କୋଲିୟରୀ ଥାନା ପକ୍ଷରୁ : ଅସ୍ତାୟୀ ଜଳଛତ୍ର ଉଦଘାଟନ ତାଳଚେର, ୧୫/୦୪ ତାଳଚେର କୋଲିୟରୀ ଥାନା ପକ୍ଷରୁ ଗ୍ରୀଷ୍ମପ୍ରଭାହକୁ ଦୃଷ୍ଟିରେ ରଖି ଆଜି କୋଲିୟରୀ ଥାନା ସମ୍ମୁଖରେ ଅସ୍ଥାୟୀଭାବେ ଏକ ଜଳଛତ୍ର କେନ୍ଦ୍ର ଉଦଘାଟନ ହୋଇଛି । ଏହାକୁ ଏସଡ଼ିପିଓ ଭରତ ସାହୁ ଉଦଘାଟନ କରିବା ସହ କୋଲିୟରୀ ଥାନା ଅଧିକାରୀ, ଟାଉନଥାନା ଅଧିକାରୀଙ୍କ ଉପସ୍ଥିତିରେ ଫିତାକାଟି ଏହାର ଶୁଭ ଉଦଘାଟନ କରାଯାଇଥିଲା । ନିଶ୍ଚିତ ପକ୍ଷେ ଏହା ସ୍ୱାଗତ ଯୋଗ୍ୟ ବୋଲି ଅଂଚଳରେ ଚର୍ଚ୍ଚା ହେଉଥିବା ବେଳେ କୋଲିୟରୀ ଥାନା ଅଧିକାରୀ ଶ୍ରୀ ଦାସଙ୍କୁ ଏଥିନେଇ ସାଧୁବାଦ୍ ଜଣାଇଛନ୍ତି । ତେବେ ଏହି ରାସ୍ତାଦେଇ ଦୈନିକ ହଜାର ହଜାର ପଥଚାରୀ...






