
ୱାକୋ ଇଣ୍ଡିଆ ସିନିୟର୍ ଆଣ୍ଡ ମାଷ୍ଟର୍ କିକ୍ ବକ୍ସିଂ ଚା୍ପିୟନସିପ ରେ ଢେ଼ଙ୍କାନାଳ ଜିଲ୍ଲା ର ଖେଳାଳୀ ଜିତିଲେ ୬ ସ୍ୱର୍ଣ୍ଣ ସହ ୧୯ ପଦକ ।ସ୍ମୃତି ଭୋଇ ଙ୍କୁ ୦୩ ଟି ସ୍ୱର୍ଣ୍ଣ ସହ ୦୧ ରି କାଂସ୍ୟ ପଦକ। ଚଳିତ ମାସ ସେପ୍ଟେମ୍ୱର ୦୮ରିଖ ଠାରୁ ୧୨ରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ଇନ୍ଦୋର ସ୍ଥିତ ପୁଷ୍ପ...

ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀରେ ହନୁମାନଙ୍କ ବିଶେଷ ପୂଜା ଢେଙ୍କାନାଳ: ପବିତ୍ର ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀ ଓ ମଙ୍ଗଳବାର ଅବସରରେ ଢେଙ୍କାନାଳ ମହାବୀର ବଜାରସ୍ଥିତ ହନୁମାନ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଳିତ ହୋଇଛି। ପ୍ରାତଃ ସମୟରୁ ମଙ୍ଗଳ ଆଳତି, ମାଜଣା ଓ ମହାସ୍ନାନ ନୀତି ପରେ ହନୁମାନଙ୍କୁ ନୂତନ ବସ୍ତ୍ର ଓ ବିଭିନ୍ନ...

ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀରେ ମା’ ତାରେଣୀଙ୍କ ବିଶେଷ ପୂଜା ଢେଙ୍କାନାଳ: ପବିତ୍ର ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀ ଅବସରରେ ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ୍ସ୍ଥିତ ମା’ ତାରେଣୀଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଏକାଦଶୀ ସହ ମଙ୍ଗଳବାର ଥିବାରୁ ମା’ଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା। ପ୍ରାତଃ ସମୟରୁ...

ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ଭାଦ୍ରବ ମାସର ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀ ନୀତି ପାଳିତ ଢେଙ୍କାନାଳ: କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପବିତ୍ର ଭାଦ୍ରବ ମାସର ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀ ନୀତି ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ସମୟରୁ ଠାକୁରଙ୍କ ମଙ୍ଗଳ ଆଳତି, ସ୍ନାନ, ନୂତନ ବସ୍ତ୍ର...

ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ବ୍ୟାଙ୍କ ଧର୍ମଘଟ: ୟୁକୋ ବ୍ୟାଙ୍କ ଶାଖାରେ ସେବା ବାଧାପ୍ରାପ୍ତ ହେବା ଆଶଙ୍କା, ଡିଜିଟାଲ୍ ସେବା ଚାଲୁ ରହିବ ୟୁକୋ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କ ସୂଚନା ନିମନ୍ତେ ଏକ ସତର୍କତାମୂଳକ ବିଜ୍ଞପ୍ତି ଜାରି କରାଯାଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ତରଫରୁ ପ୍ରସ୍ତାବିତ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଆସନ୍ତା...

ଶିକ୍ଷକଙ୍କ ସମସ୍ୟା ସମାଧାନ ନେଇ ସରକାରଙ୍କୁ କମିଟିର ରିପୋର୍ଟ ୧୦୪ ଶିକ୍ଷକ ସଂଘ ସହ ଆଲୋଚନା, ୯୦ ବୈଠକ ପରେ ୭୯ ରିପୋର୍ଟ; ସୁପାରିଶ ଉପରେ ନିଷ୍ପତ୍ତି ନେବେ ସରକାର ଭୁବନେଶ୍ୱର: ରାଜ୍ୟର ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା, ଦାବି ଓ ଅଭିଯୋଗର ସମାଧାନ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ଶେଷରେ ସରକାରଙ୍କୁ ତା’ର ରିପୋର୍ଟ ପ୍ରଦାନ କରିଛି।...

