ଖଣି ବିଭାଗର ଚଢାଉ ପାଖାପାଖି ପାଞ୍ଚକୋଟିରୁ ଉର୍ଦ୍ଧ୍ବ ଟଙ୍କାର ଖଣିଜ ପଦାର୍ଥ ଜବତ୍। କେନ୍ଦୁଝର ଜିଲ୍ଲାରେ ଖଣି ବିଭାଗର ଚଢାଉ କୋଟି କୋଟି ଟଙ୍କାର ଚୋରା ଖଣିଜ ପଦାର୍ଥ ଜବତ୍। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳରେ ଖଣି ବିଭାଗର ଚଢାଉ । ୫କୋଟିରୁ ଉର୍ଧ୍ଵ ଟଙ୍କାର ଚୋରା ଲୁହାପଥର ଜବତ । ଯୋଡ଼ା ଖଣି ଵିଭାଗର ୭ଜଣିଆ ପ୍ରତିନିଧି ଦଳ ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ ରେଳ ସାଇଡିଙ୍ଗ୍ ନିକଟରେ ଚଢ଼ାଉ କରି ଗଚ୍ଛିତଥିବା ୫କୋଟିରୁ ଉର୍ଧ୍ଵ ଟଙ୍କାର ଚୋରା ଲୁହାପଥର ଜବତ କରିଛି ଖଣି ଵିଭାଗ । କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଖଣି ବିଭାଗର ୭ଜଣିଆ...



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-20-scaled.jpg)


