ସେଲ ଲୌହଖଣିରେ ଦୁର୍ଘଟଣା, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇ ଠିକାଶ୍ରମିକ ଗୁରୁତର କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ରାଷ୍ଟ୍ରାୟତ ଉଦ୍ୟୋଗ ବଲାଣି ଲୌହ ଖଣିରେ ଘଟିଛି ଏକ ଦୁର୍ଘଟଣା। ଏଗାର କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ନେଇ ସୂଚନା। ଗୁରୁତର ମାନେ ହେଲେ ବଲାଣି ଥାନା ଅନ୍ତର୍ଗତ ଶାନ୍ତି ନଗର ଅଞ୍ଚଳର ବାବୁଲୁ ମୁଣ୍ଡା (୨୫) ଓ ମୁନି ବସ୍ତିର ଦୀପକ ଦେହୁରୀ (୧୯) । ସେଲ ଲୌହ ଖଣି ଇଲେକ୍ଟ୍ରି ଡିପାଟମେଣ୍ଟ ର ଏଗାର କେଭି ବିଦ୍ୟୁତ୍ ସରବରାହ କୁ ସଟଡାଉନ୍ ନେଇ ଏମାନେ ସାଥି ୧୦ ଜଣ ଶ୍ରମିକ ଙ୍କ...


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-22-scaled.jpg)

