
ଢ଼ାବା, ହୋଟେଲ, ରେଷ୍ଟୁରାଂଟରେ ଚଢ଼ାଉ ତାଳଚେର, ୦୭/୦୫ ତାଳଚେର ପୋଲିସ ସହାୟତାରେ ଖାଦ୍ୟନିରାପତା ବିଭାଗ ଅଧିକାରୀ ସୁମିତ ସୌରଭ ପରିଡ଼ା, ହରପ୍ରିୟା ବେହେରା, ଶ୍ରୀବନ୍ତ ଖଣ୍ଡଗିରି ବିଭିନ୍ନ ହୋଟେଲ, ଢ଼ାବା, ରେଷ୍ଟୁରାଂଟ, ଲସି ଦୋକାନ, ଦହିବରା ଦୋକାନ ଖୁଚୁରା ଦୋକାନ ଗୁଡ଼ିକରେ ଚଢ଼ାଉ କରିଥିଲେ ଓ ଉକ୍ତ ଦୋକାନ ଗୁଡ଼ିକରେ ରହିଥିବା ବାସୀ ଖାଦ୍ୟପଦାର୍ଥ ଗୁଡ଼ିକୁ ଫିଙ୍ଗିଦେବା...

ସୁରକ୍ଷା କର୍ମୀଙ୍କ ଅକାଳ ବିୟୋଗ ତାଳଚେର, ୦୭/୦୫ ତାଳଚେରସ୍ଥିତ ଏମ୍ସିଏଲ୍ ହିଙ୍ଗୁଳା କୋଇଲାଖଣିରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା ରଞ୍ଜନ ମହାନ୍ତି(୫୯)ଙ୍କର ବୁଧବାର ସକାଳେ ଅକାଳ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତ ମହାନ୍ତି କଣିହାଁ ଥାନା ଅନ୍ତର୍ଗତ ବଜ୍ରକୋଟ ଗ୍ରାମର ବାସିନ୍ଦା । ଆଜି ସକାଳୁ ସେ ହିଙ୍ଗୁଳା କୋଇଲା ଖଣିକୁ କାମ କରିବାକୁ ଯାଉଥିବା...

ଡ଼ିଏଭି ଜଗନ୍ନାଥ କ୍ଷେତ୍ରରେ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ତାଳଚେର -ତା ୭/୫/୨0୨୬ଡ଼ିଏଭି ପବ୍ଲିକ ସ୍କୁଲ, ଏମ. ସି. ଏଲ ଜଗନ୍ନାଥ କ୍ଷେତ୍ର, ଡେରାଠାରେ ପ୍ରାଥମିକ ସ୍ତରୀୟ ତ୍ରିଦିବସୀୟ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡି. ଏ. ଭି ପବ୍ଲିକ ସ୍କୁଲ, ଓଡ଼ିଶା, ଜୋନ -‘ଡି ‘ର ଉପ ଆଞ୍ଚଳିକ...

ଶ୍ରୀ ସମ୍ବିତ ସୌରଭ ନାୟକ (IRTS) MCLର CVO ଭାବରେ ଦାୟିତ୍ୱ ଗ୍ରହଣ କଲେ! ଶ୍ରୀ ସମ୍ବିତ ସୌରଭ ନାୟକ, (IRTS) ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL)ର ମୁଖ୍ୟ ସତର୍କତା ଅଧିକାରୀ (CVO) ଭାବରେ ଦାୟିତ୍ୱ ଗ୍ରହଣ କଲେ।ସେ 2012 ବ୍ୟାଚ୍ ଭାରତୀୟ ରେଳ ଟ୍ରାଫିକ୍ ସେବା (IRTS) ଅଧିକାରୀ ଏବଂ ପୂର୍ବ ତଟ ରେଳପଥରେ ଅନେକ...

ନାଲକୋ ତରଫରୁ ବରିଷ୍ଟ ନାଗରିକଙ୍କ ନିମନ୍ତେ କକ୍ଷ ଏବଂ ପୁସ୍ତକାଗାର ଲୋକାର୍ପିତ ଅନୁଗୋଳ – ଗତ ପାଞ୍ଚ ତାରିଖ ତଥା ମଙ୍ଗଳ ବାର ଦିନ ବଳରାମପ୍ରସାଦ ଗ୍ରାମପଞ୍ଚାୟତ ରେ ନବୀକରଣ ହୋଇଥିବା ବରିଷ୍ଠ ନାଗରିକ କକ୍ଷ ଯୁକ୍ତ ବୈଠକ ଘର ଏବଂ ଲାଇବ୍ରେରୀ ରୁମର ଶୁଭ ଉଦଘାଟନ ହୋଇଯାଇଅଛି। ଏହି ଉଦଘାଟନ ଉତ୍ସବରେ ନାଲକୋର ନିର୍ବାହୀ ନିର୍ଦ୍ଦେଶକ...

