
( ଜ଼ିଲ୍ଲା ଜଜ କୋର୍ଟ ପରିସରରେ ନବନିର୍ବାଚିତ ଆଇନୀଜୀବି ଙ୍କ ଶପଥ ଗ୍ରହଣ ଉଛବ ଅନୁଷ୍ଠିତ ) ଜଗତସିଂହପୁର ତା =5/4/23 ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ କର୍ମକର୍ତାମାନଙ୍କର ଶପଥ ଗ୍ରହଣ ଉତ୍ସଵ ଜିଲ୍ଲା ଜର୍ଜ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଓ ଦୌରାଜର୍ଜ ଅନୁପ କୁମାର ଚନ୍ଦନ ଯୋଗଦେଇଥିବା ବେଳେ ଜିଲ୍ଲାର ବହୁ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ । ନିର୍ବାଚନ ଅଧିକାରୀ କୃଷ୍ଣ ଚନ୍ଦ୍ର ଭୂୟାଁ ଏହି ଉତ୍ସବ ପରିଚାଳନା କରିଥିଲେ । ଓକିଲ ସଂଘର ଶପଥ ଗ୍ରହଣ ଉତ୍ସବରେ ନୂତନ ନବନିର୍ବାଚିତ ସଭାପତି ଭାବେ...