ଏସିଆ କପ୍ ବିଜୟୀ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ମୋଦୀଙ୍କ ଅଭିନନ୍ଦନନୂଆଦିଲ୍ଲୀ, ୧୪/୯: ଏସିଆ କପ୍ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।ଏହି ବିଜୟ ଭାରତୀୟ କ୍ରିକେଟ୍ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମଗ୍ର ପ୍ରତିଯୋଗିତାରେ ଦଳର ଆତ୍ମବିଶ୍ୱାସ, ନିରନ୍ତର...

ଓମାନ ଉପକୂଳରେ ଭାରତୀୟ କ୍ରୁ ଥିବା ଜାହାଜକୁ ମିସାଇଲ ମାଡ଼ ୧୩ ଭାରତୀୟ ନାବିକ ଉଦ୍ଧାର, ଜଣେ ଏବେବି ନିଖୋଜ; ସନ୍ଧାନ ଓ ଉଦ୍ଧାର ଅଭିଯାନ ଜାରି ନୂଆଦିଲ୍ଲୀ/ମସ୍କଟ, ସେପ୍ଟେମ୍ବର ୧୪: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଓମାନ ଉପକୂଳରେ ଭାରତୀୟ କ୍ରୁ ସଦସ୍ୟ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ମିସାଇଲ ଆକ୍ରମଣ ହୋଇଛି। ଆକ୍ରମଣ...

ମୋଦୀଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ୧୪୦ କୋଟି ଦେଶବାସୀଙ୍କୁ କଲେ ଉତ୍ସର୍ଗନୂଆଦିଲ୍ଲୀ/ତାସକେନ୍ଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅଲି ଦରାଜଲି ଦୋସ୍ତଲିକ୍’ରେ ସମ୍ମାନିତ କରାଯାଇଛି। ଉଜବେକିସ୍ତାନ ଗସ୍ତ ସମୟରେ ରାଷ୍ଟ୍ରପତି ଶାବକତ୍ ମିର୍ଜିୟୋୟେଭ୍ ଭାରତ-ଉଜବେକିସ୍ତାନ ମଧ୍ୟରେ ରଣନୈତିକ ସମ୍ପର୍କ ସୁଦୃଢ଼ କରିବା ଦିଗରେ ମୋଦୀଙ୍କ ଭୂମିକାକୁ ପ୍ରଶଂସା କରି ଏହି ସମ୍ମାନ ପ୍ରଦାନ...

ଇରାନକୁ ଅଣୁଅସ୍ତ୍ର ହାସଲ କରିବାକୁ ଦେବୁନାହିଁ: ଟ୍ରମ୍ପ ୱାଶିଂଟନ, ୧୩/୯: ଇରାନର ଆଣବିକ ଆକାଂକ୍ଷାକୁ ନେଇ ଆମେରିକାର କଠୋର ଆଭିମୁଖ୍ୟ ପୁଣିଥରେ ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୯/୧୧ ଆତଙ୍କବାଦୀ ଆକ୍ରମଣର ୨୫ତମ ବାର୍ଷିକୀ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି, କୌଣସି ପରିସ୍ଥିତିରେ ଇରାନକୁ ଅଣୁଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ। ୯/୧୧...

ମଣିପୁର ପୋଲିସରେ ୨,୭୨୦ ପଦବୀ ପୂରଣ ନିଷ୍ପତ୍ତି ମେଧାବୀ କ୍ରୀଡ଼ାବିତ୍ଙ୍କ ପାଇଁ ୧୨୫ ପଦ ସଂରକ୍ଷିତ ଇମ୍ଫାଲ, ୧୩/୯: ମଣିପୁର ପୋଲିସ ବିଭାଗରେ ଖାଲି ପଡ଼ିଥିବା ୨,୭୨୦ଟି ପଦବୀ ଖୁବଶୀଘ୍ର ପୂରଣ କରାଯିବ। ରାଜ୍ୟ ସରକାରଙ୍କ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଁ ଏହି ପଦଗୁଡ଼ିକ ପୂରଣ...

