28-7-2026,ସମ୍ବଲପୁର ଜିଲ୍ଲା, ରେଙ୍ଗାଲି ବ୍ଲକ , ଲଇଡା ପଞ୍ଚାୟତ ର ନୁଆପାଲି ଗ୍ରାମ ର ଅଲକିଟିକ୍ରା ରାସ୍ତା ଶୋଚନୀୟ ଅବସ୍ଥା ହୋଇପଡିଛି।ଏହି ରାସ୍ତାରେ ସ୍କୁଲ ଛାତ୍ର ଛାତ୍ରୀ ପାଠ ପଢ଼ି ବାକୁ ଯାଆନ୍ତି।ଏହି ରାସ୍ତା ରେ ସମ୍ବଲପୁର ଯିବା ପାଇଁ ପାଖ ରାସ୍ତା ଅଟେ,ଏହି ରାସ୍ତା ଦେଇ ଜମନକିରା ଯିବା ପାଖ ଅଟେ।ଅଛରାଏ ବର୍ଷା ରେ କାଦୁଅ ହୋଇ ରାସ୍ତା ଟି ଶୋଚନୀୟ ଅବସ୍ଥା ହୁଏ। ଗ୍ରାମ ବାସୀ ଅନେକ ଥର ରେଙ୍ଗାଲି ବିଡ଼ିଓ ଙ୍କୁ ଗୁହାରି ଜଣାଇଛନ୍ତି ଓ ଏ ନେଇ ସରପଞ୍ଚ ଙ୍କୁ ମଧ୍ୟ ଜଣାଇଛନ୍ତି ଓ ଜନ ଶୁଣାଣି ରେ ମଧ୍ୟ ଅଭିଯୋଗ କରିଛନ୍ତି ବୋଲି ଗ୍ରାମବାସୀ...




