
ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ନବମ ମାସିକ ବୈଠକ ଅନୁଷ୍ଠିତ ହିନ୍ଦୋଳ :20/09/2026ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ନବମ ମାସିକ ବୈଠକ ଏବଂ ବଣଭୋଜି ରାସୋଳ ସାପୁଆ ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ସଂଘରେ ଯୋଗଦାନ କରିବାପାଇଁ କିଛି ସାମ୍ବାଦିକ ଭାଇ ଇଚ୍ଛା ପ୍ରକାଶ କରିଥିବାରୁ, ସଂଘର କାର୍ଯ୍ୟକର୍ତା ଙ୍କ...

🚨 ସମ୍ବଲପୁରରେ ପୋଲିସ୍ ଏନକାଉଣ୍ଟର: କଫ୍ ସିରପ୍ ବେପାରୀ ଆହତ ସମ୍ବଲପୁର: କଫ୍ ସିରପ୍ ବେଆଇନ କାରବାର ଅଭିଯୋଗରେ ଜଣେ ବ୍ୟକ୍ତି ପୋଲିସ୍ ଏନକାଉଣ୍ଟରରେ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଧୀନ ଜଙ୍ଗଲା-ପାଣ୍ଡଲୋଇ ରାସ୍ତାରେ ଆଜି ସକାଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପୋଲିସ୍ ପକ୍ଷରୁ ନିୟମିତ ଯାନବାହନ ଯାଞ୍ଚ ଚାଲିଥିବା...

ରାଜଧାନୀରେ ଜମିଲା ସାଧୁସନ୍ତଙ୍କ ମେଳା: ପ୍ରଭୁ ନୀଳମାଧବଙ୍କ ଦୁର୍ଲ୍ଲଭ ୧୨ ମୋତି ବେଶ ଦର୍ଶନ କଲେ ଶ୍ରଦ୍ଧାଳୁଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଏକ ଭାବପୂର୍ଣ୍ଣ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ମହା ‘ସାଧୁ ସମ୍ମିଳନୀ’। ଏହି ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ସାଧୁସନ୍ତ, ଗବେଷକ ଓ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଶ୍ରୀଜଗନ୍ନାଥ ସଂସ୍କୃତି...

ଗଞ୍ଜାମରେ ମ୍ୟୁଲ୍ ଆକାଉଣ୍ଟ ରାକେଟ୍ ପର୍ଦ୍ଦାଫାସ: ୫ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍ ଦଣ୍ଡଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଥିବା ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଠକେଇ ମାମଲାରେ ଖଲ୍ଲିକୋଟ JMFC ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ଧାରା ୩୧୮(୨)/୩(୫) ଅନୁଯାୟୀ ୫ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ...

ପାର୍ବଣ ଋତୁ ପାଇଁ ଓଡ଼ିଶା ପୋଲିସର କଡ଼ା ପଦକ୍ଷେପ: ଅପରାଧୀଙ୍କୁ ସାବାଡ୍ କରିବାକୁ ରାଜ୍ୟବ୍ୟାପୀ ଆରମ୍ଭ ହେଲା ‘ଅପରେସନ୍ ଦମନ’ଭୁବନେଶ୍ୱର: ପାର୍ବଣରେ ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ତଥା ଅସାମାଜିକ ବ୍ୟକ୍ତିଙ୍କ ଉପରେ ଲଗାମ ଲଗାଇବାକୁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ଦମନ’। ଏହି ଅଭିଯାନ ଆସନ୍ତା ୨୧ ତାରିଖରୁ ୩୦...

ଅନୁଗୋଳରେ ‘ଅପରେସନ୍ ପ୍ରହାର’: ନାଲ୍କୋ ଥାନା ଅଞ୍ଚଳରୁ ବିପୁଳ ବିଦେଶୀ ମଦ ଜବତ, ୨ ଅଟକବଅଁରପାଳ: ଅନୁଗୋଳ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ଵାର୍ଡ ପକ୍ଷରୁ ନିଶା କାରବାର ବିରୋଧରେ ଚାଲିଥିବା ‘ଅପରେସନ୍ ପ୍ରହାର’ରେ ବଡ଼ ସଫଳତା। ନାଲ୍କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବିଦେଶୀ ମଦ ଜବତ କରିବା...

