
ତାଳଚେର ପ୍ରସିଦ୍ଧ ଗଣେଶ ପୂଜାରେ ସହର ଲୋକାରଣ୍ୟ ଏଵଂ ଏହି ଭିଡ଼ ଭିତରେ ବିଜେପି ନେତା ଓ ନଗର ପାଳ ବୁଲିଲେ ପୂଜା ମଣ୍ଡପ।।ତାଳଚେର ତା ୨୦/୦୯ ତାଳଚେର ଗଣେଶ ପୂଜା ଓଡ଼ିଶା ପ୍ରସିଦ୍ଧ ଲାଭ କରିଥିବା ବେଳେ ପ୍ରଭୁ ଗଜାନନ ଦୀର୍ଘ ୭ ଦିନ ଧରି ତାଳଚେର ର ବିଭିନ୍ନ ସୂ ସଜ୍ଜିତ ମଣ୍ଡପ ରେ...

ତୀର୍ଥ ଯାତ୍ରାରେ ଗଲେ ୧୦୯ ଜଣ ବରିଷ୍ଠ ନାଗରିକ । ଅନୁଗୋଳ, ତା.୨୧.୦୯:- ଆଜି ଅପରାହ୍ନରେ ସ୍ଥାନୀୟ ସଭାଘର ଠାରେ ଅନୁଗୋଳ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ...

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି । ଅନୁଗୋଳ, ତା. ୨୧.୦୯:- ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୪୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୩୭ଟି ବ୍ୟକ୍ତିଗତ ଓ ୮ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର ଶୁଣାଣି ହୋଇଥିବାବେଳେ ୨ଟି...

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ । ଅନୁଗୋଳ, ତା.୨୧.୦୯:- ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଲଲହଡ଼ା ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣି ଶିବିରରେ ସମୁଦାୟ ୯୮ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୮୧ ଟି ବ୍ୟକ୍ତିଗତ ଓ...

ନୂଆଁଖାଇ ଭେଟ ଘାଟ ଉତ୍ସବ,ବହୁମୁଖୀ ପ୍ରତିଭା ସୁବାସ ନାୟକଙ୍କୁ ସମ୍ବର୍ଦ୍ଧନା,ନୂଆ ଖାଇ ହେଉଛି ସଂହତି,କୃଷି ଓ ସଂସ୍କୃତିର ପର୍ବ କୁଚିଣ୍ଡା:୨୧/୯: ନୂଆଁ ଖାଇ ଓ ତାର ପରବର୍ତ୍ତୀ ନୂଆଁ ଖାଇ ଭେଟ ଘାଟ ଉତ୍ସବ ଏବେ କେବଳ ପଶ୍ଚିମ ଓଡ଼ିଶା ନୁହେଁ ସଂଗ୍ର ରାଜ୍ୟ,ଦେଶ ଓ ଦେଶ ବାହାରେ ମଧ୍ୟ ଲୋକ ପ୍ରିୟତା ଲାଗିରହିଛି ।ତାର ପୂର୍ବ...

ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ରେ ଆପ୍ ର କାର୍ଯ୍ୟକର୍ତ୍ତା ବୈଠକ କଙ୍କଡ଼ାହାଡ଼ ବ୍ଲକର ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ MMDR Act-2026, UPI ଉପରେ ଟ୍ୟାକ୍ସ ଏବଂ ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ୧୦୦% ତାରିଫ୍ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଏହାକୁ ବିରୋଧ...

ଭାରତ-ରୁଷ ପ୍ରତିରକ୍ଷା ସହଯୋଗ ମଜବୁତ ଲକ୍ଷ୍ୟ: ରୁଷ ଗସ୍ତରେ ସେନାମୁଖ୍ୟ ଜେନେରାଲ ଧୀରଜ ସେଠ ନୂଆଦିଲ୍ଲୀ, ୧୬/୯: ଭାରତ ଓ ରୁଷ ମଧ୍ୟରେ ଦୀର୍ଘଦିନର ପ୍ରତିରକ୍ଷା ଭାଗିଦାରୀ ଏବଂ ସାମରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ସେନାମୁଖ୍ୟ ଜେନେରାଲ ଧୀରଜ ସେଠ ରୁଷର ତିନିଦିନିଆ ସରକାରୀ ଗସ୍ତରେ ଯାଇଛନ୍ତି। ତାଙ୍କ ଗସ୍ତ ୧୬ରୁ ୧୮ ସେପ୍ଟେମ୍ବର...

ନୂଆଦିଲ୍ଲୀ: ଦୃଢ଼ ମନୋବଳ, ସାହସ ଓ ଅଦମ୍ୟ ଉତ୍ସାହର ପରିଚୟ ଦେଇ ଏନ୍ସିସିର ୨୦ ଜଣ ମହିଳା କ୍ୟାଡେଟ୍ ‘ଅପରାଜିତା–ପରାଙ୍ଗ ଲା ୨୦୨୬’ ଉଚ୍ଚ ଉଚ୍ଚତା ବିଶିଷ୍ଟ ଦୀର୍ଘ ଟ୍ରେକ୍ ସଫଳତାର ସହ ସମାପ୍ତ କରିଛନ୍ତି। ସେପ୍ଟେମ୍ବର ୧୬ରେ ଲଦାଖର କରଜୋକ୍ଠାରେ ଏନ୍ସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ବୀରେନ୍ଦ୍ର ୱାତ୍ସ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବ...

