ବୃ୍ଷରୋପଣ କରି ବିଶ୍ବ ପରିବେଶ ଦିବସ ପାଳିଲେ ସମାଜସେବୀ ବିଭୂତି ସାହୁ ତାଳଚେର,୫/୬: ବଢୁଥିବା ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ କ୍ଷୟ ମଧ୍ୟରେ ପରିବେଶ ସୁରକ୍ଷା ଆଜି ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ତେଣୁ ବ୍ୟାପକ ବୃକ୍ଷରୋପଣ ଆଜିର ସମୟରେ ଜରୁରୀ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଜୁନ ୫ ତାରିଖ ବିଶ୍ଵ ପରିବେଶ ଦିବସ ଅବସରରେ ତାଳଚେର ଷ୍ଟେସନ ସ୍ଥିତ ତାଳେଶ୍ୱର ଶିବ ମନ୍ଦିର ଠାରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ଯକ୍ରମ ବିଜେପି ଯୁବ ନେତା ତଥା ସମାଜସେବୀ ବିଭୂତି ସାହୁଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଖଣି ଖାଦାନ ଭରା ତାଳଚେର ଅଂଚଳରେ ପରିବେଶ ପ୍ରଦୂଷଣ ଦିନକୁ...






