
( ଲକ୍ଷ୍ମୀ ନାରାୟଣ ଇଣ୍ଟର ପ୍ରାଇଜେସ ପକ୍ଷରୁ ମେଗା ରକ୍ତଦାନ ଶିବିର ରେ ଶହେ ୟୁନିଟ ରକ୍ତ ସଂଗୃହିତ ) ଜଗତସିଂହପୁର ତା =9/9/23 ଜଗତସିଂହପୁର ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ପରିସରରେ ଲଷ୍ମୀ ନାରାୟଣ ଏଣ୍ଟର ପ୍ରାଇଜେଶ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ଅତିରିକ୍ତ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡାକ୍ତର ଅଜୟ କୁମାର ସ୍ୱାଇଁ ଓ ଜିଲ୍ଲା ଛାତ୍ର ବିଜେଡି ସଭାପତି ସମ୍ବିତ କୁମାର ଲେଙ୍କା ଆନୁଷ୍ଠାନିକ ଭାବେ ଯୋଗଦେଇ ମେଗା ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆୟୋଜକ ମାନଙ୍କ ପକ୍ଷରୁ ଅତିଥିମାନ...















