
ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସଂରକ୍ଷଣ ପାଇଁ ଏନ ଏଲ ସି ଆଇ ଏଲ –ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ସମ୍ବଲପୁର, ୧୯/୦୯: (ସମ୍ବଲପୁର) ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାର ସଂରକ୍ଷଣ, ପରିବେଶ ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଏନ ସି ଏଲ ଇଣ୍ଡିଆ ଲିମିଟେଡ୍ (ଏନ ଏଲ ସି ଆଇ ଏଲ...

ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କୁଳତା ସମାଜର ନୂଆଁଖାଇ ଭେଟଘାଟ ଏକତା ଓ ପରମ୍ପରାର ବାର୍ତ୍ତା ଦେଲା ସମାବେଶ ଭଟଲି, ୨୦।୯: – ଭଟଲି ବ୍ଲକ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କୁଳତା ସମାଜର ନୂଆଁଖାଇ ଭେଟଘାଟ ହାତୀସର ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଉପସଭାପତି ବୈରାଗୀ ଚରଣ ସାହୁଙ୍କ ପରିଚାଳନାରେ ଆୟୋଜିତ ସାଧାରଣ ସଭାରେ ବ୍ଲକ...

ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ‘ନିଶାମୁକ୍ତ ଭାରତ ଓ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’ ଅନୁଷ୍ଠିତ ଅନୁଗୋଳ,୨୦.୦୯: ଆଜି ପୂର୍ବାହ୍ନରେ ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ‘ମୋ ଯୁବ ଭାରତ’ ଏବଂ ଜାତୀୟ ସେବା ଯୋଜନା (NSS)ର ମିଳିତ ଆନୁକୂଲ୍ୟରେ ‘ବିକଶିତ ଭାରତ ନିମନ୍ତେ ନିଶାମୁକ୍ତ ଭାରତ ଓ ରାଷ୍ଟ୍ରୀୟ...

ଢେଙ୍କାନାଳ: ବିଇଓଙ୍କ ଘରୁ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ପୋଲିସ ଢେଙ୍କାନାଳ: ଢେଙ୍କାନାଳ ସହରରେ ବିଇଓ ଙ୍କ ବାସଭବନରୁ ଚୋରି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଗତ କିଛି...

🚴♂️ ରାଉରକେଲାରେ ସାଇକେଲିଂର ରୋମାଞ୍ଚ: ୧୨୨ ପ୍ରତିଯୋଗୀଙ୍କୁ ନେଇ ରାଜ୍ୟ ଚାମ୍ପିୟନସିପ୍ ଆରମ୍ଭ ରାଉରକେଲା: ଇସ୍ପାତ ସହର ରାଉରକେଲାରେ ଆରମ୍ଭ ହୋଇଛି ରାଜ୍ୟର ପ୍ରତିଷ୍ଠିତ ୪୩ତମ ରାଜ୍ୟ ସାଇକ୍ଲିଂ ଚାମ୍ପିୟନସିପ୍। ସେପ୍ଟେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୨୨ ଜଣ ସାଇକେଲ ଚାଳକ ଅଂଶଗ୍ରହଣ କରିଛନ୍ତି।...

କପିଳାସ ଯୋଗ ଜିଲ୍ଲା, ଢେଙ୍କାନାଳର 60ତମ ଯୋଗଦିବସ ଓ ସଚେତନ ରାଲି ପାଳିତ_———–==========——–ଅଦ୍ୟ 20/09/2026 ତାରିଖ ପ୍ରାତଃ 6 ଘଟିକା ସମୟରେ ଭାରତୀୟ ଯୋଗ ସଂସ୍ଥାନ, କପିଳାସ ଯୋଗ ଜିଲ୍ଲା, ଢେଙ୍କାନାଳ ତରଫରୁ 60ତମ ଯୋଗ ଉତ୍ସବ ଅବସରରେ ପ୍ରଭାତଫେରି ସହ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା।ଢେଙ୍କାନାଳର ପରମ ଆରାଧ୍ୟ ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିରରୁ...