ବିଶେଷ ଅଭିଯାନ–୬ ପାଇଁ ପ୍ରସ୍ତୁତ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ନୂଆଦିଲ୍ଲୀ: ସ୍ୱଚ୍ଛତା, ରେକର୍ଡ ପରିଚାଳନା ଓ ସରକାରୀ ସମ୍ପଦର ସୁଚାରୁ ବ୍ୟବହାରକୁ ଗୁରୁତ୍ୱ ଦେଇ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (DFPD) ପକ୍ଷରୁ ବିଶେଷ ଅଭିଯାନ–୬ ଆୟୋଜନ କରାଯିବ। ଏହି ଅଭିଯାନ ୨ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଅଭିଯାନ...

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରପ୍ତାନି ପାଇଁ RCMC ଆବଶ୍ୟକତାରେ ଛାଡ଼ ନୂଆଦିଲ୍ଲୀ: ଛୋଟ ରପ୍ତାନିକାରୀ, ଏମ୍ଏସ୍ଏମ୍ଇ ଏବଂ ପ୍ରଥମଥର ପାଇଁ ରପ୍ତାନି କରୁଥିବା ବ୍ୟବସାୟୀଙ୍କ ପାଇଁ କେନ୍ଦ୍ର ସରକାର ଅନୁପାଳନ ପ୍ରକ୍ରିୟାକୁ ସହଜ କରିଛନ୍ତି। ଏଣିକି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରପ୍ତାନି ମାଲ୍ର ଶିପ୍ମେଣ୍ଟ ପାଇଁ ରେଜିଷ୍ଟ୍ରେସନ୍-କମ୍-ମେମ୍ବରସିପ୍ ସାର୍ଟିଫିକେଟ୍ (RCMC) କିମ୍ବା ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ର...

ବିଶେଷ ଅଭିଯାନ-୬.୦: ସ୍ୱଚ୍ଛତା ସହ ବକେୟା ମାମଲା ହ୍ରାସ ଉପରେ ଡିଏଆର୍ଇ-ଆଇସିଏଆର୍ର ଗୁରୁତ୍ୱ ନୂଆଦିଲ୍ଲୀ: ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ବୃଦ୍ଧି, ଅମିମାଂସିତ ମାମଲା ହ୍ରାସ ଏବଂ କାର୍ଯ୍ୟାଳୟୀନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କୃଷି ଗବେଷଣା ଓ ଶିକ୍ଷା ବିଭାଗ (DARE) ଏବଂ ଭାରତୀୟ କୃଷି ଗବେଷଣା ପରିଷଦ (ICAR) ପକ୍ଷରୁ ବିଶେଷ ଅଭିଯାନ-୬.୦ ଆୟୋଜନ...

କୋଟ୍ଟାୟମ୍ ଏନ୍ଏଚ୍ଆର୍ଆଇଏମ୍ଏଚ୍ରେ ଗବେଷଣା ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ କୋଟ୍ଟାୟମ୍, ୧୬/୯: ଜାତୀୟ ହୋମିଓପାଥିକ୍ ମାନସିକ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନ (ଏନ୍ଏଚ୍ଆର୍ଆଇଏମ୍ଏଚ୍)ରେ ଗବେଷଣା, ଶିକ୍ଷା, ରୋଗୀସେବା ଓ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ପ୍ରତିଷ୍ଠାନର ଷଷ୍ଠ ଇନ୍ଷ୍ଟିଚ୍ୟୁସନ୍ ଫାଇନାନ୍ସ କମିଟି (ଆଇଏଫ୍ସି) ବୈଠକ ୧୪ ସେପ୍ଟେମ୍ବର ୨୦୨୬ରେ ଆୟୁଷ ମନ୍ତ୍ରଣାଳୟର ଯୁଗ୍ମ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ କଂଗ୍ରେସର ଧାରଣା ପ୍ରଦର୍ଶନକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଖୋଜିବା ପରିବର୍ତ୍ତେ କଂଗ୍ରେସ ସେମାନଙ୍କୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରୁଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି...

ବ୍ରିଟିଶ ଶାସନରୁ ସ୍ୱାଧୀନ ଭାରତ: କିଏ କେତେ ବର୍ଷ ରହିଲେ ପ୍ରଧାନମନ୍ତ୍ରୀ? ନୂଆଦିଲ୍ଲୀ: ୨୦୦ ବର୍ଷରୁ ଅଧିକ ସମୟ ବ୍ରିଟିଶ ଶାସନର ଶୃଙ୍ଖଳରେ ବାନ୍ଧି ହୋଇ ରହିବା ପରେ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନତାର ସୂର୍ଯ୍ୟୋଦୟ ଦେଖିଥିଲା ଭାରତ। ଏହା ପରେ ଦେଶର ଶାସନଭାର ସମ୍ଭାଳିବା ପାଇଁ ପ୍ରଧାନମନ୍ତ୍ରୀ ପଦର ଆରମ୍ଭ ହୋଇଥିଲା। ଗତ ପ୍ରାୟ ଆଠ...

