ଜିଲ୍ଲାସ୍ତରୀୟ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଉଦଘାଟିତ ଅନୁଗୋଳ,୧୦.୦୪: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ସଂସଦ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଫୁଟବଲ୍ ଆସୋସିଏସନ୍ ଅଫ ଓଡ଼ିଶାର ମିଳିତ ଉଦ୍ୟମରେ ଆୟୋଜିତ ଓଡ଼ିଶା ସରକାରଙ୍କ ସିଏମ୍ ଟ୍ରଫି ଫୁଟବଲ୍(ବାଳକ,ବାଳିକା) ସ୍ଥାନୀୟ ପିଟିସି ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି। ଏହି ଖେଳ ୧୦ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବାଳିକା ବିଭାଗର ପ୍ରଥମ ମ୍ୟାଚରେ ପତାକା ଏଫ୍.ସି ଓ ଅନୁଗୋଳ ଏଫ୍.ସି ମଧ୍ୟରେ ମ୍ୟାଚ୍ ହୋଇଥିଲା। ଏଥିରେ ପତାକା ଏଫ୍.ସି ୬-୦ ଗୋଲରେ ବିଜୟୀ ହୋଇଥିଲା। ସେହିଭଳି ଅପରାହ୍ନରେ ବାଳକ ବିଭାଗର ପତାକା...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-5-scaled.jpg)




