ଦେବଗଡର ପୁରାତନ ଜିଲ୍ଲାପାଳ କାର୍ଯ୍ୟାଳୟକୁ ବାମଣ୍ଡା ମିଉଜୀଉମ କରାଯିବ, କୁଚିଣ୍ଡା ରେ ପ୍ରସ୍ତୁତି ସଭା ଆୟୋଜିତ କୁଚିଣ୍ଡା,12/8, କୁଚିଣ୍ଡା ସ୍ଥିତ ଆଦିବାସୀ ଭବନ ସଭା କକ୍ଷରେ ଆଜି ଅପରାହ୍ନରେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ,ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଉପଖଣ୍ଡର ସଂଜସେବି,ଶିକ୍ଷାବିତ୍,ବୁଦ୍ଧିଜୀବୀ ଓ ସ୍ଵାଧୀନତା ସଂଗ୍ରାମୀ ଙ୍କ ଦାୟଦ ମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଦେବଗଡ଼ ଜିଲ୍ଲା ର ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ମାଡ୍ରାସ ଆଇ. ଆଇ. ଟି. ର ଅଧ୍ୟକ୍ଷା ଆର୍କିଟେକ ଶିବାଙ୍ଗୀ ଶୁକ୍ଳା,,ଚେନ୍ନାଇର ଆକ୍ତିଟେକ୍ଟ ଅନିରୁଦ୍ଧ, ଜିଲ୍ଲା ସଂସ୍କୃତି ପରିଷଦ ର ସଭ୍ୟ ସୁଧୀର କପରଦର୍, ଜିଲ୍ଲା ନାଗରିକ...