ନାଲକୋ ପକ୍ଷରୁ ପାରି ପାର୍ଶ୍ଵିକ ଗ୍ରାମ ଗୁଡିକୁ ଜଳ ଯୋଗାଣ ବଁଅରପାଳ ୬/୫ ନାଲକୋ ଏସ୍ ଆଣ୍ଡ ପି କମ୍ପ୍ଲେକ୍ସ ଅନୁଗୋଳ ତରଫରୁ ଗ୍ରୀଷ୍ମ ଋତୁ ନିମନ୍ତେ ନାଲକୋର ପାର୍ଶ୍ଵବର୍ତ୍ତୀ ଗ୍ରାମ ମାନଙ୍କରେ ପାନୀୟ ଜଳ ଯୋଗାଣ ର ଶୁଭାରମ୍ଭ ନେଇ ଆଜି ଏହାର ଉଦଘାଟନ ପର୍ବ ଆରମ୍ଭ ହୋଇ ଯାଇଛି l ପ୍ରଚଣ୍ଡ ଗ୍ରୀଷ୍ମ ରେ ଜଳ ସଙ୍କଟ...

*ୱାକୋ ଇଣ୍ଡିଆ ନେସ୍ ନାଲ୍ କିକ୍ ବକ୍ସିଂ ଚମ୍ପିଆନ୍ ସିପ୍ ୨୦୨୫ ରେ ଢେ଼ଙ୍କାନାଳ କୁ ୮ ପଦକ* ଛତିଶଗଡ଼ ରାଇପୁର ର ବଲ୍ ବିର୍ ସିଂ ଜୁନେଜା ଇଣ୍ଡୋର ଷ୍ଟାଡିୟମ୍ ରେ ଜୁଲାଇ ୧୬ ରୁ ୨୦ ୱାକୋ ଇଣ୍ଡିଆ ନେସ୍ ନାଲ୍ କିକ୍ ବକ୍ସିଂ ଚମ୍ପିଆନ୍ ସିପ୍ ୨୦୨୫ ସିନିଅର୍ ଓ ମାଷ୍ଟର ଅନୁଷ୍ଠିତ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜିଠାରୁ ବ୍ରିଟେନ୍ ଏବଂ ମାଳଦ୍ୱୀପକୁ ୪ଦିନିଆ ଗସ୍ତ ଆରମ୍ଭ ହୋଇଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ସନ୍ଧ୍ୟାରେ ଶ୍ରୀ ମୋଦୀ ଲଣ୍ଡନଠାରେ ପହଞ୍ôଚବେ । ଭାରତ-ବ୍ରିଟେନ୍ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ବ୍ରିଟେନ୍...

ଇଁଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଦିନରେ ୪ ୱିକେଟ୍ ହରାଇ ୨୬୪ ରନ୍ କରି ନେଇଛି । ରାହୁଲ-ଜୟସ୍ବାଲ ମଧ୍ୟାହ୍ନଭୋଜନ ବିରତି ପର୍ଯ୍ୟନ୍ତ ଅପୂର୍ବ ଏକାଗ୍ରତାର ପରିଚୟ ଦେବାରୁ ଭାରତ ବିନା କ୍ଷତିରେ ୭୮ ରନ୍ କରିନେଇଥିଲା । ଏହି କାରଣରୁ ଇଂଲଣ୍ଡ ଉପରେ ପାଲଟା ଚାପ ସୃଷ୍ଟି ହୋଇଥିଲା। ଟସ୍ ହାରି ବ୍ୟାଟିଂ...

ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ଟେଷ୍ଟ । ୨-୧ରେ ଆଗୁଆ ରହିଥିବା ଇଂଲଣ୍ଡ ଏହି ମ୍ୟାଚ୍ ଜିତି ସିରିଜ କବ୍ଜା କରିବାକୁ ଲକ୍ଷ୍ୟ ରଖିଛି । ଆହତ ଜର୍ଜରିତ ଭାରତୀୟ ଦଳ ବର୍ତ୍ତମାନ ‘କର ବା ମର’ ପରିସ୍ଥିତିରେ ରହିଛି । ସିରିଜ ବଞ୍ଚାଇବାକୁ ହେଲେ ଏହି ମ୍ୟାଚ ଜିତିବା...

ନିର୍ବାଚନ କମିଶନ ନୂଆ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କମିଶନ ଏ ସମ୍ପର୍କରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟ ୨୨ ଜୁଲାଇରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ବିଷୟରେ ସୂଚନା ଦେଇଥିଲା।ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ତାରିଖ ଖୁବ ଶୀଘ୍ର ଘୋଷଣା...

ଦେଶର ୧୫୯ଟି ସ୍କୁଲକୁ ବୋମା ମାଡ଼ କରି ଉଡ଼ାଇ ଦେବାର ଧମକ ମିଳିଛି। ଏହି ଧମକ ଇମେଲ ମାଧ୍ୟମରେ ସ୍କୁଲଗୁଡ଼ିକୁ ପଠାଯାଇଛି। ଆଗ୍ରା, କାନପୁର, ମେରଠ ଏବଂ ଅନ୍ୟ ସହରର ସ୍କୁଲଗୁଡ଼ିକୁ ଏହି ଧମକପୂର୍ଣ୍ଣ ଇମେଲ ମିଳିଛି। ଏହି ଘଟଣା ପରେ ପୁଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସକ୍ରିୟ ହୋଇଛନ୍ତି। ସ୍କୁଲଗୁଡ଼ିକର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି।...








All rights reserved. Designed by Inter Softech