ମୌସୁମୀ ଅଧିବେଶନ ପୂର୍ବରୁ ମୋଦିଙ୍କୁ ଭେଟିଲେ ସୁଦୀପ, ବଢ଼ିଲା ରାଜନୈତିକ ଚର୍ଚ୍ଚା ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଦିଲ୍ଲୀର ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର, ଜୁଲାଇ ୧୮ରେ ଟିଏମସିର ବିଦ୍ରୋହୀ ସାଂସଦମାନଙ୍କ ନେତା ସୁଦୀପ ବନ୍ଦୋପାଧ୍ୟାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସଂସଦର ମୌସୁମୀ ଅଧିବେଶନ...

ସର୍ବଦଳୀୟ ବୈଠକରେ ଟିଏମସି ବିବାଦ, ବିଦ୍ରୋହୀ ସାଂସଦଙ୍କୁ ନିମନ୍ତ୍ରଣକୁ ବିରୋଧୀଙ୍କ ଆପତ୍ତି ନୂଆଦିଲ୍ଲୀ: ସଂସଦର ଆଗାମୀ ମୌସୁମୀ ଅଧିବେଶନକୁ ନେଇ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଟିଏମସିର ବିଦ୍ରୋହୀ ସାଂସଦମାନଙ୍କୁ ଆମନ୍ତ୍ରଣ କରାଯିବାକୁ ନେଇ ରାଜନୈତିକ ମତଭେଦ ଦେଖାଦେଇଛି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ତୀବ୍ର ଆପତ୍ତି ଜଣାଇ ବୈଠକରୁ ବାହାରି ଯାଇଥିଲେ।ଏହି ଘଟଣା ପରେ ବିରୋଧୀ ନେତାମାନେ...

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମ୍ଭାବ୍ୟ ବିଜେପି ଯୋଗଦାନକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନ ରାଜନୈତିକ ମହଲରେ ଆହୁରି ଚର୍ଚ୍ଚା ସୃଷ୍ଟି କରିଛି।ମନମୋହନ ସାମଲ କହିଛନ୍ତି ଯେ ବିଜେପି ସମସ୍ତଙ୍କ ପାଇଁ ଖୋଲା ରହିଛି ଏବଂ ଦଳର ଦ୍ୱାର ସବୁବେଳେ...

ଭୁବନେଶ୍ୱର: ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ଭୁବନେଶ୍ୱର ସ୍ଥିତ ବିଜେପିର ରାଜ୍ୟ କାର୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ପ୍ରଭାତ। ତାଙ୍କ ସହିତ ତାଙ୍କର ବହୁ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ସମର୍ଥକଙ୍କ ସହିତ ଏକ ବଡ଼ ଶୋଭାଯାତ୍ରାରେ ଆସି ବିଜେପିରେ...
ପୁସ୍ତପୁର ନିକଟରେ କାର ଦୁର୍ଘଟଣା, ଜଣେ ମୃତ, ଜଣେ ଗୁରୁତର ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୧୪/୦୪/୨୦୨୧)-: ଆଜି ରାତି ୭.୩୦ ମିନିଟ୍ ସମୟରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ପୁସ୍ତପୁର ନିକଟରେ କାର ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ...
କରବେରେଣୀ ଗ୍ରାମରେ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଜେ ବି ଏନ, ୧୪/୦୪ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କରବେରେଣୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ଟି ଶ୍ରୀ...
ଖାମଖିଆଲି କୋଭିଡ୍ ଟେଷ୍ଟି ଯୋଗୁଁ ଜନତା ହନ୍ତସନ୍ତ ଜେ. ବି. ଏନ୍ (ସୁଶାନ୍ତ କୁମାର /ଶୁଭମ ପାଣି) ୧୪/୦୪ /୨୦୨୧ ଢେଙ୍କାନାଳ : ଖାମଖିଆଲି କୋଭିଡଟେଷ୍ଟି ଯୋଗୁଁ ଆଜି କାମାକ୍ଷାନଗର କୁସୁମଯୋଡି ପଞ୍ଚାୟତ ନୁଆଗାଁବିଲ ଗ୍ରାମର ହଳଧର ବିଶ୍ଵାଳ ହନ୍ତସନ୍ତ | ଦେହ ଖରାପ ଲାଗିବାରୁ ହଳଧର ଆଜି ଦିନ ୧୨ ଟା ବେଳେ ଅଁଳାବେରେଣୀ ମେଡିକାଲ...










All rights reserved. Designed by Inter Softech