
ଗଣେଶ ପୂଜାରେ ମହତ୍ କାର୍ଯ୍ୟ: ଆମ୍ବେଦକର ନଗରରେ ରକ୍ତଦାନ ଶିବିର, ୧୦୬ ୟୁନିଟ୍ ସଂଗ୍ରହ ଅନୁଗୋଳ: ପବିତ୍ର ଗଣେଶ ପୂଜା ଅବସରରେ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି ଆମ୍ବେଦକର ନଗର। ଅନୁଗୋଳ ପୌରପାଳିକାର ୱାର୍ଡ ନଂ-୬ ଅନ୍ତର୍ଗତ ଆମ୍ବେଦକର ନଗରରେ ଆଜାଦ୍ ମଜଦୂର ସଂଘ ଓ ଇନ୍ଦିରା କ୍ଲବ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର...

ଅନୁଗୋଳ DHHରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍ପି ରୋଗୀ ଓ ସମ୍ପର୍କୀୟଙ୍କ ସୁରକ୍ଷାକୁ ଦିଆଗଲା ଗୁରୁତ୍ୱ ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଶନିବାର ଅନୁଧ୍ୟାନ କରାଯାଇଛି। ଅନୁଗୋଳ ଏସ୍ପି ଓ ଅନୁଗୋଳ ଥାନା ଅଧିକାରୀ ହସ୍ପିଟାଲ ପରିଦର୍ଶନ କରି ବିଭିନ୍ନ ସ୍ଥାନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ।...

ପଞ୍ଚମହଲା ଦୋକାନରେ ନିଆଁ ଲଗାଇବା ଘଟଣା: CCTV ଫୁଟେଜ୍ରୁ ଧରାପଡ଼ିଲେ ଅଭିଯୁକ୍ତ ଅନୁଗୋଳ: ସଦର ଥାନା ଅଧୀନ ପଞ୍ଚମହଲା ଅଞ୍ଚଳରେ ଦୋକାନରେ ଯୋଜନାବଦ୍ଧ ଭାବେ ନିଆଁ ଲଗାଇବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କାଳିଆ ଭୋଇ। ପୋଲିସ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୫ ତାରିଖ ଭୋର ସମୟରେ ପଞ୍ଚମହଲାରେ କୁମୁଦ...

ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପ୍ରତିଷ୍ଠାନ, ମୀନାବଜାରର ଲକ୍ଷ୍ମୀପୂଜା ଉପଲକ୍ଷେ ମାଟି ଅନୁକୂଳ ଢେଙ୍କାନାଳ, ୧୯/୯: ଶ୍ରୀରାଧାଷ୍ଟମୀ ତିଥିରେ ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନାବଜାରର ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଲକ୍ଷ୍ମୀପୂଜା ନିର୍ମିତ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀ କୂଳରୁ ଘଂଟ, ଶଙ୍ଖ, ବାଦ୍ୟ ଓ ସଂକୀର୍ତନ ସହ ପୂଜାର୍ଚ୍ଚନା ପରେ ମାଟି ଅନୁକୂଳ...

ଗୋଲ୍ଡ ଷ୍ଟାର କ୍ଲବ୍ ପକ୍ଷରୁ ୩୯ ତମ ବିଶ୍ବକର୍ମା ପୂଜା ପରିଦର୍ଶନ କଲେ ପୂର୍ବତନ ବିଧାୟକ ଢେଙ୍କାନାଳ, ୧୯/୯: ଢେଙ୍କାନାଳ ସହର ମୀନାବଜାର ବଣିଆସାହିର ଗୋଲୁଷ୍ଟାର କ୍ଲବ୍ ପକ୍ଷରୁ ୩୯ ତମ ବିଶ୍ୱକର୍ମା ପୂଜା ଧୁମ୍ଧାମରେ ପାଳିତ ହେଉଅଛ । ଆଜି ତୃତୀୟ ଦିବସରେ ଢେଙ୍କାନାଳ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ଉପସ୍ଥିତ ରହି ବିଶ୍ୱକର୍ମାଙ୍କ...