ପୁଟିନଙ୍କୁ ଭେଟିଲେ ମୋଦୀ, ୟୁକ୍ରେନ ଯୁଦ୍ଧ ନେଇ ଶାନ୍ତିର ବାର୍ତ୍ତା ଆଲୋଚନା ମାଧ୍ୟମରେ ସମାଧାନ ହିଁ ଏକମାତ୍ର ବାଟ: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାର୍ଗିଜସ୍ତାନରେ ଚାଲିଥିବା ଏସ୍ସିଓ ସମିଟ୍ ଅବସରରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ପ୍ରାୟ ୩୦ ମିନିଟ୍...

ସୋନ ନଦୀ ଜଳ ବଣ୍ଟନକୁ ନେଇ ବିହାର-ଝାଡ଼ଖଣ୍ଡ ମଧ୍ୟରେ ବଡ଼ ଚୁକ୍ତି ୨୫ ବର୍ଷର ଜଳ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଲକ୍ଷାଧିକ କୃଷକଙ୍କୁ ମିଳିବ ଲାଭ ନୂଆଦିଲ୍ଲୀ, ୧ ସେପ୍ଟେମ୍ବର: ସୋନ ନଦୀ ଜଳ ବଣ୍ଟନକୁ ନେଇ ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଦୀର୍ଘ ପ୍ରାୟ ୨୫ ବର୍ଷର ବିବାଦର ଅବସାନ ଘଟିଛି। କେନ୍ଦ୍ର ଗୃହ ଓ...

BRICSରେ ଭାରତ ପାଇଁ ବଡ଼ ପରୀକ୍ଷା: ଇରାନର ଚାପ, ଟ୍ରମ୍ପଙ୍କ ଚେତାବନୀ ମଧ୍ୟରେ କୂଟନୈତିକ ସନ୍ତୁଳନର ଚ୍ୟାଲେଞ୍ଜ ନୂଆଦିଲ୍ଲୀ: BRICS ଶିଖର ସମ୍ମିଳନୀକୁ ନେଇ ଭାରତ ସମ୍ମୁଖରେ ଏବେ ଦୁଇଟି ବଡ଼ କୂଟନୈତିକ ପରୀକ୍ଷା। ଗୋଟିଏ ପଟେ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନାକୁ ନେଇ ଇରାନର କଠୋର ଆଭିମୁଖ୍ୟ, ଅନ୍ୟପଟେ ଡଲାର୍ର ପ୍ରଭାବ କମାଇବା ନେଇ BRICS...

ଲକ୍ଷ୍ନୌ ଛାଉଣିରେ ୧୦୦ କୋଟିରୁ ଅଧିକ ଟଙ୍କାର ୧୪ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଲକ୍ଷ୍ନୌ, ୩୦/୦୮: ଲକ୍ଷ୍ନୌ ଛାଉଣି ଅଞ୍ଚଳର ବିକାଶକୁ ମିଳିଲା ବଡ଼ ଗତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ହେବାକୁ ଥିବା ୧୪ଟି ବିକାଶ ପ୍ରକଳ୍ପର ଭୂମିପୂଜନ କରିଛନ୍ତି।...

‘ମନ୍ କି ବାତ୍’ରେ ନିଶାମୁକ୍ତ ଭାରତ ଓ ‘ସୂର୍ଯ୍ୟପଥ ତିରଙ୍ଗା’ ଅଭିଯାନ ଉପରେ ମୋଦୀଙ୍କ ଗୁରୁତ୍ୱ ନୂଆଦିଲ୍ଲୀ, ୩୦/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ନିଶାମୁକ୍ତ ଭାରତ ଗଠନ ସହ ‘ସୂର୍ଯ୍ୟପଥ ତିରଙ୍ଗା’ ଅଭିଯାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ଭାରତକୁ ନିଶାମୁକ୍ତ...

🇮🇳 ଉଜବେକିସ୍ତାନ ଯାତ୍ରା ପୂର୍ବରୁ ଯୁବପିଢ଼ିଙ୍କ ଉତ୍ସାହ ଦେଖି ଖୁସି ହେଲେ ମୋଦୀ ନୂଆଦିଲ୍ଲୀ: ଉଜବେକିସ୍ତାନ ଗସ୍ତ ପୂର୍ବରୁ ସେଠାକାର ଯୁବପିଢ଼ିଙ୍କ ଉତ୍ସାହ ଓ ଭଲପାଇବା ଦେଖି ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଉଜବେକିସ୍ତାନର ଯୁବକ-ଯୁବତୀମାନେ ହିନ୍ଦୀରେ ନିଜ ଭାବନା ପ୍ରକାଶ କରୁଥିବା ଏକ ଭିଡିଓ ସେ ସୋସିଆଲ ମିଡିଆ ‘ଏକ୍ସ’ରେ ଶେୟାର କରିଛନ୍ତି। ଭିଡିଓଟି...

