
ବାଲେଶ୍ଵର ଟ୍ରେନ ଟ୍ରାଜେଡି କୁ ନେଇ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଶୋକ ସଭା ବ୍ରହ୍ମପୁର – ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଘଟି ଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣା କୁ ନେଇ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଶୋକ ସଭା ଅନୁଷ୍ଠିତ। ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ଛକ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ତଳେ କ୍ୟାଣ୍ଡେଲ ଜାଲି ୨ ମିନଟ ନୀରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଉଦ୍ଧାର ସମୟରେ ସ୍ଥାନୀୟ ସାମ୍ବାଦିକ ଓ ଜନସାଧାରଣ ଭୂମିକାକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ। ସେହିପରି ଉକ୍ତ ଦୁର୍ଘଟଣା ସମୟରେ ବାଲେଶ୍ଵର ରେ ଯେଉଁଭଳି ଭାବେ ରକ୍ତର ଅଭାବ କୁ...