ପିଲ୍ କିୟା ଗ୍ରାମର ଓ କେଲିଆ କୁଣ୍ଡଳ ଗ୍ରାମର ଦୂର୍ବର୍ତ ମାନେ ଦଳବଦ୍ଧ ଭାବେ ବବ୍ରୁ ସରାପ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସ ତଦନ୍ତ ଜାରି ରଖିଛି,ଗୋଲାମୁଣ୍ଡା/୧୯/୯/୨୬/ ପିଲକିୟା ଓ କେଳିଆ କୁଣ୍ଡଳ ଓ ମିଚ୍ଚା ଗ୍ରାମର ଦୂର୍ବତ ମାନେ ଦଳବଦ୍ଧ ଭାବେ ଆସି ବବ୍ରୁ ସରାପ ଙ୍କ ପରିବାରଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରି ଥିବା...

ଦିଲ୍ଲୀରେ ଭୁଶୁଡ଼ିଲା ୫ ମହଲା କୋଠା: ମୃତ୍ୟୁସଂଖ୍ୟା ୫, ଭଗ୍ନାବଶେଷ ତଳେ ଆହୁରି ଅନେକ! ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ଘଟିଛି ବଡ଼ ଅଘଟଣ। ରବିବାର ହଠାତ୍ ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଏଯାବତ୍ ୫ ଜଣଙ୍କ ମୃତ୍ୟୁ ହୋଇଛି। ଭଗ୍ନାବଶେଷ ତଳେ ଆହୁରି ଅନେକ ଲୋକ ଫସିଥିବା ଆଶଙ୍କା ଥିବାରୁ ମୃତ୍ୟୁସଂଖ୍ୟା...

ପଣଜୀରେ ପଶ୍ଚିମାଞ୍ଚଳ ଜୋନାଲ କାଉନସିଲର ୨୮ତମ ବୈଠକ; ଅଧ୍ୟକ୍ଷତା କରିବେ ଅମିତ ଶାହ ନୂଆଦିଲ୍ଲୀ/ପଣଜୀ, ୫ ସେପ୍ଟେମ୍ବର ୨୦୨୬: ଆସନ୍ତା ସୋମବାର, ୭ ସେପ୍ଟେମ୍ବର ୨୦୨୬ରେ ଗୋଆର ରାଜଧାନୀ ପଣଜୀଠାରେ ପଶ୍ଚିମାଞ୍ଚଳ ଜୋନାଲ କାଉନସିଲ (Western Zonal Council)ର ୨୮ତମ ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଏହି...

କୋଇଲା ଓ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ଯୋଜନାକୁ ନେଇ ଭ୍ରମ ଦୂର କଲା କୋଇଲା ମନ୍ତ୍ରଣାଳୟ ପ୍ରଥମ ପର୍ଯ୍ୟାୟ ଆବେଦନର ଶେଷ ତାରିଖ ୭ ସେପ୍ଟେମ୍ବର; ଟିଏଫ୍ଏଲ୍ ଓ ଏନ୍ଟିପିସିର ଆବେଦନ ଦାଖଲ ନୂଆଦିଲ୍ଲୀ, ୫ ସେପ୍ଟେମ୍ବର ୨୦୨୬: ସତହୀ କୋଇଲା/ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାରଙ୍କ ୩୭,୫୦୦ କୋଟି ଟଙ୍କାର ଯୋଜନାରେ କୌଣସି...

ଶିକ୍ଷକ ଦିବସରେ ଗୁରୁଜନଙ୍କ ଅବଦାନକୁ ସଲାମ: ଡ. ରାଧାକୃଷ୍ଣନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ନୂଆଦିଲ୍ଲୀ, ୫ ସେପ୍ଟେମ୍ବର ୨୦୨୬: ଶିକ୍ଷକ ଦିବସ ଅବସରରେ ଦେଶର ଶିକ୍ଷକ ସମାଜର ଅବଦାନକୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ସମାଜ ଗଠନ ଓ ରାଷ୍ଟ୍ର ନିର୍ମାଣରେ ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାର ପ୍ରଶଂସା କରିବାର ଏହା ଏକ ବିଶେଷ ଦିନ ବୋଲି...

🏆 ଶିକ୍ଷକ ଦିବସରେ ରାଷ୍ଟ୍ରପତିଙ୍କ ସମ୍ମାନ: ଦେଶର ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ ନୂଆଦିଲ୍ଲୀ, ୫ ସେପ୍ଟେମ୍ବର ୨୦୨୬: ପବିତ୍ର ଶିକ୍ଷକ ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ଚୟନିତ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ସମାରୋହରେ ରାଷ୍ଟ୍ରପତି କହିଥିଲେ ଯେ,...

