ନାଲକୋ ତରଫରୁ ବରିଷ୍ଟ ନାଗରିକଙ୍କ ନିମନ୍ତେ କକ୍ଷ ଏବଂ ପୁସ୍ତକାଗାର ଲୋକାର୍ପିତ ଅନୁଗୋଳ – ଗତ ପାଞ୍ଚ ତାରିଖ ତଥା ମଙ୍ଗଳ ବାର ଦିନ ବଳରାମପ୍ରସାଦ ଗ୍ରାମପଞ୍ଚାୟତ ରେ ନବୀକରଣ ହୋଇଥିବା ବରିଷ୍ଠ ନାଗରିକ କକ୍ଷ ଯୁକ୍ତ ବୈଠକ ଘର ଏବଂ ଲାଇବ୍ରେରୀ ରୁମର ଶୁଭ ଉଦଘାଟନ ହୋଇଯାଇଅଛି। ଏହି ଉଦଘାଟନ ଉତ୍ସବରେ ନାଲକୋର ନିର୍ବାହୀ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଜେନା ଙ୍କ ଉପସ୍ଥିତ ରେ ମୁଖ୍ୟ ଅତିଥି ଭାବେ ମାନବ ସମ୍ବଳ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଶ୍ରୀ ଆଶୁତୋଷ ରଥ,ମାନବ ସମ୍ବଳ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ହିମାଂଶୁ ଶେଖର ପ୍ରଧାନ,ମହା ପ୍ରବନ୍ଧକ ଶ୍ରୀ ରାଜାରାମ ମିଶ୍ର, ଉପସ୍ଥିତ ରହି ଏହାର...






