ଭୀମଭୋଇ ଭିନ୍ନକ୍ଷମ ସସାମର୍ଥ୍ୟ ଶିବିର ତାଳଚେର, ୩୧/୦୭ ଆଜି ସକାଳ ୯ଘଟିକା ସମୟରେ ତାଳଚେର ହାଟତେଟା ସ୍ଥିତ ଯୁବରାଜ ହାଇସ୍କୁଲରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗୋଷ୍ଠିଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳ, ଏଇଇ ସୁବାଷ ଚନ୍ଦ୍ର ରଥ, ଜିପିଡ଼ିଓ ଶ୍ରୀଧର ସାହୁ ଉପସ୍ଥିତ ଥିଲେ । ସମୁଦାୟ ୩ଶହ ୭୧ଜଣ ଯୁବକ ପଞ୍ଜିକରଣ କରାଯାଇଥିଲା । ସେଥିମଧ୍ୟରୁ ଶରୀରିକ ୭୪, ଚକ୍ଷୁ ୪୧, ଶିଶୁବିଭାଗ ୨୭, ଭେଷଜ ବିଭାଗ ୨୨, ଏମଆଇ ୪୩, ଚକ୍ଷୁ, କର୍ଣ୍ଣ, ନାସା ୪୧ କରିଥିବା ବେଳେ ଅନ୍ୟାନ୍ୟ ସରକାରୀ ସହାୟତା ପାଇଁ ପଞ୍ଜିକରଣ ରିଥିବା ତାଳଚେର ପୌରପାଳିକା ୩୪, କୃତ୍ରିମ...






