
🚨 ହାଇୱା ଧକ୍କାରେ ଜଣେ ମୃତ, ୨ ଗୁରୁତର ବଅଁରପାଳ: ବଅଁରପାଳ ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱା ଧକ୍କାରେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବଅଁରପାଳ ଥାନା ଅନ୍ତର୍ଗତ ନିକଟସ୍ଥ ଅଞ୍ଚଳରେ...

ମଧ୍ୟପ୍ରଦେଶ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ: ୫ ଲକ୍ଷ ଟଙ୍କା ଅନୁକମ୍ପା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଘଟିଥିବା ଏକ ଦୁଃଖଦ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ରାଜ୍ୟ ସରକାର ଏହି କଠିନ ସମୟରେ...

ମାଛ କଣ୍ଟାରୁ ଗଳାରେ ଜଟିଳ ଆବସେସ୍: SLNMCHରେ ସଫଳ ଚିକିତ୍ସା କୋରାପୁଟ: କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ (SLNMCH)ରେ ଏକ ଜଟିଳ ଚିକିତ୍ସା ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ଜଣେ ରୋଗୀଙ୍କ ଗଳାରେ ମାଛ କଣ୍ଟା ଫୋଡ଼ି ହୋଇ ଗଳାର ପଛପଟେ ପୂଜ ଜମିଯାଇଥିବା ଜଟିଳ ଅବସ୍ଥାକୁ ଡାକ୍ତରୀ ଦଳ...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
🌞 ଜାଗ୍ରତ ଭାରତ ନ୍ୟୁଜ୍ର ଆଜିର ରାଶିଫଳ📅 ୨୦ ସେପ୍ଟେମ୍ବର ୨୦୨୬, ରବିବାର ♈ ମେଷ ଆଜି ଆର୍ଥିକ କ୍ଷେତ୍ରରେ ଭଲ ଦିନ। ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିପାରେ। ଅନାବଶ୍ୟକ ଖର୍ଚ୍ଚ କମାଇ ସଞ୍ଚୟ ବଢ଼ାଇବାର ସୁଯୋଗ ରହିବ। ପ୍ରେମ ସମ୍ପର୍କରେ କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ।ଶୁଭ ଫଳାଫଳ: ଆର୍ଥିକ ଲାଭ ଓ ନୂଆ ସୁଯୋଗ।ଶୁଭ...

DUSU ଫଳାଫଳ: ୪ କେନ୍ଦ୍ରୀୟ ପଦରୁ ୩ଟି ABVP ଦଖଲ, ସ୍ୱାଧୀନ ପ୍ରାର୍ଥୀଙ୍କୁ ଉପସଭାପତି ପଦ ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ-୨୦୨୬ର ଫଳାଫଳ ପ୍ରକାଶ ପାଇଛି। ଚାରିଟି କେନ୍ଦ୍ରୀୟ ପଦ ମଧ୍ୟରୁ ତିନୋଟି ପଦରେ ABVP ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଉପସଭାପତି ପଦ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି। ସଭାପତି...

ବଙ୍ଗୋପସାଗରରେ ଲଘୁଚାପ: ୨୨ରୁ ୨୫ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ବାତ୍ୟା ନେଇ ଏବେ ବି ସ୍ପଷ୍ଟ ଚିତ୍ର ନାହିଁ, ନଜରରେ ପାଣିପାଗ ବିଭାଗ ଭୁବନେଶ୍ୱର: ବଙ୍ଗୋପସାଗରରେ ପାଣିପାଗର ଗତିବିଧି ବଢ଼ିବା ସହ ଓଡ଼ିଶାରେ ଆଗାମୀ କିଛି ଦିନ ପାଇଁ ବର୍ଷାର ପ୍ରଭାବ ବଢ଼ିବା ଆଶଙ୍କା ଦେଖାଦେଇଛି। ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର...

MMDR ସଂଶୋଧନକୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ, ‘ତଥ୍ୟ ଲୁଚାଇ ଲୋକଙ୍କୁ ବିଭ୍ରାନ୍ତ କରିବା ଠିକ୍ ନୁହେଁ’ ନୂଆଦିଲ୍ଲୀ/ଭୁବନେଶ୍ୱର, ୨୯/୮: ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ଅଧିନିୟମ, ୨୦୨୬ (MMDR Amendment Act)କୁ ନେଇ ରାଜନୈତିକ ତର୍କ ତୀବ୍ର ହୋଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଲେଖିଥିବା ଚିଠିର...

ମଧ୍ୟ-ଏସିଆରେ ଭାରତର କୂଟନୈତିକ ଚାଲ୍: ମୋଦୀଙ୍କ ୪ ଦିନିଆ ଗସ୍ତ, ପୁଟିନଙ୍କ ସହ ହୋଇପାରେ ଭେଟ ନୂଆଦିଲ୍ଲୀ: ମଧ୍ୟ-ଏସିଆରେ ଭାରତର ରଣନୀତିକ ପ୍ରଭାବ ଆହୁରି ବଢ଼ାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଙ୍କ ୪ ଦିନିଆ ମଧ୍ୟ-ଏସିଆ ଗସ୍ତ ଆରମ୍ଭ ହୋଇଛି। ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତରେ ମୋଦୀ ଉଜବେକିସ୍ତାନ ଓ କିର୍ଗିଜସ୍ତାନ...

ସଂରକ୍ଷଣ ନେଇ ଅଠାୱଲେଙ୍କ ବଡ଼ ମନ୍ତବ୍ୟ: ‘ଜାତିଭେଦ ଶେଷ ନହେବା ଯାଏଁ ଆରକ୍ଷଣର ଆବଶ୍ୟକତା ରହିବ’ ନୂଆଦିଲ୍ଲୀ: ଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାଲିଥିବା ତର୍କ ମଧ୍ୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ବୟାନ ଚର୍ଚ୍ଚାରେ ଆସିଛି। ସମାଜରୁ ଜାତିଭିତ୍ତିକ ଅସମାନତା ଓ ଭେଦଭାବ ଦୂର ନହେବା ପର୍ଯ୍ୟନ୍ତ ସଂରକ୍ଷଣ ଜାରି ରହିବା ଆବଶ୍ୟକ ବୋଲି ସେ...

ରାକ୍ଷୀରେ ଭଉଣୀଙ୍କ ପାଇଁ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର, ସୋସିଆଲ ମିଡିଆରେ ସେୟାର କଲେ ସ୍ମୃତି ମୁମ୍ବାଇ: ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାରତୀୟ କ୍ରିକେଟ୍ର କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନିଜ ଭଉଣୀଙ୍କ ସହ ରାକ୍ଷୀର ମୁହୂର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତାଙ୍କ ପୋଷ୍ଟରେ ଭାଇ-ଭଉଣୀଙ୍କ ଦୀର୍ଘଦିନର ସ୍ନେହ ଓ ସ୍ମୃତିର ଝଲକ ଦେଖିବାକୁ ମିଳିଛି। ସଚିନ...

‘ମୋତେ ବଦନାମ କରିବାକୁ ଚେଷ୍ଟା କଲେ ଛାଡ଼ିବିନି’, ରଣହୁଙ୍କାର ଦେଲେ ଜୁଏଲ ଓରାମ ରାଉରକେଲା: ରାଉରକେଲା ରାଜନୀତିରେ ଚାଲିଥିବା ଚର୍ଚ୍ଚା ଓ ବିବାଦ ମଧ୍ୟରେ ମୁହଁ ଖୋଲିଛନ୍ତି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ନାଁ ନନେଇ କିଛି ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେ କଡ଼ା ଭାଷାରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶ ପାଶ୍ୱାନଙ୍କ...

