ୍ଵାବଧାନରେ ଚାଲିଛି | ଏହି ପୁନଃ ଉଦ୍ଧାର କାର୍ଯ୍ୟ କୁ ନେଇ ବିରୋଧ ଏବଂ ଶାସକ ଦଳ ର ନେତୃବୃନ୍ଦ ମୁହାଁମୁହିଁ ହୋଇଛନ୍ତି | ଯେଉଁଥି ପାଇଁ ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି | ବିରୋଧି ପ୍ରକୁତ ପକ୍ଷେ କେଉଁ ଯୋଜନା ରେ କାର୍ଯ୍ୟ କରାଯାଉଛି |କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସୂଚନା ଫଳକ...