ସଶକ୍ତ ନାରୀ, ବିକଶିତ ଭାରତ: ଲଖପତି ଦିଦିଙ୍କ ସହ ସିଧାସଳଖ ଆଲୋଚନା କଲେ ଶିବରାଜ ନୂଆଦିଲ୍ଲୀ, ୧୩/୯: ଗ୍ରାମୀଣ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ, ଉଦ୍ୟୋଗିତା ଓ ସ୍ଥାୟୀ ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦେଶର ବିଭିନ୍ନ ଅଞ୍ଚଳର ଲଖପତି...

ଟି ଏମ ସି ସାଂସଦ ତଥା ନିଜ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାସ୍ଥିତ ଆପୋଲୋ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ହସ୍ପିଟାଲରେ ଅଭିଷେକଙ୍କ ସହ ସାକ୍ଷାତ କରିବା ପରେ ମମତା ଏହି ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ ସୋସିଆଲ ମିଡିଆରେ...

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଅସ୍ଥିରତା ଦେଖାଯାଉଛି। ମମତା ବାନାର୍ଜୀଙ୍କ ଟିଏମସି ଭିତରେ ଏକ ବିଭାଜନ ଘଟିଛି। ବିଧାନସଭା ବାଚସ୍ପତି ବହିଷ୍କୃତ ବିଧାୟକ ରିତବ୍ରତ ବାନାର୍ଜୀଙ୍କ ସମେତ ୫୮ ବିଦ୍ରୋହୀ ନେତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ବାଚସ୍ପତି ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି ଦେଇଛନ୍ତି। ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଷାଠିଏ ବିଧାୟକ...

ଭୁବନେଶ୍ୱର – ଆଜି ବିଜେପିର ସାମିଲ ହୋଇଛନ୍ତି ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ। ଆଜି ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି। ଉଭୟ ନେତା ବିଜେଡିର ଭୁବନେଶ୍ବର ରାଜନୀତିରେ ବେଶ ସକ୍ରିୟ ଥିଲେ। ଭୁବନେଶ୍ବର ମଧ୍ୟ ପାଇଁ ରୁଦ୍ର ସାମନ୍ତରାୟ ବିଜେଡି ଟିକେଟ ଆଶାୟୀ ଥିଲେ। ରୁଦ୍ର ଓ ମିଲନ...

ଭାରତୀୟ ଜନତା ପାର୍ଟି ୪ ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ପାର୍ଟି ତରଫରୁ ପଞ୍ଜାବ, ହରିଆଣା ସହ ଦିଲ୍ଲୀ ଓ ତ୍ରିପୁରାରେ ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଦିଲ୍ଲୀର ଦାୟିତ୍ୱ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ଦାୟିତ୍ୱ ଦେଇଛି । ଏହା ପୂର୍ବରୁ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ଥିଲେ...

ନୁଆଦିଲ୍ଲୀ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ମୁଖ୍ୟ ଯୋସେଫ ବିଜୟ ବୁଧବାର ଦିନ ସେବା ତୀର୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ମାସର ଆରମ୍ଭରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ଥିଲା। ବିଜୟ ଦିଲ୍ଲୀର ତାମିଲନାଡୁ ହାଉସ ମଧ୍ୟ ପରିଦର୍ଶନ...

କନ୍ଧମାଳରେ ୧୭ ଜଣ କଂଗ୍ରେସ କର୍ମୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଚିଠି ଲେଖିଲେ ରାଜ୍ୟ ସଭାପତି ବାଲିଗୁଡା, ତା, ୨୭/୦୫:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ ବ୍ଲକର ମୋଟ ୧୭ ଜଣ ଦଳୀୟ କର୍ମୀ ଓ...










All rights reserved. Designed by Inter Softech