
ନୁଆଦିଲ୍ଲୀ : କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ଏବଂ ଯୁବ ବ୍ୟାପାର ଏବଂ କ୍ରୀଡାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଦିଲ୍ଲୀର ବାସେଇଦାରପୁର ସ୍ଥିତ ଇଏସଆଇସି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୪୦ ବର୍ଷ ଏବଂ ଅଧିକ ବୟସର ସମସ୍ତ ଶ୍ରମିକଙ୍କ ପାଇଁ ଏକ ଦେଶବ୍ୟାପୀ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦେଶର କର୍ମଶକ୍ତି...

ସମାଧାନ ସମାରୋହ-୨୦୨୬ରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ । ଅନୁଗୋଳ,ତା.୦୭.୦୫:- ସହଭାଗୀ ନ୍ୟାୟ ଏବଂ ଲୋକଙ୍କ ନିକଟରେ ନ୍ୟାୟିକ ସେବା ପରିକଳ୍ପନାକୁ ଆଗକୁ ବଢାଇବା ପାଇଁ ଦେଶବ୍ୟାପି ମଧ୍ୟସ୍ଥତା ଭିଭିକ ବିଚାର ଏବଂ ବିବାଦର ସଦଭାବନାପୂର୍ଣ୍ଣ । ସମାଧାନ ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ୨୧,୨୨ ଏବଂ ୨୩ ଅଗଷ୍ଟ ୨୦୨୬ ରେ ଏକ ବିଶେଷ ଲୋକ...

ଜାତୀୟରାଜପଥ ୫୨୦ରେ ପୁଣି ଗଡିଲା ମୁଣ୍ଡ, ହାଇୱା ଧକ୍କାରେ ଚାଲିଗଲା ଦୁଇଜଣଙ୍କ ଜୀବନ। ଜାତୀୟ ରାଜପଥ ୫୨୦ରେ ପୁଣି ଗଡିଲା ମୁଣ୍ଡ, ଅଜଣା ହାଇୱା ଗାଡ଼ି ଧକ୍କାରେ ଚାଲିଗଲା ଦୁଇଜଣଙ୍କ ଜୀବନ। କେନ୍ଦୁଝର ଜିଲ୍ଲାପାଇଁ ଲାଇନ୍ ବୋଲାଉଥିବା ୫୨୦ନମ୍ବର୍ ଜାତୀୟ ରାଜପଥ ଅଞ୍ଚଳ ବାସିନ୍ଦା ମାନଙ୍କ ପାଇଁ ସାଜିଛି ଡେଡ୍ ଲାଇନ୍ ଓ ଅଞ୍ଚଳ ବାସିନ୍ଦା ମାନଙ୍କ...

ରାଜ୍ୟ ରେ ଆଗକୁ ବନ୍ଦ ହେବ ଭୂ-ଦାନ ଆଇନ । ରାଜ୍ୟରେ ହଟିବ ଜମିଦାରୀ ପ୍ରଥା । ଜମିଦାରୀ ଉଛେଦ ଆଇନ ୬୦ ଦଶକରେ ଆରମ୍ଭ ହୋଇଥିଲା । ଜମିଦାରୀ ପ୍ରଥା ଉଠିଲେ ବି ସରକାରଙ୍କ ପାଖରେ ରହିବ ତଥ୍ୟ। ସାଲାମୀ ପ୍ରଦାନ କରିବେ । ସବୁ ଗଡ଼ ଜାତ ଅଂଚଳରେ ଏଭଳି କେଶ ପଡ଼ିକି ଅଛି...

କଟକ: ଭିଜିଲାନ୍ସ ବଡ଼ ଚଢାଉ। ଜବତ ହୋଇଛି ବହୁ ମୂଲ୍ୟବାନ କାଠ। କଟକ ଭିଜିଲାନ୍ସ ଓ ବନ ବିଭାଗ ମିଳିତ ଚଢାଉ କରି କଟକ ବନଖଣ୍ଡ ଟାଙ୍ଗୀ ସଫା ଗ୍ରାମରୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ୍ କରିଛନ୍ତି। ସୂଚନା ମୁତାବକ, ଲକ୍ଷାଧିକ ଟଙ୍କାର କାଠ ଗ୍ରାମ ନିକଟରେ ଗଚ୍ଛିତ ଥିବା ଖବର ପାଇ ଚଢାଉ କରାଯାଇଥିଲା।...

ନୁଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ଚୁକ୍ତିନାମା ହୋଇଥିବା ଖବର ଆସିଛି । ରିପୋର୍ଟ ଅନୁଯାୟୀ, ଉଭୟ ଦେଶ ଆମେରିକୀୟ ନୌସେନା ଅବରୋଧକୁ କମ କରିବାକୁ ଏବଂ ପ୍ରତିବଦଳରେ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ‘ହର୍ମୁଜ୍ ପ୍ରଣାଳୀ’କୁ ପର୍ଯ୍ୟାୟକ୍ରମେ ପୁଣି ଖୋଲିବାକୁ ରାଜି ହୋଇଛନ୍ତି । ଆରବୀ ଗଣମାଧ୍ୟମ ରିପୋର୍ଟ...

