ରାଜ୍ୟସ୍ତରୀୟ ବ୍ୟାପକ ଏଚ୍.ଆଇ.ଭି./ଏଡ୍ସ ସଚେତନତା ଅଭିଯାନ–୨୦୨୬ ଓ ସିକଲ୍ ସେଲ୍ ଟୀକାକରଣ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଅନୁଗୋଳ,୨୯.୦୭: ଆସନ୍ତା ୧୨ ଅଗଷ୍ଟ “ଅନ୍ତର୍ଜାତୀୟ ଯୁବ ଦିବସ” ଅବସରରେ ଅନୁଗୋଳଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ତୃତୀୟ ପର୍ଯ୍ୟାୟ ଇଣ୍ଟେନ୍ସିଫାଏଡ ଆଇ.ଇ.ସି ଅଭିଯାନ–୨୦୨୬ର ସୁପରିଚାଳନା ଓ ସଫଳ ଆୟୋଜନ ନିମନ୍ତେ ଆଜି ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଚେତନତା ପ୍ରଚାରରେ ଯୁବବର୍ଗର ସହଭାଗିତାକୁ ସୁନିଶ୍ଚିତ କରି ସମସ୍ତ ସମ୍ପୃକ୍ତ ବିଭାଗକୁ ପରସ୍ପର ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି...


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-08-07_08-23-42-513.jpg)



