
ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସଂରକ୍ଷଣ ପାଇଁ ଏନ ଏଲ ସି ଆଇ ଏଲ –ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ସମ୍ବଲପୁର, ୧୯/୦୯: (ସମ୍ବଲପୁର) ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାର ସଂରକ୍ଷଣ, ପରିବେଶ ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଏନ ସି ଏଲ ଇଣ୍ଡିଆ ଲିମିଟେଡ୍ (ଏନ ଏଲ ସି ଆଇ ଏଲ...

ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କୁଳତା ସମାଜର ନୂଆଁଖାଇ ଭେଟଘାଟ ଏକତା ଓ ପରମ୍ପରାର ବାର୍ତ୍ତା ଦେଲା ସମାବେଶ ଭଟଲି, ୨୦।୯: – ଭଟଲି ବ୍ଲକ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କୁଳତା ସମାଜର ନୂଆଁଖାଇ ଭେଟଘାଟ ହାତୀସର ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଉପସଭାପତି ବୈରାଗୀ ଚରଣ ସାହୁଙ୍କ ପରିଚାଳନାରେ ଆୟୋଜିତ ସାଧାରଣ ସଭାରେ ବ୍ଲକ...

ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ‘ନିଶାମୁକ୍ତ ଭାରତ ଓ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’ ଅନୁଷ୍ଠିତ ଅନୁଗୋଳ,୨୦.୦୯: ଆଜି ପୂର୍ବାହ୍ନରେ ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ‘ମୋ ଯୁବ ଭାରତ’ ଏବଂ ଜାତୀୟ ସେବା ଯୋଜନା (NSS)ର ମିଳିତ ଆନୁକୂଲ୍ୟରେ ‘ବିକଶିତ ଭାରତ ନିମନ୍ତେ ନିଶାମୁକ୍ତ ଭାରତ ଓ ରାଷ୍ଟ୍ରୀୟ...

ଢେଙ୍କାନାଳ: ବିଇଓଙ୍କ ଘରୁ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ପୋଲିସ ଢେଙ୍କାନାଳ: ଢେଙ୍କାନାଳ ସହରରେ ବିଇଓ ଙ୍କ ବାସଭବନରୁ ଚୋରି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଗତ କିଛି...

🚴♂️ ରାଉରକେଲାରେ ସାଇକେଲିଂର ରୋମାଞ୍ଚ: ୧୨୨ ପ୍ରତିଯୋଗୀଙ୍କୁ ନେଇ ରାଜ୍ୟ ଚାମ୍ପିୟନସିପ୍ ଆରମ୍ଭ ରାଉରକେଲା: ଇସ୍ପାତ ସହର ରାଉରକେଲାରେ ଆରମ୍ଭ ହୋଇଛି ରାଜ୍ୟର ପ୍ରତିଷ୍ଠିତ ୪୩ତମ ରାଜ୍ୟ ସାଇକ୍ଲିଂ ଚାମ୍ପିୟନସିପ୍। ସେପ୍ଟେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୨୨ ଜଣ ସାଇକେଲ ଚାଳକ ଅଂଶଗ୍ରହଣ କରିଛନ୍ତି।...

କପିଳାସ ଯୋଗ ଜିଲ୍ଲା, ଢେଙ୍କାନାଳର 60ତମ ଯୋଗଦିବସ ଓ ସଚେତନ ରାଲି ପାଳିତ_———–==========——–ଅଦ୍ୟ 20/09/2026 ତାରିଖ ପ୍ରାତଃ 6 ଘଟିକା ସମୟରେ ଭାରତୀୟ ଯୋଗ ସଂସ୍ଥାନ, କପିଳାସ ଯୋଗ ଜିଲ୍ଲା, ଢେଙ୍କାନାଳ ତରଫରୁ 60ତମ ଯୋଗ ଉତ୍ସବ ଅବସରରେ ପ୍ରଭାତଫେରି ସହ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା।ଢେଙ୍କାନାଳର ପରମ ଆରାଧ୍ୟ ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିରରୁ...

ମୋଦୀ କ୍ୟାବିନେଟ୍ରେ ବଡ଼ ଅଦଳବଦଳ ଚର୍ଚ୍ଚା! ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିପାରେ ବଡ଼ ଦାୟିତ୍ୱ, ଗଡକରୀଙ୍କ ବିଭାଗ ବଦଳିବା ନେଇ ଚର୍ଚ୍ଚା ୧୭ ନୂଆ ମୁହଁଙ୍କୁ ସାମିଲ କରିବା ନେଇ କଳ୍ପନାଜଳ୍ପନା; ଖାଲି ଥିବା ପଦ ପୂରଣ ଉପରେ ନଜର ନୂଆଦିଲ୍ଲୀ, ୨/୯: ବିଜେପିର ନୂତନ ସାଂଗଠନିକ ଟିମ୍ ଗଠନ ପରେ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନକୁ...

