
ଭୁବନେଶ୍ବର – ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ ଙ୍କ ସୂଚନା । ଗତ କିଛି ଦିନ ହେବ ତାଙ୍କ ନୂଆ ଦଳ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ସେ ବଡ଼ ଖୁଲାସା କରିଛନ୍ତି । ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ନାଁ ହୋଇପାରେ ବୋଲି ସେ କହିଛନ୍ତି...

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି । ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ ଓ ସିପିଆଇ ପକ୍ଷରୁ ମଧ୍ୟ୍ୟ ସମର୍ଥନ କରାଯାଇଛି। ଚାଷୀ ସମସ୍ୟା, ପ୍ରଦୂଷଣ ଓ...

ନୂଆଦିଲ୍ଲୀ : ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ । ୨୦୦୭ ମସିହାରୁ ୧୮ ବର୍ଷ ଧରି ଚାଲିଥିବା ଏହି ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା ଶେଷରେ ସଫଳ ହୋଇଛି । ଐତିହାସିକ ଚୁକ୍ତିନାମା ଉପରେ ମୋହର ଲାଗିଥିବା ନେଇ ଆନୁଷ୍ଠାନିକ ଭାବେ...

ବ୍ୟାଙ୍କ ଶିଳ୍ପରେ ଦେଶବ୍ୟାପି ଧର୍ମଘଟ ତା. ୨୭.୦୧.୨୦୨୬ରିଖ ଷ୍ଟେଟ ବ୍ୟାଙ୍କ କଟକ ମୁଖ୍ୟଶାଖା ରେ ଅଫିସର ଓ କର୍ମଚାରୀ ସମବେତ ହୋଇ ଆଜିର ଧର୍ମଘଟରେ ସାମିଲଥିଲେ । ବ୍ୟାଙ୍କ ଶିଳ୍ପରେ ଦ୍ବାଦଶ ଦ୍ବିପାକ୍ଷିକ ରାଜିନାମରେ ପାଞ୍ଚଦିନିଆ ବ୍ୟାଙ୍କିଙ୍ଗ ପାଇଁ IBA UFBU (United Forum of Bank Unions) คยด เลิศ เดิด ହୋଇଥିଲେ ମଧ୍ୟ ବ୍ୟାଙ୍କ...

ମହାନଗର ନିଗମର ୱାର୍ଡ଼ ନଂ 9ରେ ବିଭିନ୍ନ ପ୍ରକଳ୍ପ ଶୁଭ ଉତ ଘାଟନ କଟକ ମହାନଗର ନିଗମ ତରଫରୁ ଆଜି (୨୭.୦୧.୨୦୨୬)* ୱାର୍ଡ ନଂ-୯, ଟିଭି ରୋଡ, ତୁଳସୀପୁରଠାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି*ଉକ୍ତ କାର୍ଯ୍ୟକ୍ରମରେ ସିଏମସିର ମାନ୍ୟବର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂ ପୋୖରହିତ କରିବା ସହ କମିଶନର କିରନଦୀପ୍ କୌର ସହୋତା...

୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିରେ ଧର୍ମଘଟ ଢେଙ୍କାନାଳ – ଆଜି ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିକୁ ନେଇ SBI ମେନ୍ ବ୍ରାଞ୍ଚ ସମ୍ମୁଖରେ ସମସ୍ତ ବ୍ୟାଙ୍କ କର୍ମଚାରୀମାନେ ଏକତ୍ରିତ ହୋଇ ଧର୍ମଘଟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସକାଳ ୯.୦୦ ଘଟିକାରେ ସମସ୍ତ ସରକାରୀ ବ୍ୟାଙ୍କର କର୍ମଚାରୀମାନେ ଏକତ୍ର ହୋଇ ସମସ୍ତ ବେସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ବନ୍ଦ କରିଥିଲେ।...








All rights reserved. Designed by Inter Softech