
ବ୍ୟାଙ୍କ ଶିଳ୍ପରେ ଦେଶବ୍ୟାପି ଧର୍ମଘଟ ତା. ୨୭.୦୧.୨୦୨୬ରିଖ ଷ୍ଟେଟ ବ୍ୟାଙ୍କ କଟକ ମୁଖ୍ୟଶାଖା ରେ ଅଫିସର ଓ କର୍ମଚାରୀ ସମବେତ ହୋଇ ଆଜିର ଧର୍ମଘଟରେ ସାମିଲଥିଲେ । ବ୍ୟାଙ୍କ ଶିଳ୍ପରେ ଦ୍ବାଦଶ ଦ୍ବିପାକ୍ଷିକ ରାଜିନାମରେ ପାଞ୍ଚଦିନିଆ ବ୍ୟାଙ୍କିଙ୍ଗ ପାଇଁ IBA UFBU (United Forum of Bank Unions) คยด เลิศ เดิด ହୋଇଥିଲେ ମଧ୍ୟ ବ୍ୟାଙ୍କ...

ମହାନଗର ନିଗମର ୱାର୍ଡ଼ ନଂ 9ରେ ବିଭିନ୍ନ ପ୍ରକଳ୍ପ ଶୁଭ ଉତ ଘାଟନ କଟକ ମହାନଗର ନିଗମ ତରଫରୁ ଆଜି (୨୭.୦୧.୨୦୨୬)* ୱାର୍ଡ ନଂ-୯, ଟିଭି ରୋଡ, ତୁଳସୀପୁରଠାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି*ଉକ୍ତ କାର୍ଯ୍ୟକ୍ରମରେ ସିଏମସିର ମାନ୍ୟବର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂ ପୋୖରହିତ କରିବା ସହ କମିଶନର କିରନଦୀପ୍ କୌର ସହୋତା...

୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିରେ ଧର୍ମଘଟ ଢେଙ୍କାନାଳ – ଆଜି ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିକୁ ନେଇ SBI ମେନ୍ ବ୍ରାଞ୍ଚ ସମ୍ମୁଖରେ ସମସ୍ତ ବ୍ୟାଙ୍କ କର୍ମଚାରୀମାନେ ଏକତ୍ରିତ ହୋଇ ଧର୍ମଘଟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସକାଳ ୯.୦୦ ଘଟିକାରେ ସମସ୍ତ ସରକାରୀ ବ୍ୟାଙ୍କର କର୍ମଚାରୀମାନେ ଏକତ୍ର ହୋଇ ସମସ୍ତ ବେସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ବନ୍ଦ କରିଥିଲେ।...

ସୁବାଷ ସଂଗଠନ ପକ୍ଷରୁ ଦସ୍ତଖତ ଅଭିଯାନ କଟକ ସ୍ଥାନୀୟ ସ୍ବର୍ଣ୍ଣଦେବୀ କ୍ଲବ ଠାରେ ସୁବାଷ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ହୋଇଥିଲା, ଓଡ଼ିଆ ବଜ଼ାର ରେ ନେତାଜୀ ସୁବାଷ ବୋଷଙ୍କ ଜନ୍ମ ସ୍ଥାନ ହୋଇଥିବାରୁ ସୁବାଷ ସଂଗଠନ ଦାବୀ କରୁଛି ନେତାଜୀଙ୍କ ନାମରେ ରାସ୍ତା ନାମ ହେଉ କିମ୍ବା ଷ୍ଟେସନ ନାମକରଣ ହେଉ କିମ୍ବା କଟକ...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କୋଲକାତାର ସାଖେରବଜାର ଏବଂ ବେହାଲା ପଶ୍ଚିମ ଅଞ୍ଚଳରେ ଭାଜପା ଏବଂ ତୃଣମୂଳ କଂଗ୍ରେସ (TMC) କର୍ମୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଏହି ସଂଘର୍ଷ ଯୋଗୁଁ ରାଜପଥରେ ଅରାଜକତା ସୃଷ୍ଟି ହେବା ସହ ଅଗ୍ନିକାଣ୍ଡ ଓ ଭଙ୍ଗାରୁଜା ଭଳି ପରିସ୍ଥିତି ଉପୁଜିଥିଲା।...

ବିଜାପୁରରେ ଆଇଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ରବିବାର ଦିନ ନକ୍ସଲ ବିରୋଧୀ ଅଭିଯାନ ସମୟରେ ଛତିଶଗଡ ବିଜାପୁର ଜିଲ୍ଲାର କାରେଗୁଟ୍ଟା ପାହାଡର ଜଙ୍ଗଲରେ ସିରିଜ୍ ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୧୧ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବିଜାପୁର ପୋଲିସ ସୋମବାର...










All rights reserved. Designed by Inter Softech