କେନ୍ଦୁଝର ଜିଲ୍ଲାର ଚମ୍ପୁଆ ପୋଲିସ ପକ୍ଷରୁ ଏନକାଉଣ୍ଟର କେନ୍ଦୁଝର ଜିଲ୍ଲାରେ ପୋଲିସ ପକ୍ଷରୁ ଏନକାଉଣ୍ଟର । କେଉଁଝର ଏବଂ ମୟୂରଭଞ୍ଜ ଅଞ୍ଚଳରେ ରେ ୩୦ ରୁ ଅଧିକ ଚୋରି ମାମଲାରେ ଜଡିତ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ (ଝାଡ଼ଖଣ୍ଡ) କୁ ଏନକାଉଣ୍ଟର କରିଛି ଚମ୍ପୁଆ ପୋଲିସ। ଅଭିଯୁକ୍ତ ଆଜି ସକାଳ ପ୍ରାୟ ୫ଟା ସମୟରେ ପତଳା ଜଙ୍ଗଲ ନିକଟରେ ପୋଲିସ ଦଳ ଉପରେ ୨ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ ବେଳେ ଏନକାଉଣ୍ଟର କରିଛି ଚମ୍ପୁଆ ପୋଲିସ।ବିଭିନ୍ନ ସ୍ଥାନରୁ ଚୋରୀ ପରେ ଚୋରୀ ସାମଗ୍ରୀ ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲ ରେ ଲୁଚାଇ ରଖିଥିଲା ନାଫିସ। ଗିରଫ ପରେ...



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-08-24_07-28-24-453.jpg)


