ଜୁନାଗଡ଼ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ମିଡିଆ କ୍ଲବର ବ୍ୟାନର ଚିରିଲେ ଦୁର୍ବୁତ୍ତ ଜୁନାଗଡ଼,୫।୧()-କଳାହାଣ୍ଡି ଜିଲା ଜୁନାଗଡ଼ରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି।ଯାହାକୁ ନେଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି। ଲୋକଙ୍କ ସୁରକ୍ଷା ପାଇଁ ଥିବା ପୋଲିସ ସତେ ଯେମିତି ସବୁ ଜାଣି ନ ଜାଣିଲା ଭଳି ଚୁପ ରହୁଥିବାରୁ ବିଭିନ୍ନ ସମୟରେ ଅପ୍ରତିକର ସ୍ଥିତି ସାମ୍ନାକୁ ଆସୁଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ଲାଗିଥିବା ଜୁନାଗଡ଼ ମିଡିଆ କ୍ଲବର ବ୍ୟାନର କୁ ରବିବାର ବିଲମ୍ବିତ ରାତ୍ରିରେ କେହି ଦୁର୍ବୁତ୍ତ ଚିରି ଦେବା ଭଳି ଘଟଣା ଆଲୋଡନ ସୃଷ୍ଟି କରିଛି। ଏହାକୁ...