🇮🇳 ରାଷ୍ଟ୍ରପତି ଭବନରେ ଡ. ରାଧାକୃଷ୍ଣନଙ୍କୁ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି ନୂଆଦିଲ୍ଲୀ, ୫ ସେପ୍ଟେମ୍ବର ୨୦୨୬: ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଓ ଶିକ୍ଷାବିତ୍ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ଆଜି ରାଷ୍ଟ୍ରପତି ଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଡ. ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ...

ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ‘ଥାଲାପତି’ ବିଜୟ: ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ଚେନ୍ନାଇ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ତଥା ତାମିଲଗା ଭେଟ୍ରି କାଜାଗମ୍ (TVK) ର ପ୍ରତିଷ୍ଠାତା ଥାଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଐତିହାସିକ ମୁହୂର୍ତ୍ତ ସହିତ ତାମିଲନାଡୁ ରାଜନୀତିରେ ଏକ ନୂତନ...

ତାମିଲନାଡ଼ୁରେ ଆରମ୍ଭ ‘ଥଲାପତି’ ବିଜୟଙ୍କ ବିଜୟ ରାଜ: ଆଜି ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ଚେନ୍ନାଇ: ତାମିଲନାଡ଼ୁ ରାଜନୀତିରେ ଆଜି ଏକ ନୂଆ ତଥା ଐତିହାସିକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ତଥା ଅଭିନେତାରୁ ରାଜନେତା ପାଲଟିଥିବା ‘ଥଲାପତି’ ବିଜୟ ଆଜି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ପଶ୍ଚିମବଙ୍ଗରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ବିରୋଧୀ ତୃଣମୂଳ କଂଗ୍ରେସ ଶନିବାର ବିରୋଧୀ ଦଳ ନେତା ଓ ମୁଖ୍ୟ ସଚେତକ ନିଯୁକ୍ତି କରିଛି। ଦଳ ବରିଷ୍ଠ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଭାବରେ ନିଯୁକ୍ତ କରିଛି। ସେହିପରି ବିଧାୟିକା ଅସୀମା ପାତ୍ର ଏବଂ ନୟନା ବନ୍ଦୋପାଧ୍ୟାୟଙ୍କୁ ବିରୋଧୀ ଦଳ ଉପନେତା ଭାବରେ...

ନୁଆଦିଲ୍ଲୀ: ଥୋଲ ତିରୁମାଭାଲାଭାନଙ୍କ ବିଦ୍ୟୁତଲାଇ ଚିରୁଥାଇଗାଲ କାଚି (ଭିସି କେ) ତାମିଲଗା ଭେଟ୍ରି କାଜାଗାମ (ଟିଭିକେ) କୁ “ସର୍ତ୍ତମୂଳକ” ସମର୍ଥନ ବଢାଇବା ପରେ ଅଭିନେତା-ରାଜନେତା ବିଜୟ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।ବିଜୟଙ୍କ ଦୁଇଟି ଆସନ ସମେତ ଟିଭିକେର ୧୦୮ଟି ଆସନ ଅଛି, କିନ୍ତୁ ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଏହା ୧୧୮ ସଂଖ୍ୟାଗରିଷ୍ଠତା ସଂଖ୍ୟାଠାରୁ...

ନୁଆଦିଲ୍ଲୀ: ଶପଥ ସମାରୋହରେ ମାଖନଲାଲଙ୍କ ପାଦ ଛୁଇଁଲେ ମୋଦି । ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହଯୋଗୀ ଥିଲେ ୯୮ ବର୍ଷୀୟ ମାଖନଲାଲ । ଆଜି ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ । କୋଲକାତା ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ଉତ୍ସବ ପାଳନ କରାଯିବ । ଶୁଭେନ୍ଦୁଙ୍କ ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି...

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି । ଶନିବାର ସକାଳ ୧୧ଟାରେ କୋଲକାତାର ପ୍ରସିଦ୍ଧ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପଦ ଓ ଗୋପନୀୟତାର...










All rights reserved. Designed by Inter Softech