ଭୂବନେଶ୍ୱର, ୨୭/୦୭ : ଦିଲ୍ଲୀରେ ୧୭ ଜଣ ସାଂସଦଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସଂସଦ ରତ୍ନ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ୪ ଜଣ ସାଂସଦଙ୍କୁ ସ୍ୱତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଛି । ସଂସଦ ରତ୍ନ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଗୋରଖପୁର ରବି କିଶନ, ଏନସିପି ଶରଦଙ୍କ...

ମନ୍ କି ବାତ୍ରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ସଚେତନ କରୁଥିବାରୁ ପ୍ରଶଂସା କଲେ ।’କେନ୍ଦୁଝର ଜିଲ୍ଲାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ଅଛି’ । ଏହି ଦଳ ଭକ୍ତି ସହ ପରିବେଶ ସୁରକ୍ଷା ବାବଦରେ ବି ସଚେତନ କରେ । ଗାଁ ଗାଁ ବୁଲି ପାରମ୍ପାରିକ ଗୀତରେ ନୂଆ...

ମାଞ୍ଚେଷ୍ଟର ଟେଷ୍ଟରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୬୬୯ ରନ କରି ଅଲଆଉଟ ହୋଇଯାଇଛି । ଏହା ସହିତ ଇଂଲଣ୍ଡ ଭାରତଠାରୁ ବିଶାଳ ୩୧୧ ରନରେ ଅଗ୍ରଣୀ ରହିଛି । ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ଜ୍ୟାକ୍ କ୍ରାଉଲି ଓ ବେନ ଡକେଟ୍ ଦଳ ପାଇଁ ଏକ ଦୃଢ ମୂଳଦୁଆ ସ୍ଥାପନ କରିଥିଲେ । କ୍ରାଉଲି ୮୪...

୧୭ ଜଣ ସାସଂଦଙ୍କୁ ସେମାନଙ୍କର ଉତ୍ତମ ପ୍ରଦର୍ଶନ ଯୋଗୁଁ ନୂଆଦିଲ୍ଲୀରେ ଆଜି ‘ସାଂସଦ ରତ୍ନ ପୁରସ୍କାର-୨୦୨୫’ ପ୍ରଦାନ କରାଯାଇଛି । ବି.ଜେ.ପି.ର ରବି କିଷନ ଏବଂ ଦୀନେଶ ଶର୍ମା, କଂଗ୍ରେସର ବର୍ଷା ଗାଇକ୍ୱାର୍ଡ଼, ଏନ୍.ସି.ପି.-ଏସ୍.ପି.ର ସୁପ୍ରିୟା ସୁଲେ ଏବଂ ଶିବସେନାୟୁ.ବି.ଟି.ର ଅରବିନ୍ଦ ସାୱାନ୍ତ ପ୍ରମୁଖ ଏହି ସାଂସଦମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସାଂସଦମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନର...

ସି ଆଇ ଏସ୍ ଏଫ୍ ଜୱନ ଏଣିକି କାରଖାନା ସିକ୍ୟୁରିଟି ହୋଇ ରହିବେ ନାହିଁ, ସେନା ସହ ନେଉଛନ୍ତି ତାଲିମ୍ ହେବେ ଯୁଦ୍ଧରେ ସାମିଲ ନୂଆଦିଲ୍ଲୀ – CISF ଦେଶର ସୁରକ୍ଷା ନଜରରେ ସିଆଇସିଏଫ ୟୁନିଟ। ଶିଳ୍ପ କାରଖାନା ସୁରକ୍ଷାରେ ସୀମିତ ରହିବ ନାହିଁ CISF। ଭାରତୀୟ ସେନା ସହିତ ତାଲିମ ନେଇ “ଯୁଦ୍ଧ ପାଇଁ ପ୍ରସ୍ତୁତ”...

ରାଜସ୍ଥାନରେ ସରକାରୀ ସ୍କୁଲ କୋଠା ଭୁଶୁଡ଼ି ୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ଝଲୱାର ଜିଲ୍ଲା ପିପଲୋଡ୍ ଗାଁରେ ଭୁଶୁଡ଼ିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସକାଳ ପ୍ରାର୍ଥନା ପାଇଁ ପିଲାମାନେ ଏକାଠି ହୋଇଥିବା ବେଳେ ଅଘଟଣ। ଆଉ ୨୯ ଛାତ୍ରଛାତ୍ରୀ ଗୁରୁତର; ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଝଲୱାର ସ୍କୁଲ...











All rights reserved. Designed by Inter Softech