୭ ବର୍ଷ ପରେ ଭାରତ ମାଟିରେ ସି ଜିନପିଙ୍ଗ, ମୋଦୀଙ୍କ ସହ ଆଲୋଚନା ଉପରେ ବିଶ୍ୱର ନଜର ନୂଆଦିଲ୍ଲୀ: ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। ଶନିବାର ପାଲମ ବିମାନବନ୍ଦରରେ ତାଙ୍କ ସ୍ୱତନ୍ତ୍ର ବିମାନ ଅବତରଣ କରିବା ପରେ ଭାରତ ଗସ୍ତର ଔପଚାରିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।...

ଆଜିଠୁ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ଏକାଠି ହେବେ ବିଶ୍ୱର ପ୍ରମୁଖ ନେତା ନୂଆଦିଲ୍ଲୀ, ୧୨/୦୯: ବିଶ୍ୱ କୂଟନୀତି ଦୃଷ୍ଟିରୁ ଆଜି ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶୀର୍ଷ ନେତାମାନେ ଏକାଠି ହୋଇ...

ମୋଦି-ପୁଟିନ ବୈଠକ , ପ୍ରତିରକ୍ଷା ସହଯୋଗ ଉପରେ ଫୋକସ୍ Su-57 ଉତ୍ପାଦନରୁ S-400 ଯୋଗାଣ ଓ ବ୍ରହ୍ମୋସ୍-ଏନଜି ପର୍ଯ୍ୟନ୍ତ ଆଲୋଚନା ସମ୍ଭାବନା ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଆରମ୍ଭ ହୋଇଛି। ଭାରତ ମଣ୍ଡପମରେ ଦୁଇ ନେତାଙ୍କ ସାକ୍ଷାତ ଆଲୋଚନାରେ ପ୍ରତିରକ୍ଷା ସହଯୋଗ...

ବାଂଲାଦେଶକୁ ୪୦ ରନରେ ହରାଇ ଫାଇନାଲରେ ଭାରତ, ଦଶମ ଥର ପାଇଁ ଇତିହାସ ରଚିଲା ଟିମ୍ ଇଣ୍ଡିଆ ଦୁବାଇ: ସେମିଫାଇନାଲରେ ଶେଫାଲିଙ୍କ ଧମାକାଦାର ବ୍ୟାଟିଂ, ଦୀପ୍ତିଙ୍କ ଘାତକ ବୋଲିଂ ବଳରେ ଭାରତର ଫାଇନାଲ ଟିକେଟ୍ ଦୁବାଇ: ୨୦୨୬ ମହିଳା ଏସିଆ କପ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି। ଗୁରୁବାର...

ପ୍ୟାରିସ ମହାକାଶ ସମ୍ମିଳନୀରେ ମୋଦୀଙ୍କ ଆହ୍ୱାନ: ସହଯୋଗରେ ହେଉ ମହାକାଶ ଅନୁସନ୍ଧାନ ନୂଆଦିଲ୍ଲୀ: ଫ୍ରାନ୍ସର ପ୍ୟାରିସରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମହାକାଶର ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଦୀର୍ଘସ୍ଥାୟୀ ବ୍ୟବହାର ପାଇଁ ବିଶ୍ୱ ସମୁଦାୟକୁ ସହଯୋଗର ମାର୍ଗ ଆପଣାଇବାକୁ ସେ ଆହ୍ୱାନ ଦେଇଛନ୍ତି। ସମ୍ମିଳନୀରେ ଯୋଗଦେବା...

ପିଏମ୍ଓ ଅଧିକାରୀ ପରିଚୟ ଦେଇ ପ୍ରବେଶ ଉଦ୍ୟମ, ନକଲି ଅଫିସର ଓ ଦେହରକ୍ଷୀ ଗିରଫ ମୁମ୍ବାଇ: ପ୍ରଧାନମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ତ୍ରୁଟି ରୋକାଯାଇଛି। ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମକୁ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ବୋଲି ପରିଚୟ ଦେଇ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣେ...

