ଛୁରାମାଡ଼ରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ବଅଁରପାଳ,୨୭ା୧୧:ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ପଞ୍ଚାୟତରେ ପୂର୍ବତନ ସରପଞ୍ଚ ବିରେନ୍ ଦାସଙ୍କୁ ହତ୍ୟା କରାଯାଇଛି । ବିରେନ୍ଙ୍କୁ ତାଙ୍କ ବଡ଼ ଭାଇର ଜ୍ୱାଇଁ ପ୍ରବୀର ବେହେରା ହତ୍ୟା କରିଛି । ସୁଚନା ମୁତାବକ ବୀରେନଙ୍କ ବଡ଼ ଭାଇ ବାବୁଲା ଦାସଙ୍କ ଝିଅ ମାନିନିର ୬ ବର୍ଷ ତଳେ ଆଠମଲ୍ଲିକ ବନମାଳିପୁରର ପ୍ରବୀର ବେହେରାଙ୍କୁ ବିବାହ କରିଥିଲେ । ବିବାହ ପରେ ଜ୍ୱାଇଁ ଝିଅକୁ ନିର୍ଯ୍ୟାତନା ଦେଉଥିଲା । ବାବୁଲା ଦାସଙ୍କ ମୃତ୍ୟୁ ଘଟିବା ପରେ ବିରେନ୍ ବଡ଼ ଭାଇ ଝିଅର ସମସ୍ତ ଦାୟିତ୍ୱ ନେଉଥିଲେ । କିନ୍ତୁ ପ୍ରବୀର ଅନେକ ସମୟରେ ମଦ୍ୟପାନ...


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-6-scaled.jpg)