ମୋଦି ୩.୦ରେ ଆସିପାରେ ବଡ଼ ପରିବର୍ତ୍ତନ! କ୍ୟାବିନେଟ୍ରେ ନୂଆ ମୁହଁକୁ ମିଳିପାରେ ସୁଯୋଗ ନୂଆଦିଲ୍ଲୀ: ୨୦୨୯ ଲୋକସଭା ନିର୍ବାଚନ ଏବଂ ଆଗାମୀ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନକୁ ନଜରରେ ରଖି କେନ୍ଦ୍ରର ମୋଦି ୩.୦ ସରକାରରେ ବଡ଼ ଅଦଳବଦଳ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଭାଜପାର ସାଂଗଠନିକ ଟିମ୍ରେ ପରିବର୍ତ୍ତନ ପରେ ଏବେ...

ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କ ବିରୋଧରେ ୟୁପି ବିଧାନସଭାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛିଲକ୍ଷ୍ନୌ: (ଏପ୍ରିଲ 30) ଲୋକସଭାରେ ମହିଳା ସଂରକ୍ଷଣରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଗୁରୁବାର ଉତ୍ତର ପ୍ରଦେଶ ବିଧାନସଭାର ଉଭୟ ଗୃହ ସମାଜବାଦୀ ପାର୍ଟି, କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ଦଳଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି।ବିଧାନସଭା ଏବଂ ବିଧାନସଭା ପରିଷଦର...

ମମତା ଭବାନୀପୁରର ଗଣନା କେନ୍ଦ୍ରର ଇଭିଏମ୍ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲେ, ଭୋଟ ମେସିନରେ ହେରଫେର ଅଭିଯୋଗ ଆଣିଲେକୋଲକାତା: (ଏପ୍ରିଲ 30) ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଗୁରୁବାର ଦକ୍ଷିଣ କୋଲକାତାର ସଖାୱତ ମେମୋରିଆଲ ସ୍କୁଲରେ ପହଞ୍ଚିଲେ, ଯାହା ଭବାନୀପୁର ବିଧାନସଭା କ୍ଷେତ୍ରର ଗଣନା କେନ୍ଦ୍ର, ଯେଉଁଠାରେ ଏପ୍ରିଲ 29 ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଇଭିଏମ୍...

କେରଳରେ ୟୁଡିଏଫ୍ ମେଣ୍ଟ ସରକାର ଗଠନ କରିବାକୁ ପ୍ରସ୍ତୁତ ଥିବା ପରି ଜଣା ପଡୁଛି । ସର୍ଭେ ଅନୁଯାୟୀ ବାମ ଦଳ ବହୁମତ ପାଇବାରୁ ବଞ୍ଚିତ ହୋଇପାରେ । ଯଦି ଏଗଜିଟ ପୋଲ ସଠିକ୍ ପ୍ରମାଣିତ ହୁଏ, ତେବେ ୧୦ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିବ।କେରଳରେ କଂଗ୍ରେସ ସମ୍ପୂର୍ଣ୍ଣ ଭାବରେ ସ୍ଥିତି ବଦଳାଇ ଦେଇଛି।ସାମ୍ପ୍ରତିକ ଏକଜିଟ୍...

ଭୁବନେଶ୍ୱର: ଗୃହରେ ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦାନା ମାଝୀ ଘଟଣାରେ ଓଡିଶା ନିନ୍ଦିତ ହେଲା। ସେତେବେଳେ ନବୀନ ବାବୁ କ’ଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତୀ। ଆଜି କହୁଛନ୍ତି କୁମ୍ଭୀର କାନ୍ଦଣା, ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି। ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି।...

ଭୁବନେଶ୍ଵର : ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ମହାବିତର୍କ। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ପ୍ରସଙ୍ଗରେ ମୋସନ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୃହ କାର୍ଯ୍ୟ ଆରମ୍ଭରୁ ଆଲୋଚନା ପାଇଁ ପ୍ରସ୍ତାବ ଆଣି ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିଛନ୍ତି। ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାର ଜବାବ...

ଭୁବନେଶ୍ୱର: ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବୁଧବାର ଦିନ ଲୋକଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ଭେଟି ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ଏବଂ ଗୁରୁତ୍ୱ ବିଷୟରେ ଅବଗତ କରାଇଛନ୍ତି। ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ଉପରେ ଆଲୋଚନା କରିବା ପାଇଁ ଏହି...










All rights reserved. Designed by Inter Softech