ନାଲକୋ ପକ୍ଷରୁ ପାରି ପାର୍ଶ୍ଵିକ ଗ୍ରାମ ଗୁଡିକୁ ଜଳ ଯୋଗାଣ ବଁଅରପାଳ ୬/୫ ନାଲକୋ ଏସ୍ ଆଣ୍ଡ ପି କମ୍ପ୍ଲେକ୍ସ ଅନୁଗୋଳ ତରଫରୁ ଗ୍ରୀଷ୍ମ ଋତୁ ନିମନ୍ତେ ନାଲକୋର ପାର୍ଶ୍ଵବର୍ତ୍ତୀ ଗ୍ରାମ ମାନଙ୍କରେ ପାନୀୟ ଜଳ ଯୋଗାଣ ର ଶୁଭାରମ୍ଭ ନେଇ ଆଜି ଏହାର ଉଦଘାଟନ ପର୍ବ ଆରମ୍ଭ ହୋଇ ଯାଇଛି l ପ୍ରଚଣ୍ଡ ଗ୍ରୀଷ୍ମ ରେ ଜଳ ସଙ୍କଟ ଦୂର କରିବା ପାଇଁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପକ୍ଷରୁ ଏହି ବଳିଷ୍ଟ ଜନ ମଙ୍ଗଳ କାରୀ କାର୍ଯ୍ୟ ହାତକୁ ନିଆଯାଉଛିଅଛି । ମଙ୍ଗଳ ବାର ପୂର୍ବାହ୍ନ ରେ ନାଲକୋ ନିର୍ବାହୀ ନିର୍ଦେଶକ ସଚ୍ଚିଦାନନ୍ଦ ଜେନା ଏବଂ କର୍ପୋରେଟ ର ନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ...