ମମତା ବାନାର୍ଜୀ ପଛୁଆ ଅଛନ୍ତି। ଭବାନୀପୁର ଆସନରେ ମମତା ବାନାର୍ଜୀ ପଛୁଆ ରହିଥିବା ବେଳେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୫୬୩ ଭୋଟ୍ରେ ପଛୁଆ ରହିଥିବା ସଦ୍ୟ ସୁଚନା।

ଆସାମରେ ପୁଣି ବିଜେପି ସରକାର । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ । ହିମନ୍ତ ବିଶ୍ୱଶର୍ମା ଜାଲୁକବାରି ବିଜେପି ଆଗୁଆ ରହିଛନ୍ତି । ୩ୟ ଥର ପାଇଁ ଆସାମରେ ବିଜେପି ସରକାର ହେବାକୁ ଯାଉଛି । ଭୋଟ ଗଣତି ଜାରି ରହିଛି । ବିଜେପି ଆଗୁଆ ରହିଛି । ହିମନ୍ତ ବିଶ୍ବଶର୍ମା ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ...

କୋଲକତାରେ ଆଗେଇ ଚାଲିଛି ବିଜେପି । ଏହାରି ଭିତରେ କୋଲକତା ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟ ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ପୋଲିସ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବିଜୟ ପରେ କୌଣସି ଶୋଭାଯାତ୍ରାକୁ ମନା କରାଯାଇଛି । କୋଲକତାରେ ଆଜି ବିଜୟ ସେଲିବ୍ରେସନ କରିବାକୁ...

ଭୋଟ୍ ଗଣତି ବଢ଼ିଚାଲିଥିବା ବେଳେ ତାମିଲନାଡୁରେ ଦେଖିବାକୁ ମିଳିଛି ରୋଚକ ମୋଡ଼। ପ୍ରାରମ୍ଭିକ ଗଣତି ବେଳେ ଆଗରେ ରହିଥିବା ଶାସକ ଡିଏମ୍କେ ମେଣ୍ଟକୁ ଲାଗିଛି ବଡ଼ ଧକ୍କା। କାନ୍ଦିଲେଣି ଡିଏମ୍କେ ନେତା ଓ କର୍ମୀ। କାରଣ ଗଣତି ଆଗେଇ ଚାଲିବା ସହିତ ଡିଏମ୍କେ ନେତୃତ୍ୱାଧୀନ ମେଣ୍ଟର ଆସନ ସଂଖ୍ୟା କମି ଚାଲିଛି। ତାମିଲନାଡୁ ବିଧାନସଭାରେ ୨୩୪ଟି ଆସନ...

ପଶ୍ଚିମବଙ୍ଗରେ ଆଗରେ ବିଜେପି !ପଶ୍ଚିମବଙ୍ଗରେ TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ଶାସକ TMCକୁ ପଛରେ ପକାଇ ଆଗୁଆ ଚାଲିଛି ବିଜେପି । ଟୋଟଲ 293 ସିଟ ରୁ ବିଜେପି ୧୪୫ ଆସନରେ ଆଗୁଆ, ଟି ଏମ ସି ୯୬ ସିଟ ରେ ଆଗୁଆ ଓ ଅନ୍ୟ ଦଳ ମାନେ ଚାରିଟି ସିଟ...

ନୁଆଦିଲ୍ଲୀ : ଆଜି ୪ଟି ରାଜ୍ୟ ଆଉ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନୀ ଫଳ ଆସିବ । ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀର ନିର୍ବାଚନ ଫଳ ଉପରେ ସମସ୍ତଙ୍କ ନଜର । ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି ମଧ୍ୟରେ ହାଇଭୋଲଟେଜ୍ ଟକ୍କର, ତାମିଲନାଡ଼ୁରେ ତ୍ରିମୁଖୀ ଲଢେଇ, କେରଳରେ ଏଲଡିଏଫ୍ ଓ ୟୁଡିଏଫ୍ ମଧ୍ୟରେ...











All rights reserved. Designed by Inter Softech