ଶିଳ୍ପଅଞ୍ଚଳରେ ଗ୍ରାମଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପକ୍କା ରାସ୍ତା ଯୋଗାଇଦେବା ଏବଂ ପ୍ରଶାସନ ଦୃଷ୍ଟିଆକର୍ଷଣ କରିବା ପ୍ରଶାସନର ନିଘୁଡ଼ୁଡ଼ି ନିଦ କାଦୁଅ ରାସ୍ତାରେ ବିପଦପୂର୍ଣ୍ଣଭାବେ ସ୍କୁଲ୍ ଯାଉଛନ୍ତି ୩ଟି ଗ୍ରାମର କୋମଳମତି ଶିଶୁ, ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ କଣ୍ଟାବଣିଆ ଥାନା ଅନ୍ତର୍ଗତକମଳାଙ୍ଗ ଗ୍ରାମପଞ୍ଚାୟତର ଏକ ନମ୍ବର ୱ।ର୍ଡର କାଳିଆତଇଳାଗ୍ରାମ ବରସାହି ଗ୍ରାମ ଅଚଳ କୋଟଗ୍ରାମର ୩ଟି ଗ୍ରାମର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଗ୍ରହଣ ଏବେ ସାଜିଛି ଏକ ବଡ଼ ଆହ୍ୱାନ ଏହିତିନଟି ଗ୍ରାମର ବାଳକ ଓ ବାଳିକା ମାନେ ବିଦ୍ଯାଳୟକୁ ଯିବା ଆସିବା କରୁଥିବା ମୁଖ୍ଯ ରାସ୍ତାଟି ଏହି ରାସ୍ତାରେମନ୍ଦିର, ପଞ୍ଚାୟତ ଅଫିସ୍ ସ୍କୁଲ୍ଏଠିକି ଏହି ରାସ୍ତାଟି ପାଇଁ ବାରମ୍ଵାର ଖବର ପ୍ରସାରଣ ହେଉଥିବା...






