ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇଣ୍ଟିଗ୍ରେଟେଡ ପବ୍ଲିକ ହେଲଥ ଲାବୋରେଟୋରୀ ଉଦଘାଟିତ ଅନୁଗୋଳ,୩୦.୦୩: ଆଜି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଣ୍ଟିଗ୍ରେଟେଡ ପବ୍ଲିକ ହେଲଥ ଲାବୋରେଟୋରୀ (IPHL)ର ଶୁଭ ଉଦଘାଟନ କରିଥିଲେ। ଏହି ଲ୍ୟାବ ଜିଲ୍ଲାର ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ବିଶେଷ ଭାବରେ ସହଯୋଗ କରିବ ଏବଂ ରୋଗର ସଠିକ୍ ନିଦାନରେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମଦନ ମୋହନ ପ୍ରଧାନ, ମେଡିକାଲ ସୁପରିଟେଣ୍ଡେଣ୍ଟ ଶ୍ରୀମତୀ ତରଙ୍ଗିଣୀ ଦାସ, PMPMCHର ଡିନ୍ ଓ ପ୍ରିନ୍ସିପାଲ୍ ଡ. କୀର୍ତ୍ତିରେଖା ମହାନ୍ତି,...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)




