ସେଣ୍ଟ୍ରାଲ ମେଡିକାଲର ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଦାବି ପତ୍ର ତାଳଚେର – date -୦୬/୦୭/୨୬ ଆଜି ତାଳଚେର ସେଣ୍ଟ୍ରାଲ ମେଡିକାଲ ର ସମସ୍ତ ଶ୍ରମିକ ମାନଙ୍କର ନ୍ୟାୟ ଅଧିକାର ପାଇଁ ତଥା ତାଳଚେର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ଉପରେ ବିଧାୟକ ପ୍ରାର୍ଥୀ ତଥା ଶ୍ରମିକ ନେତା ପୌରାଞ୍ଚଳ ସଭାପତି ପ୍ରଫୁଲ୍ଲ ଦାସ ଙ୍କ ନେତୃତ୍ବ ରେ ୮ଦଫା ଦାବି ନେଇ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ଉପ ଜିଲ୍ଲାପାଳ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଉକ୍ତ କାଜ୍ୟ କ୍ରମରେ ୨୧ଜୋନ ର ରାଜ୍ୟ...