ନେପାଳର ବିପର୍ଯ୍ୟୟରେ ଭାରତର ବଡ଼ ସହାୟତା: ୫.୫ ଟନ୍ ଔଷଧ ସହ ପହଞ୍ଚିଲା ବିଶେଷଜ୍ଞ ଉଦ୍ଧାରକାରୀ ଦଳ ପଞ୍ଚମ ପର୍ଯ୍ୟାୟରେ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ, ଏଯାବତ୍ ୬୮.୫ ଟନ୍ ସହାୟତା ନୂଆଦିଲ୍ଲୀ: ପ୍ରକୃତିର ପ୍ରଳୟରେ ଛାରଖାର ନେପାଳକୁ ସହାୟତାର ହାତ ବଢ଼ାଇଛି ଭାରତ। ବନ୍ୟା ଓ ଭୂସ୍ଖଳନରେ ଗୁରୁତର ଭାବେ ପ୍ରଭାବିତ ପଡ଼ୋଶୀ ଦେଶ ପାଇଁ...

ଆଫଗାନିସ୍ତାନ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ଫେରବଦଳ: ୮ ନୂଆ ମୁହଁ, ବୁମରାହଙ୍କ ସମେତ ବରିଷ୍ଠ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ୧୫ ଜଣିଆ ଦଳରେ ହୋଇଛି ବଡ଼ ପରିବର୍ତ୍ତନ। ଜିମ୍ବାୱେ ବିପକ୍ଷ ପୂର୍ବ ସିରିଜ୍ ତୁଳନାରେ ଏଥର ଦଳରେ ୮...

ଭାରତୀୟ ବାୟୁସେନାରେ ନୂଆ ଇତିହାସ: ପ୍ରଥମ ମହିଳା ଭାବେ ଏୟାର ଭାଇସ୍ ମାର୍ଶାଲ୍ ହେଲେ ଶକ୍ତି ଶର୍ମା ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀରେ ମହିଳା ନେତୃତ୍ୱର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତୀୟ ବାୟୁସେନାର ଅଧିକାରୀ ଶକ୍ତି ଶର୍ମା ଦେଶର ସଶସ୍ତ୍ର ବାହିନୀରେ ଅଣ-ଚିକିତ୍ସା ଶାଖାରୁ ଏୟାର ଭାଇସ୍ ମାର୍ଶାଲ୍ କିମ୍ବା ସମକକ୍ଷ ଦୁଇ-ତାରକା...

ଆତଙ୍କବାଦ ବିରୋଧରେ ‘ଜିରୋ ଟଲରେନ୍ସ’: SCO ମଞ୍ଚରେ ମୋଦୀଙ୍କ ଦୃଢ଼ ବାର୍ତ୍ତା ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ କୌଣସି ପ୍ରକାରର ଦୋହରା ମାନଦଣ୍ଡ ଗ୍ରହଣୀୟ ନୁହେଁ। ଆତଙ୍କବାଦର ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ଧ୍ୱଂସ କରିବା ପାଇଁ ଏସସିଓ ସଦସ୍ୟ ଦେଶଗୁଡ଼ିକୁ ମିଳିତ ଭାବେ ଦୃଢ଼ ପଦକ୍ଷେପ ନେବାକୁ ପଡ଼ିବ। କିର୍ଗିଜସ୍ତାନର ବିଶକେକ୍ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO)ର ୨୬ତମ...

ସ୍ୱଦେଶୀକୁ ଗୁରୁତ୍ୱ ଦିଅନ୍ତୁ, ଅନାବଶ୍ୟକ ସୁନା କିଣନ୍ତୁ ନାହିଁ: ମୋଦୀ ନୂଆଦିଲ୍ଲୀ: ବିଶ୍ୱରେ ଅସ୍ଥିରତା, ଯୁଦ୍ଧ ସଙ୍କଟ ଓ ଆନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳାରେ ବାଧା ସତ୍ତ୍ୱେ ଭାରତୀୟ ଅର୍ଥନୀତି ଦୃଢ଼ ଭାବେ ଆଗକୁ ବଢ଼ୁଛି। ଚଳିତ ବର୍ଷର ପ୍ରଥମ ତ୍ରୈମାସିକରେ ୭.୮ ପ୍ରତିଶତ ଆର୍ଥିକ ଅଭିବୃଦ୍ଧିକୁ ଭାରତର ଅର୍ଥନୈତିକ ଶକ୍ତିର ପ୍ରମୁଖ ଉଦାହରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ...

ନୁଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସହିତ, କର୍ଣ୍ଣାଟକ, ନାଗାଲାଣ୍ଡ, ତ୍ରିପୁରା, ଗୁଜୁରାଟ ଏବଂ ମହାରାଷ୍ଟ୍ରର ସାତଟି ଆସନରେ ଅନୁଷ୍ଠିତ ଉପନିର୍ବାଚନ ପାଇଁ ଭୋଟ ଗଣତି ଆଜି ହୋଇଛି । ଏହି ଉପନିର୍ବାଚନରେ ବିଜେପି ଚମତ୍କାର ପ୍ରଦର୍ଶନ କରିଛି। ବିଜେପି ଗୁଜୁରାଟର ଉମରେଥ, ନାଗାଲାଣ୍ଡର କୋରିଡାଙ୍ଗ ଏବଂ ତ୍ରିପୁରାର ଧର୍ମନଗରରେ ବିଜୟୀ ହୋଇଛି। କଂଗ୍ରେସ କର୍ଣ୍ଣାଟକର ବାଗଲକୋଟ...

ନୁଆଦିଲ୍ଲୀ: ଟିଭିକେ ସହ ହାତ ମିଳାଇ ପାରେ କଂଗ୍ରେସ । ଏଆଇସିସିର ଦୃଷ୍ଟି ଆକର୍ଷଣ କଲା ତାମିଲନାଡୁ କଂଗ୍ରେସ ଶାଖା । ୫ ଆସନ ଜିତିଥିବା କଂଗ୍ରେସ ଟିଭିକେକୁ ସମର୍ଥନ ଦେବା ସମ୍ଭାବନା ରହିଛି । ବହୁମତଠାରୁ ଅଳ୍ପ ଦୂରରେ ରହିଛି ଟିଭିକେ । ଟିଭିକେ ସୁପ୍ରିମୋ ବିଜୟ ମୁଖ୍ୟମନ୍ତ୍ରୀ ହେବା ଆଶା ଉଜ୍ଜ୍ୱଳ ରହିଛି ।...

ଭୁବନେଶ୍ୱର: ଆଜିର ଏହି ଐତିହାସିକ ନିର୍ବାଚନରେ ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀର ଜନସାଧାରଣ ଯେଉଁ ଜନମତ ଦେଇଛନ୍ତି, ତାହା ଗଣତନ୍ତ୍ରର ବିଜୟ । ଆମ ଦଳର ନୀତି ଓ ଆଦର୍ଶ ଉପରେ ଲୋକଙ୍କର ଭରସା ବୃଦ୍ଧି ପାଇଛି । ଏହି ବିଜୟ କେବଳ ଏକ ସଂଖ୍ୟା ନୁହେଁ, ବରଂ ଜନସେବା ପ୍ରତି ଥିବା ଆମର ପ୍ରତିବଦ୍ଧତାର ପ୍ରତିଫଳନ...

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ବିଜେପିର ଐତିହାସିକ ବିଜୟ, କ୍ଷମତାଚ୍ୟୁତ ହେଲା ଟିଏମସି ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀର୍ଘ ୧୫ ବର୍ଷର ତୃଣମୂଳ କଂଗ୍ରେସ (TMC) ଶାସନର ଅନ୍ତ ଘଟିଥିବା ବେଳେ, ଭାରତୀୟ ଜନତା ପାର୍ଟି (BJP) ପ୍ରଥମ ଥର...

ପୁଡୁଚେରୀ: ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ମେଣ୍ଟ ୨୨ଟି ଆସନରେ ଦୃଢ଼ ନେତୃତ୍ୱ ନେଉଥିବା ବେଳେ କଂଗ୍ରେସ ମେଣ୍ଟ ୬ଟି ଆସନରେ ଆଗୁଆ ଥିବା ଦେଖାଯାଉଛି। ପୁଡୁଚେରୀର ମୋତିଲାଲ ନେହେରୁ ସରକାରୀ ପଲିଟେକ୍ନିକ୍ କଲେଜରେ ସ୍ଥାପିତ ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଉଲ୍ଲେଖଯୋଗ୍ୟ ଯେ, ପୁଡୁଚେରୀ ବିଧାନସଭାରେ ମୋଟ ୩୦ ଟି ଆସନ। ସରକାର ଗଠନ ପାଇଁ...

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତୃଣମୂଳ କଂଗ୍ରେସ ଠାରୁ ବିଜେପି ବଡ ବ୍ୟବଧାନରେ ଜିତୁଥିବା ଦେଖାଯାଉଛି। ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଜେପି ୨୦୮ ଆସନରେ ବିଜୟୀ/ ଆଗୁଆ ଥିବା ବେଳେ ଟିଏମସି କୁ ୭୯ ଆସନ ମିଳୁଥିବା ଜଣାପଡୁଛି। କିନ୍ତୁ ସବୁଠାରୁ ଚର୍ଚ୍ଚିତ ଆସନ ଭବାନୀପୁରରେ ମମତା ବାନାର୍ଜୀଙ୍କୁ ଶୁଭେନ୍ଦୁ...










All rights reserved. Designed by Inter Softech