
ହିନ୍ଦୋଳ ମହାବିଦ୍ୟାଳୟ ଇତିହାସ ବିଭାଗର ବାର୍ଷିକ ସମ୍ପାନ ଢେଙ୍କାନାଳ ଜିଲ୍ଲା ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ୨ ତାରିଖ ଦିନ “ପାଇକ ବିଦ୍ରୋହ : ବ୍ରିଟିଶ ସାମ୍ରାଜ୍ୟବାଦ ଶକ୍ତି ବିରୁଦ୍ଧରେ ଏକ ଅଭୁଲା ସଂଗ୍ରାମ ” ଶୀର୍ଷକ ବାର୍ଷିକ ସମ୍ପାନ ଅନୁଷ୍ଠିତ ହୋଇଛି l ବିଭାଗୀୟ ମୁଖ୍ୟ ଡକ୍ଟର ମହେନ୍ଦ୍ର କୁମାର ସ୍ବାଇଁଙ୍କ ପୌରହିତ୍ୟରେ...

ନାବାଳିକା ଙ୍କୁ ଦୁଷ୍କର୍ମ କରିବାକୁ ପ୍ରୟାସ ପରେ, ଆରୋପୀ ଲମ୍ବୋଦର ଫେରାର୍ । ନାବାଳିକା ଙ୍କୁ ଦୁଷ୍କର୍ମ କରିବାକୁ ପ୍ରୟାସ ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତର କୁଶ ପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତରେ। ବଲାଣି ଥାନା ଅନ୍ତର୍ଗତ ବଲାଣି ମାର୍କେଟ...

ମହଙ୍ଗା ପଡିଲା ସାଙ୍ଗମାନଙ୍କ ସହ ପିକନିକ କରିବା, ପିକନିକଯାଇ ଯୁବକ ମୃତ। ମହଙ୍ଗା ପଡିଲା ସାଙ୍ଗ ମାନଙ୍କ ସହ ମିଶି ପିକନିକ୍ କରିବା। ଯାଇଥିଲେ ସାଙ୍ଗ ହୋଇ ଫେରିଲେ ମୃତହୋଇ। ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ, ସାଙ୍ଗମାନଙ୍କ ସହ ପିକନିକ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ...

ପାଳଲହଡା -୩୦/୧- ପାଳଲହଡା ଅଂଚଳର ନମପସି ପଞ୍ଚାୟତ ର ସିଦ୍ଧେଶ୍ୱର ମନ୍ଦିରରେ ବିଶାଳ ହିନ୍ଦୁ ସମ୍ମିଳନୀ ମହାଯଜ୍ଞ ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାଙ୍କ ମାନେ ଯୋଗ ଦେଇଥିଲେ। ସମ୍ମିଳନୀରେ ପଞ୍ଚାୟତ ର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ସମସ୍ତେ ପ୍ରସାଦ ସେବନ କରିଥିଲେ।

ପାଳଲହଡା-୩୧/୧-ପାଳଲହଡା ବନାଞ୍ଚଳ ଜମରଡିହ ଅନ୍ତର୍ଗତ ସଇଡା ପଞ୍ଚାୟତ ଡଙ୍ଗାଧର ଗ୍ରାମରେ ହାତୀ ଉପଦ୍ରବ ପାଇଁ ଖଞ୍ଜା ଯାଇଥିବା ସୋଲାର ଲାଇଟ ଓ ବ୍ୟାଟେରୀ ଚୋରି ସନ୍ଦେହରେ ଦିବ୍ୟାଙ୍ଗ ଯୁବକ ବିପିନ ବିହାରୀ ଦାସ୍ ଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଡଙ୍ଗାଧର ଗ୍ରାମ ର ପରମେଶ୍ବର ହେମ୍ବ୍ରମ (୪୧),...

ଶ୍ରୀମଦ୍ ଭାଗବତ କଥା ଜ୍ଞାନଯଜ୍ଞ ସପ୍ତାହ ଉଦ୍ଯାପିତ ଭଟଲି (ଅଭିମନ୍ୟୁ ପଧାନ): ଭଟଲି ଶ୍ରୀ ଶ୍ରୀଦଧିବାମନ ଭାଗବତ ମଣ୍ଡଳୀ ଆନୁକୂଲ୍ୟରେ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ସାପ୍ତାହିକ ଶ୍ରୀମଦ ଭାଗବତ କଥା ଜ୍ଞାନଯଜ୍ଞ ରବିବାର ମାଘ ପୂର୍ଣ୍ଣମୀ ତିଥିରେ ଉଦ୍ଯାପିତ ହୋଇଯାଇଅଛି। ଭକ୍ତ ଶିରୋମଣି ପରମାନନ୍ଦଙ୍କ ଅମଳରୁ ଏହି ଶ୍ରୀମଦ ଭାଗବତ କଥା ପବିତ୍ର ମାଘ ମାସରେ ଚାଲି...








All rights reserved. Designed by Inter Softech