ତ୍ରୟୋଦଶ ତମ ବାର୍ଷିକୋତ୍ସବ ଭଟଲି (ଅଭିମନ୍ୟୁ ପଧାନ): ଭଟଲି ବ୍ଳକ ଅନ୍ତର୍ଗତ କଲିଯୋରୀ ସରସ୍ଵତୀ ଶିଶୁ ମନ୍ଦିରର ତ୍ରୟୋଦଶ ତମ ବାର୍ଷିକୋତ୍ସବ ମଙ୍ଗଲବାର ଦିନ ଅନୁଷ୍ଠିତ ହୋଇଯାଇଛି | ସଭାପତି ଜିତେନ୍ଦ୍ରିୟ ଭୋଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଇରାସିସ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବା ବେଲେ ମୁଖ୍ୟ ବକ୍ତା ଭାବରେ ରାମଚନ୍ଦ୍ର ଦଣ୍ଡସନା ଯୋଗଦେଇଥିଲେ । ସମ୍ମନିତ ଅତିଥି ଭାବ ରେ ସମାଜସେବୀ ଅରୁପାନନ୍ଦ ସାହୁ, ବିଭାଗ ନିରୀକ୍ଷକ ଗୁପ୍ତେଶ୍ଵର ଥନାପତି, ଶିଶୁ ମନ୍ଦିର ସଂମ୍ପାଦକ ପ୍ରମୋଦ କୁମାର ସାହୁ, ପ୍ରଧାନାଚାର୍ଯ୍ୟ ଅଜିତ ଖମାରୀ ଯୋଗଦେଇଥିଲେ | | ପରେ ବିଭିନ୍ନ ପରୀକ୍ଷା, ସାଂସ୍କୃତିକ ଓ କ୍ରୀଡ଼ା...