ନୁଆଦିଲ୍ଲୀ: ଦଶଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୮ରେ ଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଉକ୍ତ ଦିନ ଅପରାହ୍ଣ ୫ଟା ଫଳାଫଳ ଘୋଷଣା କରାଯିିବ। ଜୁନ ୨୧ରୁ ଜୁଲାଇ ୧୯ ମଧ୍ୟରେ ଏହି ସାଂସଦଙ୍କର କାର୍ଯ୍ୟକାଳ ପୂରିଯାଉଥିବାରୁ ନିର୍ବାଚନ ଜରୁରୀ ହୋଇପଡିଛି। ଏଥିମଧ୍ୟରୁ ଗୁଜରାଟ, ଆନ୍ଧ୍ର...

ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ବିଗୁଲ୍ ଫୁଙ୍କି ସାରିଲାଣି ଶାସକ ଭାରତୀୟ ଜନତା ପାର୍ଟି (BJP)। ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବା ଏବଂ ଗ୍ରାମାଞ୍ଚଳରେ ନିଜର ଦବଦବା ଜାହିର କରିବା ପାଇଁ ରାଜ୍ୟ ବିଜେପି ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଓଡ଼ିଶା ବିଜେପିର ପ୍ରଭାରୀ ନୀତିନ ନବୀନ ଦଳୀୟ...

ନୁଆଦିଲ୍ଲୀ : ପାଞ୍ଚଟି ରାଷ୍ଟ୍ର ଗସ୍ତ ସାରି ଭାରତ ଫେରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର (୨୧ ମଇ, ୨୦୨୬) ଦିନ ସେବା ତୀର୍ଥ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ଠାରେ କେନ୍ଦ୍ର ମନ୍ତ୍ରୀ ପରିଷଦର ଏକ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ କେନ୍ଦ୍ର ସରକାରୀ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ।...

ଇରାନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଖୁବ ଶୀଘ୍ର ଏକ ବୈଠକ ହେବାର ସମ୍ଭାବନା ରହିଛି। ଏହା ଆସନ୍ତାମାସରେ ଫ୍ରାନ୍ସରେ ହେବାକୁ ଥିବା G-7 ଶିଖର ସମ୍ମିଳନୀ ସମୟରେ ହୋଇପାରେ| ଟ୍ରମ୍ପଙ୍କ ଅପ୍ରତ୍ୟାଶିତ ଶୈଳୀ ଦୃଷ୍ଟିକୋଣରୁ ଜି-୭ ସମ୍ମିଳନୀ ବୈଠକ ଅବସରରେ ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ସ୍ବତନ୍ତ୍ର ବୈଠକକୁ...

ଭୁବନେଶ୍ଵର : ସମସ୍ତ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଦେଇଗଲେ ଟାସ୍କ । ଜୁଲାଇରେ ପୁଣି ଓଡ଼ିଶା ଆସିବେ ଦେଇଥିବା ଟାସ୍କର ସମୀକ୍ଷା କରିବେ ନିତିନ। ବିଜେପି କୋର କମିଟି ଓ ପରେ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ପରେ ଲୋକଙ୍କ ସହ ଯୋଡ଼ି ହେବାକୁ ପରାମର୍ଶ ଦେଇଛନ୍ତି ନିତିନ...

ଏନ୍ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରଶ୍ନପତ୍ର ଲିକ୍ ପରେ ଏକ ଖବରଦାତା ସମ୍ମିଳନୀରେ ସେ ଦେଇଥିବା ମନ୍ତବ୍ୟ ସଂସଦର ମର୍ଯ୍ୟାଦାହାନି କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ରାଜ୍ୟ ସଭାରେ କଂଗ୍ରେସ ମୁଖ୍ୟ...











All rights reserved. Designed by Inter Softech