ଅଷ୍ଟମ ବାର୍ଷିକ ଉତ୍ସବକୁ ଧୁମଧାମରେ ପାଲିତ ହୋଇଯାଇଛି। କଳାହାଣ୍ଡି ଜୁନାଗଡ଼। (ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ)ତା 04.03.2026 ରିଖ ଦିନ ଶ୍ରୀ ଧୃବ କାନ୍ତ ପାଢୀ ଙ୍କ ସଭାପତିତ୍ବରେ ବିଶ୍ଵନାଥପୁର,ଦେଉଣ୍ଡି ଠାରେ ବଗଡିଆ ପାଢୀ ପରିବାର ର ଅଷ୍ଟମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଦେଉଣ୍ଡି ,ବାନେର ,ଦାସୀଗାଁ ରୁ 200 ଜଣ ସଦସ୍ୟ ଉପସ୍ଥିତ ରହିଥିଲେ l ପାଢୀ ପରିବାର କୁ କିପରି ସୁଦୃଢ ଓ ସମସ୍ତେ ମିଳିମିଶି ରହିବେ ସେହି ବିଷୟରେ ଆଲୋଚନା ହୋଇଥିଲା l ବରାବର ର ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ବିଶ୍ଵନାଥ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l...


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-13-scaled.jpg)



