ଖଣି ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ। ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ।କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଚଡକମରା ଠାରେ ରହିଥିବା ଏକ ଖଣିର ପରିତ୍ୟକ୍ତ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା l ଯୋଡ଼ାବ୍ଳକ ବାମେବାରୀ ଥାନା ଚଡ଼କମରା ଠାରେ ରହିଥିବା ମାଙ୍ଗାନିଜ ଖଣିରୁ କମ୍ପାନୀ କତୃପକ୍ଷ ମାଙ୍ଗାନିଜ ନେବାପରେ ଉକ୍ତ ଖାଲକୁ କତୃପକ୍ଷ ସମତୁଲ ନକରି ସେହିପରି ଛାଡି ଦେଇଥିବାରୁ ସେଠାରେ ପାଣି ଜମିରହିଥିଲା l ସେହି ପରିତ୍ୟକ୍ତ ଖାଲରେ ପାଣି ଜମି ରହିଥିବାରୁ ଉକ୍ତ ଖଣି ଅଞ୍ଚଳକୁ ଚଡ଼କମରା ଗ୍ରାମର ମାନସିଂ ମୁଣ୍ଡା ଗତକାଲି ସଂଧ୍ୟାରେ ଶୌଚ କରିବା ପାଇଁ...






